Sign in
Sign in
Recover your password.
A password will be e-mailed to you.
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରୁ CJPର ପ୍ରତିବାଦ ଆରମ୍ଭ
ନୂଆଦିଲ୍ଲୀ: ଆଜିଠୁ CJPର ଦେଶବ୍ୟାପୀ ଆନ୍ଦୋଳନ । ମୁମ୍ବାଇରୁ ଆରମ୍ଭ ହେବ ପ୍ରତିବାଦ । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି କକରୋଚ ଜନତା ପାର୍ଟି । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଘୋଷଣା କରି!-->…
ନେପାଳ ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ହିମସ୍ଖଳନ, ୧୫ ପର୍ବାତାରୋହୀଙ୍କ ମୃତ୍ୟୁ
ନେପାଳ: ବଢି ଚାଲିଛି ନେପାଳ ହିମସ୍ଖଳନ ମୃତ୍ୟୁ ସଂଖ୍ୟା । ନେପାଳର ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ଭୟାବହ ହିମସ୍ଖଳନ ଘଟି ପ୍ରାୟ ୧୫ ଜଣ ନେପାଳୀ ପର୍ବାତାରୋହୀଙ୍କ ମୃତ୍ୟୁ ହୋଇଛି । ଚଳିତ ପର୍ବତାରୋହଣ ଋତୁରେ ଏହା ଦେଶର ସବୁଠାରୁ ବଡ଼ ଦୁର୍ଘଟଣା । ଉତ୍ତର ନେପାଳର ମାନାଙ୍ଗ ଜିଲ୍ଲାରେ!-->…
ଟ୍ରକ୍-ପିକଅପ୍ ଧକ୍କା: ୭ ମୃତ, ୧୯ ଆହତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଧାମଣଗାଓଁ ରେଲୱେ ନିକଟରେ ଚ୍ୟାନେଲ ନମ୍ବର ୯୭ରେ ଏକ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ମଧ୍ୟରେ ଭୟଙ୍କର ଭାବେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୭ ଜଣଙ୍କର!-->…
ରାଜଘାଟରେ ବାପୁ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍ ମୋଦି
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମବାର୍ଷିକୀ। ଏହି ଉପଲକ୍ଷେ ଶୁକ୍ରବାର ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ!-->…
ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ନିଲମ୍ବିତ
ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ । ମୁଖ୍ୟମନ୍ତ୍ରୀ ଏସବୁ ଜାଣିବା!-->…
ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍କୁ ମଞ୍ଜୁରୀ
ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି ଭାରତର ଦ୍ୱିତୀୟ ରାଜ୍ୟ, ଯିଏକି ୟୁନିଫର୍ମ ସିଭିଲ୍ କୋଡ୍ (UCC) ବା ଏକକ ନାଗରିକ ସଂହିତା ବିଲ୍କୁ ମଞ୍ଜୁରୀ ଦେଇଛି। ୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର!-->…
କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ଫୋନରେ କଥା ହୋଇ ସୁସ୍ଥତା କାମନା କଲେ ପିଏମ୍ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଇଦୁବାଇ ପାଇଲଟ କ୍ୟାପଟେନ ସ୍ମିତ ମାଚ୍ଛରଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । କ୍ୟାପଟେନ୍ ସ୍ମିତ ନିଜର ଅନୁଭବ ଏବଂ ଘଟଣା ସମୟରେ କିଭଳି ସାହସ ପାଇଥିଲେ, ସେ ବିଷୟରେ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାହାଦୂରୀ ପାଇଁ ପ୍ରଶଂସା!-->…
୪୯୩ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା : ଗ୍ରାମୀଣ ବିକାଶରେ ଜନସାଧାରଣଙ୍କ ଭାଗିଦାରି ବୃଦ୍ଧି ମୁଖ୍ୟ ଲକ୍ଷ୍ୟ
ଛତ୍ରପୁର, ୨/୧୦: ଆଜି ଗଞ୍ଜାମ ଜିଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମୀଣ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରି ବଢ଼ାଇବା ଏହି ସ୍ୱତନ୍ତ୍ର ଗ୍ରାମସଭାର ମୁଖ୍ୟ!-->…
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ
ଛତ୍ରପୁର, : ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ଛତ୍ରପୁର ପୁଲିସ ପ୍ୟାରେଡ୍ ପଡ଼ିଆ ସମ୍ମୁଖସ୍ଥ ଶିଶୁ ଉଦ୍ୟାନରେ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି!-->!-->!-->…
ଧାନ କ୍ଷେତରେ ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ
କାମାକ୍ଷାନଗର : ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାଆନ୍ତା। ଚାଷୀ ବର୍ଷକ ପରିଶ୍ରମର ଫଳ ପାଇବାର ଆଶା ରଖିଥିଲେ। ହେଲେ, ରାତିର ଅନ୍ଧାରରେ କୌଣସି ଦୁର୍ବୃତ୍ତ ଫଳନ୍ତି ଜମିରେ ଘାସମରା ଔଷଧ ପକାଇଦେଇଛନ୍ତି। ସୂଚନାନୁସାରେ, କାମାକ୍ଷାନଗର ଥାନା!-->…