SCB ମେଡିକାଲ ପରିସରରେ ପାଣିଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଏକ ପାଣି ଟାଙ୍କି ଉପରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍କି ଉପରେ ଦୀର୍ଘ ସମୟ…

ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ପୁରୀ: ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି । …

ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ । ଭୁବନେଶ୍ୱରଝାରପଡ଼ା ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ । ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ଉତ୍ତେଜନା । ରାସ୍ତା ଉପରେ ତୋରଣ ନିର୍ମାଣକୁ ଗୋଟିଏ କମିଟିର ବିରୋଧ । ତୋରଣ ନିର୍ମାଣକୁ ପୋଲିସ ରୋକିବା ପରେ ଉତ୍ତେଜନା…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ ରାଇଫଲ୍‌ର ଯବାନ ଭାବେ କାର୍ଯ୍ୟ କରୁଥିଲେ। ଶହୀଦ ଯବାନଙ୍କର ବୟସ ଥିଲା ମାତ୍ର ୩୦ ବର୍ଷ। ଯବାନ ଭି. ତେଜା ନାଗାଲାଣ୍ଡରେ ଡିୟୁଟିରେ ଥିବା…

ନୟାଗଡ଼ରେ ୨ଜଣ ନୂଆ ଶ୍ରମ ଅଧିକାରୀଙ୍କ ଯୋଗଦାନ

ନୟାଗଡ଼ : ନୟାଗଡ଼ରେ ଦୁଇଜଣ ନୂଆ ଡିଏଲଓ ଭାବରେ ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚ୍ଚିତା ସାହୁ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓ ମାନେ ଦାୟିତ୍ଵ ଗ୍ରହଣ କରିଥିଲେ।ନୟାଗଡ଼ ଜିଲ୍ଲା ଟ୍ରେଡ…

‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ରେ ଯୋଡ଼ି ହେଲା ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ

ସହରକୁ ସବୁଜ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା ବ୍ରହ୍ମପୁର : ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନରେ ପରିବେଶ ସୁରକ୍ଷାକୁ ସାମିଲ କରି ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ଆରମ୍ଭ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ ଆନୁକୂଲ୍ୟରେ ଆଜି…

ଜେଲ୍‌ ଡିଆଇଜି ସୋମାଶେଖର ଗିରଫ: ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବ୍ୟବହାର କରି ଆଜୀବନ କଏଦୀଙ୍କୁ ମୁକ୍ତ କରିଥିଲେ

ବେଙ୍ଗାଲୁରୁ: ୨୦୧୮ ମସିହାରେ ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରର ମୁଖ୍ୟ ଅଧୀକ୍ଷକ ଥିବା ଜେଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ସୋମାଶେଖରଙ୍କୁ ରବିବାର ରାତିରେ ଗିରଫ କରାଯାଇଛି। ୨୦୧୮ରେ ଜେଲରୁ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବା ପାଇଁ…

କଙ୍ଗୋ ନଦୀରେ ଦୁଇ ଡଙ୍ଗା ମଧ୍ୟରେ ଭୟଙ୍କର ଧକ୍କା: ୩୦ ମୃତ, ଅନେକ ନିଖୋଜ

କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।…

ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ମେଡିସିନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ : ୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ । ଏହି ତିନି ଜଣ ସ୍ନାୟୁ ବିଜ୍ଞାନ…