Sign in
Sign in
Recover your password.
A password will be e-mailed to you.
ସୋନପୁର ରାସ୍ତା ଓ କଲଭର୍ଟ ନିର୍ମାଣକୁ ନେଇ ଅଭିଯୋଗ
ଠିକାଦାରଙ୍କ ଉପରେ ଗୁରୁତର ଅଭିଯୋଗ, ବିଭାଗୀୟ ତଦାରଖ ଓ ଗୁଣବତ୍ତା ଯାଞ୍ଚ ନେଇ ଉଠିଲା ବଡ଼ ପ୍ରଶ୍ନ
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର ଆଦିବାସୀ ଗ୍ରାମରେ ନିର୍ମିତ କଲଭର୍ଟ ଓ ରାସ୍ତା କାମକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ!-->!-->!-->…
ଅନୁଗୋଳରେ ଗୁଳି କରି ଯୁବକଙ୍କୁ ହତ୍ୟା
ଅନୁଗୋଳ : ଅନୁଗୋଳରେ ଫୁଟିଲା ଗୁଳି। ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଗୁଳିକାଣ୍ଡରେ ଜଣେ ଯୁବକ ମୃତ। ମୃତକ ହେଲେ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ। ଗୁଳିମାଡ ପରେ ସୁଶାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ!-->…
ଭାବନଗରରେ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ, ୭ ମୃତ
ଗୁଜରାଟ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ବୋଲେରୋ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ପୋଲିସ ଓ ସ୍ଥାନୀୟ!-->…
ଏୟାରପୋର୍ଟ ଲେବର ରୁମରେ ଭୟଙ୍କର ଅଗ୍ନିକାଣ୍ଡ
ଲକ୍ଷ୍ନୌ: ଚୌଧୁରୀ ଚରଣ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଥିବା ଲେବର ରୁମରେ ଭୟଙ୍କର ନିଆଁ ଲାଗିଛି । ଏୟାରପୋର୍ଟ ସୁରକ୍ଷାକର୍ମୀ ଏବଂ ସରୋଜିନୀ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ଗାଡ଼ି ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଦମକଳ ବିଭାଗର ୭ଟି ଗାଡି ଘଟଣା!-->…
ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ ଦେଶରେ ରେଳ ଇଞ୍ଜିନର ଘୋର ଅଭାବ ଦେଖାଦେଇଛି।
!-->!-->…
ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍ସିସ୍ ହାଲଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ
ନୂଆଦିଲ୍ଲୀ : ୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ । ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ!-->…
ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୨ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପୁଣି ଥରେ ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ । ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ ଜାହାଜକୁ ଟାର୍ଗେଟ୍ କରାଯାଇଥିବା ବେଳେ, ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଜାହାଜରେ ଥିବା ୩ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ସେମାନଙ୍କ!-->…
CECଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ବହୁ ନେତା ଅଟକ
ନୂଆଦିଲ୍ଲୀ: ଭୋଟର ତାଲିକାରେ ଚାଲିଥିବା ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ବଡ଼ ବିକ୍ଷୋଭ ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ INDIA ମେଣ୍ଟର ଅନେକ ସାଂସଦ ସଂସଦ ଭବନରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ!-->…
ନାଇଜେରିଆରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ମୃତ
ନାଇଜିରିୟା: ନାଇଜିରିୟାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନାଇଜେରିୟାର ବାୟୁ ସେନାର ବିମାନ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ନିୟମିତ ମିଶନରେ ଥିବା ସମୟରେ ଏହି ଘଟଣା ଘଟିଛି ।
ସୂଚନାନୁଯାୟୀ, ନାଇଜେରିଆର ବେନିନ୍ ସିଟିରୁ!-->!-->!-->…
୪ ଦଫା ଦାବିରେ ଅକ୍ଟୋବର ୮ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବିରୋଧୀ
ଭୁବନେଶ୍ୱର: ଇଣ୍ଡି ମେଣ୍ଟ ପକ୍ଷରୁ ଅକ୍ଟୋବର ୮, ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିରୋଧୀ ନେତା । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ!-->…