ଗଞ୍ଜାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ପର୍ଯ୍ୟଟନ କମିଶନର

ଛତ୍ରପୁର : ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ମା’ ନାରାୟଣୀ ମନ୍ଦିର, ଆର୍ଯ୍ୟପଲ୍ଲୀ ବେଳାଭୂମି, ଟାମ୍ପରା ହ୍ରଦ ଓ ଗୋପାଳପୁର ପରିଦର୍ଶନ କରି ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର…

ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ

ଭଦ୍ରକ: ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି…

ବାଇକକୁ ଧକ୍କା ଦେଲା ବସ୍, ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍-ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳଗଡା ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିବାବେଳେ ନାନ୍ଦୋଳନଗଡ଼ାରେ ଧକ୍କା ଦେଇଥିଲା ବସ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି ।…

କ୍ଷମତା ପାଇଁ ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ !

ପାକିସ୍ତାନ: ପାକିସ୍ତାନରେ ପୁଣି ରାଜନୈତିକ ସଙ୍କଟ । ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ । କ୍ଷମତା ହାତେଇବା ପାଇଁ ”ଭାଗ ଭାଗ କରିବାକୁ ଚାହୁଁଛନ୍ତି ମୁନିର । ପାକିସ୍ତାନର ପ୍ରକୃତ କ୍ଷମତାଧାରୀ ତଥା ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ…

ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେଙ୍କୁ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଆଇନଜ୍ଞ ଓ ମାନବାଧିକାର କର୍ମୀ ନାଭାନେଥେମ୍ ନାଭି ପିଲ୍ଲେଙ୍କୁ ମନୋନୀତ କରାଯାଇଛି । ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ଏବଂ ଯୁଦ୍ଧ ଅପରାଧର ବିଚାର ପାଇଁ ଦୀର୍ଘଦିନର…

ବୋଲେରୋକୁ ଧକ୍କା ଦେଲା ଟ୍ରଲର, ଚାଲିଗଲା ୭ ଜୀବନ

ଗୁଜୁରାଟ: ଗୁଜୁରାଟର କଚ୍ଛ ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖାଭଡା ସୋଲାର ପାର୍କ ଅଞ୍ଚଳରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଶ୍ରମିକମାନେ ବୋଲେରୋରେ ଯାତ୍ରା…

ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ।…

ଭାରତୀୟ IT କର୍ମଚାରୀଙ୍କୁ ଝଟକା,  ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା

ଆମେରିକା: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା । TCS, ଇନଫୋସିସ ସମେତ ୮ ବଡ଼ କମ୍ପାନୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଆମେରିକାରେ କାମ କରୁଥିବା ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଲା । ଭିସା ଓ ଗ୍ରୀନ୍ କାର୍ଡ ନିୟମକୁ ନେଇ ଆଉ ଏକ ବଡ଼…

ବାଲିଗୁଡ଼ାରେ ସିରିଜ୍‌ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୫୯ ନମ୍ବର ଜାତୀୟ ରାଜପଥ ଏବେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଗୋଟିଏ ପଟେ ଦ୍ରୁତଗାମୀ କାର୍‌ର ସିରିଜ୍‌ ଦୁର୍ଘଟଣା, ଅନ୍ୟପଟେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ଦୁଇଟି ଦୁର୍ଘଟଣା ଘଟଣାକୁ ନେଇ…

ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପି ନିଜର ଦବଦବା ବଜାୟ ରଖି ନନ୍ଦୀଗ୍ରାମ ଏବଂ ମୁସଲିମ ବହୁଳ ରେଜିନଗର ଆସନରେ ଐତିହାସିକ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଦଳ ନନ୍ଦୀଗ୍ରାମରେ ୧.୨୨ ଲକ୍ଷରୁ ଅଧିକ ଭୋଟ୍‌ର ରେକର୍ଡ ବ୍ୟବଧାନରେ ଜିତିଥିବା…