Sign in
Sign in
Recover your password.
A password will be e-mailed to you.
ରିୟାଦ ବିମାନବନ୍ଦର ଉପରେ ଆକ୍ରମଣ, ୧୨ ମୃତ
ନୂଆଦିଲ୍ଲୀ: ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟାବହ ହୁତି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ସାଉଦି ନାଗରିକ ଏବଂ ବାଂଲାଦେଶ, ଆମେରିକା, ଇଜିପ୍ଟ, ଜର୍ଡାନ, ସିରିଆ, ପାଲେଷ୍ଟାଇନ ଓ ସୁଦାନର ୮ ଜଣ!-->…
ବିଷାକ୍ତ ଖାଦ୍ୟ ଖାଇ ଦମ୍ପତିଙ୍କ ମୃତ୍ୟୁ
ରାଇରଙ୍ଗପୁର : ବିଷାକ୍ତ ଖାଦ୍ୟ ଖାଇ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦମ୍ପତିଙ୍କ ମୃତ୍ୟୂ ଘଟିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ବିଷାକ୍ତ ଖାଦ୍ୟ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ସୂଚନା ଅନୁଯାୟୀ, ବିଶୋଇ ଥାନା!-->…
ଡକାୟତି ଯୋଜନା ପଣ୍ଡ, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ରାଇରଙ୍ଗପୁର: ବହଳଦା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ପୁଲିସ ଟିମ୍ ସମନ୍ବିତ ଭାବେ ଚଢ଼ାଉ କରି ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ଚଢ଼ାଉରେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୯ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ!-->…
ନିଶା କାରବାରକୁ ନେଇ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା
ହିଞ୍ଜିଳିକାଟୁ: ଆମ ସମାଜରୁ ଦିନକୁ ଦିନ ମାନବିକତା ମରିଯାଉଛି। ‘ଦୟା’ ବୋଲି ଥିବା ଶଦ୍ଦ ମନୁଷ୍ୟର ହୃଦୟରୁ ସରିଯାଉଛି। ବ୍ୟକ୍ତିଗତ ଲାଭ ହେଉ ଅବା ଆକ୍ରୋଶ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ନିରୀହ ଲୋକଙ୍କ ଉପରେ ନିର୍ଯାତନା ଦେଉଛି। ଅକାରଣରେ ହେଉ ଅଥବା ଭୁଲ ହେଉ, କ୍ରୋଧର ବଶବର୍ତ୍ତୀ!-->…
ସମୁଦ୍ରରେ ବୁଡ଼ିଗଲେ ୩ ସାଙ୍ଗ, ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ
ଜଗତସିଂହପୁର: ପାରାଦୀପ ବେଳାଭୂମିକୁ ବୁଲିବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ପୂର୍ବରୁ ସେମାନେ ତିଆରି କରିଥିବା ରିଲ୍ସକୁ ନେଇ ଏବେ ତଦନ୍ତ ଆଗକୁ ବଢୁଛି। ମୃତ ଯୁବକ ହେଲେ!-->…
ଶକ୍ତି ପୀଠରେ ଆଜିଠୁ ନବରାତ୍ର ପୂଜା
ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ନବରାତ୍ରର ପ୍ରଥମ ଦିନରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଜୟଦୂର୍ଗା ବେଶରେ ଦର୍ଶନ ଦେଉଛନ୍ତି ସେହିଭଳି ରାଜ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ମାଅଙ୍କ ଆଶିଷ ଲାଭ!-->…
ଛାତ୍ର ସଂସଦ ନିର୍ବାଚନ ନେଇ ପିପିଲିରେ ହିିଂସା: ସଭାପତି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
ପିପିଲି: କଲେଜ ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରକୁ ନେଇ ରବିବାର ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଇନ୍ଦିରା ମଇଦାନଠାରେ ଭୋଟ୍ ପ୍ରଚାର ପାଇଁ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜର ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦବୀରେ ପ୍ରତିଦ୍ୱନ୍ଦିତା କରୁଥିବା!-->…
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲା ଦୋକାନ, ୭ ଆହତ
ସାଲେପୁର : ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲା ଦୋକାନ । ୭ ଜଣ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ତିନି ଜଣ ମହିଳା,!-->…
ଏସସିବି ମେଡିକାଲରେ ମାନସିକ ରୋଗୀ ମୃତ୍ୟୁ ଘଟଣା: ୨ ଗିରଫ
କଟକ : କଟକ ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ରୋଗୀଙ୍କୁ ପିଟିପିଟି ମାରିଦେବା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଜଣେ ଆଟେଣ୍ଡାଣ୍ଟ, ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଜଗନ୍ନାଥ ରାଓ ଓ ଦିଲୀପ ପ୍ରଧାନଙ୍କୁ ଗିରଫ କରି କୋର୍ଟ!-->…