Sign in
Sign in
Recover your password.
A password will be e-mailed to you.
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ଘରେ ଭିଜିଲାନ୍ସ ରେଡ୍
ଯାଜପୁର : ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନି ମହଲା କୋଠା, ଗଞ୍ଜାମ!-->…
ଗଣେଶ ଭସାଣିରେ ଡିଜେ ବାଜିବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ
ଭୁବନେଶ୍ୱର: ଗଣେଶ ଭସାଣିରୁ ଗୋଷ୍ଠୀ ସଂଘର୍ଷ । ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ଅଞ୍ଚଳର କାଣ୍ଡି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ପ୍ରାୟ ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଗଣେଶ ମୂର୍ତ୍ତି ବିସର୍ଜନ!-->…
୪୬ ବର୍ଷର ନିରବତା ପରେ କ୍ୟାମ୍ପସରେ ଗଣତନ୍ତ୍ରର ଗର୍ଜନ!ଡୋର୍-ଟୁ-ଡୋର୍ ପ୍ରଚାରରେ ପ୍ରାର୍ଥୀ, ଭୋଟ ହାତେଇବାକୁ…
ବାଲିଗୁଡ଼ା, ୧୨।୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ଏବେ ଗଣତନ୍ତ୍ରର ଉଷ୍ମତାରେ ସରଗରମ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ କ୍ୟାମ୍ପସ। ଶ୍ରେଣୀଗୃହର ପାଠପଢ଼ା ସହ କ୍ୟାମ୍ପସରେ ଜମିଛି ନିର୍ବାଚନୀ ଚର୍ଚ୍ଚା। କିଏ ହେବ ଛାତ୍ରଛାତ୍ରୀଙ୍କ ସ୍ୱର, କାହା ହାତରେ ରହିବ ଛାତ୍ର!-->…
ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା
ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି, ସରୋଜ ପତି ପ୍ରମୁଖ ପାରମ୍ପରିକ!-->…
ଛାତ୍ର ସଂସଦ ନିର୍ବାଚନକୁ ନେଇ ବାୟାବାବା କଲେଜ ପରିସରରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ମହାକାଳପଡ଼ା: ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ!-->…
ଭକ୍ତିମୟ ପରିବେଶରେ ମା’ ପାଟଖଣ୍ଡାଙ୍କ ଦୁର୍ଗାପୂଜା ଆରମ୍ଭ: ନବରାତ୍ର ର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ପୂଜା…
ବାଲିଗୁଡ଼ା, ୧୨/୧୦ : ଶଙ୍ଖଧ୍ୱନି, ଘଣ୍ଟଘଣ୍ଟାର ନାଦ ଓ ମନ୍ତ୍ରପାଠ ରେ ମୁଖରିତ ହୋଇଉଠିଛି ବାଲିଗୁଡ଼ା ସହରର ଆଧ୍ୟାତ୍ମିକ ପରିବେଶ। ଶାରଦୀୟ ନବରାତ୍ର ଅବସରରେ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ରବିବାର ଠାରୁ ମା’ଙ୍କ ଦୁର୍ଗାପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି।!-->…
ତିନି ତିନିଟି ସରକାରୀ କାର୍ଯ୍ୟାଳୟ, ହେଲେ ଜନସାଧାରଣଙ୍କ ପାଇଁ ଶୌଚାଳୟ ନାହିଁ…!
ରାଇଘର ବ୍ଲକରେ ମୌଳିକ ସୁବିଧାର ଅଭାବକୁ ନେଇ ଉଠିଲା ପ୍ରଶ୍ନ, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?
ଉମରକୋଟ:ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଜନସାଧାରଣଙ୍କ ମୌଳିକ ସୁବିଧାକୁ ନେଇ ଏକ ଗୁରୁତର ପ୍ରଶ୍ନ ସାମ୍ନାକୁ ଆସିଛି। ଗୋଟିଏ ପରିସରରେ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ସରକାରୀ!-->!-->!-->…
ମାଥିଲିରେ ଅଭାବନୀୟ ଘଟଣା: ନାଳରେ ପଡ଼ି ନାବାଳିକା ମୃତ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କରାପାଲି ପଞ୍ଚାୟତ ଅନ୍ତର୍ଗତ ମାଡିଖୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘର ନିକଟରେ ଥିବା ପଶୁଆ ନାଳରେ ପଡି ଜଣେ ୧୨ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ଗ୍ରାମର ରାମ ମାଡିଙ୍କ ଝିଅ ସୁକାନ୍ତି। ଏହି ଘଟଣା ପରେ!-->…
ଲଣ୍ଡାଗାଁରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ : ୧୦ଟି ବିଦ୍ୟାଳୟର ୧୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ବାଲିଗୁଡ଼ା, ତା, ୧୨/୧୦ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉଜାଗର କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ!-->…
ଅରୁଣଙ୍କୁ ‘ଅଭିନେତା ଓ ଗୁଣ୍ଡା’ କହିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ
ନୟାଗଡ଼: ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପୋଲିସ କର୍ମଚାରୀଙ୍କ ସହ ବିଧାୟକ ଅରୁଣ ସାହୁଙ୍କ ବଚସାକୁ ନେଇ ନୟାଗଡ଼ର ରାଜନୈତିକ ମହଲରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କିଶୋର ଚନ୍ଦ୍ର ସାହୁ ବିଧାୟକଙ୍କ ଆଚରଣକୁ ସମାଲୋଚନା!-->…