Sign in
Sign in
Recover your password.
A password will be e-mailed to you.
ଦକ୍ଷିଣ ମୋଡ ନେଲେ ୩ ରଥ
ପୁରୀ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ। ଜନ୍ମବେଦିରେ ସରିଆସୁଛି ଲୀଳାଖେଳା। ଆଉ ଦିନକ ପରେ ବାହୁଡା ଯାତ୍ରା। ରତ୍ନବେଦିକୁ ଫେରିବେ ମହାପ୍ରଭୁ। ବାହୁଡା ପୂର୍ବରୁ ରଥ ଦକ୍ଷିଣ ମୋଡ ହୋଇଛି। ଆଜ୍ଞାମାଳ ବିଜେ ପରେ ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ନେଇଥିବା ବେଳେ!-->…
ସଫଳତାର ସହ ସରିଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା
ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ!-->…
ଏମକେସିଜିରେ କୋଭିଡ୍ ପଜିଟିଭ୍ ଚିହ୍ନଟ : ଆଇସୋଲେସନରେ ୫୦ ବର୍ଷୀୟା ମହିଳା
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋଭିଡ୍ ପଜିଟିଭ୍ । ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ!-->…
ଏସସିବିରେ ରକ୍ତ ପରୀକ୍ଷା ଓ ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ରହିବେନି ରୋଗୀ, ମୋବାଇଲକୁ ଆସିବ ରିପୋର୍ଟ
କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି । ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
!-->!-->…
ସାର ସଙ୍କଟ ନେଇ ଚିନ୍ତାରେ ଚାଷୀ…
ନୟାଗଡ଼: ଆବଶ୍ୟକ ବର୍ଷା ପରେ ନୟାଗଡ଼ ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ବଭାବିକ ଭାବରେ ସାରର ଚାହିଦା ମଧ୍ୟ ବଢ଼ି ବଢ଼ି ଚାଲିଛି।ମାତ୍ର ବଜାରରେ ସାର ସଙ୍କଟ ସାଙ୍ଗକୁ କୃଷି ବିଭାଗର କିଛି ନିୟମ ଚାଷୀ ମାନଙ୍କୁ ଅଡ଼ୁଆରେ ପକାଇଛି ।ସାଧାରଣତଃ ଚାଷୀ ମାନେ ୟୁରିଆ ସାର ଉପରେ!-->…
ନଦିରେ ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ, ବହୁ ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଡମ୍ବରୁ ଓଡି (୩୫)। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ!-->…
ବିଦ୍ୟୁତ ବିଲ୍ ପୈଠକୁ ନେଇ ବିଭାଗୀୟ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଲେ ଅଭିଯୁକ୍ତ…
ମାଲକାନଗିରି:ବିଦ୍ୟୁତ୍ ବିଲ୍ ସଂଗ୍ରହକୁ ନେଇ ଦିନିକୁ ଦିନ ବିଭିନ୍ନ ଜାଗାରେ ହିଂସକ ମାମଲା ଦେଖା ଦେଉଥିବା ବେଳେ ଏହି ଭଲି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ମାତ୍ର ୧୪୦ ଟଙ୍କାର ମାସିକ ବିଦ୍ୟୁତ ବିଲ୍ ପୈଠ କୁ କେନ୍ଦ୍ର କରି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି।!-->…
୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ , ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ଧାରଣା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ!-->…
ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ, ୫୩ଟି ଟ୍ରେନ୍ ପ୍ରଭାବିତ
ନୂଆଦିଲ୍ଲୀ : ଗାଜିଆବାଦ-ନୂଆଦିଲ୍ଲୀ ରେଲୱେ ଟ୍ରାକରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏକ ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା । ଫଳରେ ଏହି ବ୍ୟସ୍ତବହୁଳ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ କିମ୍ବା!-->…