ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ଜଣେ ପୋଲିସ କର୍ମୀ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀର ଅନନ୍ତନାଗ ସହରର ଲାଲ ଚୌକରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC ।

ପରିବାର ନିୟୋଜନ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଶରତ, ସୁଚିତ୍ରା ଓ ସମ୍ବିତ ସମ୍ମାନିତ

ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆରଏମଏନସିଏଏଚ୍+ଏନ୍ ଏବଂ ନିରୀକ୍ଷଣ କାର୍ଯ୍ୟକ୍ରମର ସୁଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ, ପରିବାର ନିୟୋଜନ ବନ୍ଧ୍ୟାକରଣରେ ସାନଖେମୁଣ୍ଡି ବ୍ଲକ୍ ପ୍ରଥମ, ବେଗୁନିଆପଡ଼ା ଦ୍ୱିତୀୟ ଓ ତୃତୀୟରେ ଛତ୍ରପୁର ଛତ୍ରପୁର

ଏସ୍‌ଆଇଆର୍ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

୧୯,୧୫,୬୮୧ଟି ଆବେଦନ ଅନ୍ତିମ ପ୍ରକାଶନ ପାଇଁ ସଂରକ୍ଷିତ, ପୋଲସରାରେ ସର୍ବାଧିକ ୧,୯୬,୪୦୬ଟି ଆବେଦନ ସଂରକ୍ଷିତ ଛତ୍ରପୁର : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)–୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ ଓ ଶୁଣାଣି

ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ପବିତ୍ର ସ୍ଵାଧୀନତା ଦିବସ-୨୦୨୬ ପାଳନ ଉପଲକ୍ଷେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଵାଧୀନତା ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଅବିନାଶ କୁମାର ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ l ଖଲ୍ଲିକୋଟ

ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ମଞ୍ଜୁରୀ, ମହିଳା ସଶକ୍ତିକରଣ ଓ ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଙ୍କୁ ମିଳିବ ମାଗଣା…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସରକାର ମହିଳା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଆତ୍ମନିର୍ଭର କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ

ଆସାମରେ ଭୟଙ୍କର ବନ୍ୟା, ଗୋଟିଏ ଦିନରେ ୨୧ ମୃତ

ଆସାମ : ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି । ଯାହା ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା

ମହିଳା ସାଂସଦଙ୍କୁ ଅପମାନ କରି ସଂସଦର ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ। ଯାହା

କଳା ପୋଷାକ ପିନ୍ଧି ସଂସଦରେ ବିରୋଧୀଙ୍କ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ ଶାହଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ନିଟ୍‌ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି।

ସିଏମଓରୁ ଫାଇଲ ଗାଏବ ଘଟଣା, ଭିକେ ପାଣ୍ଡିଆନଙ୍କୁ ନୋଟିସ

ଭୁବନେଶ୍ବର : ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ । ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ କରାଯାଇଛି । ଭୁବନେଶ୍ବର ଜୋନ-୧ ଏସିପିଙ୍କ ଅଫିସରେ ହାଜର ହେବାକୁ କୁହାଯାଇଛି