ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

” ଟିଚ୍ କନ୍ଧମାଳ ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

ବାଲିଗୁଡା : କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରମୁଖ "ଟିଚ କନ୍ଧମାଳ" ର ଅଭିଯାନ ଅନୁଯାୟୀ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ସ୍ଥିତ ମା' ଭୈରବୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିବା ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

ଛାତ୍ରଙ୍କୁ ମାଟି କାମ କରାଉଥିବା ଅଭିଯୋଗ

ନୟାଗଡ଼ (ନିସର୍ତ୍ତ): ବିଦ୍ୟାଳୟରେ ଛାତ୍ର ମାନଙ୍କୁ ନେଇ ମାଟି କାମ କରାଉଥିବା ନେଇ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳ ଚାନ୍ଦପୁର ସାଧନ କେନ୍ଦ୍ର ଅଧୀନ ମଶାଣି ସାହି ଗୋପବନ୍ଧୁ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଦିନ

ମାତିଛନ୍ତି ସାଇବର ଲୁଟେରା : ଡିଜିପିଙ୍କ ନାଁରେ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର : ଡିଜିପିଙ୍କ ନାଁରେ ମାତିଛନ୍ତି ସାଇବର ଲୁଟେରା । ନିଜକୁ ପୋଲିସ ଅଧିକାର କହି ଧମକ ଦେବା ସହ ମାଗୁଛନ୍ତି ଟଙ୍କା । ଏପରିକି ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଭୟଭୀତ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଏଭଳି ଧମକ ଆସିବା ପରେ ସାଇବର ଥାନାର

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଭଦ୍ରକ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳ ରତ୍ନାକର ଦାସ ଓ ଚନ୍ଦନ

ସରଗୋଡ଼ା ପୁର୍ଣ୍ଣେଶ୍ୱର ୟୁପି ସ୍କୁଲ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ା-ବାନ୍ତି : ୩୦ ଅନ୍ତେବାସୀ ଅସୁସ୍ଥ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗୋଡ଼ା ପୁର୍ନେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସରେ ଝାଡ଼ା-ବାନ୍ତିରେ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ସମସ୍ତଙ୍କୁ

ଅଗଷ୍ଟ ୧୫ ଯାଏ ପିଏମ୍‌ ଫସଲ ବୀମା ବଢ଼ାଇବାକୁ ଦାବି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଛି କଂଗ୍ରେସ। ଏହି ସମୟସୀମା ମଧ୍ୟରେ ଯେପରି ରାଜ୍ୟର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଋଣୀ ଓ ଅଣଋଣୀ ଚାଷୀ ପଞ୍ଜିକୃତ କରିପାରିବେ, ସେ ଦିଗରେ ସରକାର ପଦକ୍ଷେପ ନେବାକୁ ପ୍ରଦେଶ

ଗଛରେ ପିଟି ହେଲା ଥାର୍, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ, ଜଣେ ଗୁରୁତର

ଯୋଡ଼ା : ଗଛକୁ ପିଟିଲା ଥାର୍ , ଚାଲିଗଲା ୩ ଜୀବନ। ମୃତକମାନେ ହେଲେ ଗୋଟିଏ ପରିବାରର ବାପା, ମାଆ ଓ ଦାଦା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଚମ୍ପୁଆ ନିକଟସ୍ଥ ରଜିଆ ନିକଟ୨୦ ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ

ବର୍ଷାରେ ୧୫ ଦିନରେ ଦବିଗଲା ନୂଆ ରାସ୍ତା, ନିମ୍ନମାନର କାମ ହୋଇଥିବା କହିଲେ କର୍ପୋରେଟର

କଟକ : ବର୍ଷା ଯୋଗୁ ଦବିଲା ରାସ୍ତା । କଟକର ନୂଆପଡ଼ା-ଖପୁରିଆ ରାସ୍ତା ଦବିଯାଇଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ ଠପ୍ ହୋଇଯାଇଛି । ୧୫ ଦିନ ତଳେ ରାସ୍ତା କାମ ଶେଷ ହୋଇଥିଲା । ନିମ୍ନମାନର କାମ ଯୋଗୁ ରାସ୍ତା ଦବିଯାଇଥିବା କହିଛନ୍ତି ସ୍ଥାନୀୟ କର୍ପୋରେଟର । ଏହି ଘଟଣା ପରେ ସ୍ଥାନୀୟ

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା, ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍