Sign in
Sign in
Recover your password.
A password will be e-mailed to you.
ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ୨୦ମୃତ ଓ ୧୦୦ରୁ ଅଧିକ ନିଖୋଜ
ଆଫଗାନିସ୍ତାନ : ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ସ୍ଥିତିକୁ ଆହୁରି ଖରାପ କରିଦେଇଛି । ଫଳରେ ଏହି ବନ୍ୟା ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ନିଖୋଜ ରହିଛନ୍ତି । ଏହାରି ମଧ୍ୟରେ ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା!-->…
ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ୭ ଶ୍ରମିକ ମୃତ
ସିକ୍କିମ: ସିକ୍କିମରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍ । ୭ ଶ୍ରମିକ ମୃତ, ୨୭ରୁ ଊର୍ଦ୍ଧ୍ବ ମାଟି ତଳେ ଫସିଥିବା ଆଶଙ୍କା । ଭୟଙ୍କର ଭୂସ୍ଖଳନ ଓ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୭ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ନାମଚି!-->…
ଇବୋଲା ମହାମାରୀର ଭୟଙ୍କର ରୂପ, କଙ୍ଗୋରେ ଗଲାଣି ୯୩୦ ଜୀବନ
ନୂଆଦିଲ୍ଲୀ: ୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା । ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ମହାମାରୀ ଭୟଙ୍କର ରୂପ ନେଇଛି । ଦେଶର ବିଭିନ୍ନ ପ୍ରଦେଶରେ ଜାରି ରହିଥିବା ହିଂସାକାଣ୍ଡ ଯୋଗୁଁ ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ପ୍ରାଣ!-->…
ୟୁକ୍ରେନ୍ରେ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ, ୪ ଭାରତୀୟ ନାବିକ ମୃତ
ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦର ନିକଟରେ ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ । ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’!-->…
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ନିଟ୍-ୟୁଜି ପେପର ଲିକ୍ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏନଡିଏ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ!-->…
ଆଣ୍ଡି ବର୍ନହାମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ!-->…
ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା ; ଖୋଲିଲା ହୀରାକୁଦର ଆଉ ୪ ଗେଟ୍
ହୀରାକୁଦ: ବର୍ତ୍ତମାନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ନେଇ ପୁଣି ଡ୍ୟାମର ଆଉ ୪ଟି ସ୍ଲୁଇସ ଗେଟକୁ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୮ଟି!-->…
ଭିଜିଲାନ୍ସ ଜାଲରେ ପିଇଓ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ
କଟକ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଓ ବୋନସ୍ ଟଙ୍କା କ୍ରାଇ ଦେବାପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି!-->…
ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ବର : ରାଜ୍ୟ ତମାମ ବର୍ଷା ଜାରି ରହିଥିବା ବେଳେ ଏହାରି ଭିତରେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଚଳିତବର୍ଷ ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ କମ୍ ହୋଇଥିଲେ ହେଁ ଏହାକୁ ଆଉ ଅଧିକ ବଢ଼ିବା ପାଇଁ ନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ!-->…
ସାର ପାଇଁ ଅଧ ରାତିରୁ ଆରସିଏମ୍ଏସ୍ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଭିଡ଼
ସୁନ୍ଦରଗଡ଼ : ଖରିଫ ଚାଷ ଆରମ୍ଭ ହେବା ସହିତ ସୁନ୍ଦରଗଡ଼ ଜିଲାରେ ୟୁରିଆ ସାରର ଗୁରୁତର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ୟୁରିଆ ଆସିଛି ବୋଲି ପ୍ରଚାର ହେବାରୁ ସୋମବାର ରାତି ୩ଟାରୁ ସୁନ୍ଦରଗଡ଼ ଆରସିଏମ୍ଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଚାଷୀ ଲମ୍ବାଧାଡ଼ିରେ ଅପେକ୍ଷା କରିଥିଲେ।!-->…