Sign in
Sign in
Recover your password.
A password will be e-mailed to you.
ପ୍ରଥମ ବନ୍ୟାରେ ଧୋଇଗଲା ୫ କୋଟି ବ୍ୟୟରେ ନିର୍ମିତ ରାସ୍ତା, ବହୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ
କଟକ: ବିକାଶ ନାଁରେ କେମିତି ଚାଲିଛି ମହା ଦୁର୍ନୀତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସାମାନ୍ୟ ବନ୍ୟା ପାଣି ମାଡ଼ରେ ତାସ୍ ଘର ପରି ଧୋଇଯାଇଛି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ ରାସ୍ତା। ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କେମିତି!-->…
୨୦୨୭ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ଜାରି: ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରଣାଳୀରେ ହେବ…
ଆଗାମୀ ତିନିଦିନ ମଧ୍ୟରେ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ
ଛତ୍ରପୁର ତା ୨୧/୦୭ : ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍-୨୦୨୭' ପ୍ରସ୍ତୁତି ନିମନ୍ତେ!-->!-->!-->…
ଗଞ୍ଜାମ ଜିଲ୍ଲାରେ ହୋଟେଲ ଗୁଡିକ ରେ ଚାଇନା ସାଲଟ ବହୁଳ ଭାବେ ବ୍ୟବହାର….!
ପଇସା ଦେଇ ଗ୍ରାହକ ଜାହେର ଖାଉଛନ୍ତି…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ହୋଟେଲ ଗୁଡିକରେ ଚାଇନା ସାଲଟ୍ ବିଭିନ୍ନ ଖାଦ୍ୟରେ ବହୁଳ ଭାବେ ବ୍ୟବହାର ହେଉଛି। ଚାଇନା ସାଲଟ୍ କୁ ବ୍ୟବହାର କଲେ ବିଭିନ୍ନ ପ୍ରକାର ରୋଗ ହେଉଥିବାର ନଜିର ରହିଛି। ହେଲେ ଜିଲ୍ଲାର କୋଣ ଅନୁକୋଣ!-->…
ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବାଲିପଡ଼ା : ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ବିଷୋୟୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଇତ୍ୟବସରରେ ଲାଞ୍ଜିଆ ସମିତି ସଭ୍ୟ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ କାହ୍ନୁ ଚରଣ ପାତ୍ର ଏଵଂ ସ୍ଥାନୀୟ!-->…
ନାବାଳିକାକୁ ଦୁଷ୍କର୍ମ ପରେ ଗର୍ଭପାତ: କଙ୍ଗାରୁ କୋର୍ଟ ବିଚାରପତି ଗିରଫ ଓ କୋର୍ଟ ଚାଲାଣ…
ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି କପ୍ତାପଲ୍ଲି ପଞ୍ଚାୟତ ବଡଦୁରୁପା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ତଥା କଙ୍ଗାରୁ କୋର୍ଟର ବିଚାରପତି ଅନୁସୂଚିତ ଜନଜାତିର ସୋମନାଥ ଜାନୀକୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜାମିନ ଖାରଜ ହେବାରୁ ବିଚାର!-->…
ଜମ୍ମୁ-କାଶ୍ମୀରର ପୁଞ୍ଚରେ ଭୂସ୍ଖଳନ: ଚାଲିଗଲା ୭ ଜୀବନ
ଶ୍ରୀନଗର: ବର୍ଷା ପ୍ରଭାବିତ ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ସୋମବାର ଏକ ମାଟି ଘର ଭୁଶୁଡ଼ି ପଡ଼ି ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଲୋରାନ ଗାଁରେ ହୋଇଥିବା ଏହି ଭୂସ୍ଖଳନରେ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର!-->…
ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ!-->…
ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼
ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ!-->…
ରାସ୍ତାକଡ଼ରେ ଫଟୋ ଉଠାଇବା ହେଲା କାଳ, ୫ ସାଙ୍ଗଙ୍କୁ ଚାପିଦେଲା ଅଜଣା ଗାଡ଼ି
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ପିକନିକରୁ ଫେରୁଥିବା ୫ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ ଉଠାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ଖବର!-->!-->!-->…
କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ
ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା।
ଜନ୍ତର ମନ୍ତର ନିକଟରେ!-->!-->!-->…