ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ , ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ । ପୂରଣ ହେବାକୁ ଯାଉଛି ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ଭୁବନେଶ୍ବରରୁ ସୁରକ୍ଷା

ପାରିବାରିକ କଳହକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଦୀପକଙ୍କୁ ଉଦ୍ଧାର କରି କ୍ୟାପିଟାଲ

ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପ୍ରିମିୟମର ଭବ୍ୟ ଦାୟିତ୍ୱ ଗ୍ରହଣ ସମାରୋହ: ନବନିର୍ବାଚିତ ସଭାପତି ଭାବେ ରୋଟେରିଆନ୍…

ଭୁବନେଶ୍ୱର : ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ 'ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପ୍ରିମିୟମ'ର ୨୦୨୬-୨୭ ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀଙ୍କ ଦାୟିତ୍ୱ ଗ୍ରହଣ ସମାରୋହ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ହୋଟେଲ ପିପଲ ପଦ୍ମଜାରେ ଅତ୍ୟନ୍ତ ଭବ୍ୟ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି

ଡାକ୍ତରଙ୍କୁ ମାଡ଼, ଅଭିଯୁକ୍ତ ଅଟକ

ବରଗଡ଼ : ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଅଭିଯୁକ୍ତ ଅଟକ । ବରଗଡ଼ ସହର ସ୍ଥିତ ସିଏଚସିର କାର୍ଯ୍ୟରତ ଡାକ୍ତରଙ୍କୁ ଅକ୍ରମଣ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଜଣେ

ପଟ୍ଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ /ପଟ୍ଟାଙ୍ଗି : ସ୍ଥାନୀୟ ପଟ୍ଟାଙ୍ଗି ବ୍ଲକ ସଭାଗୃହରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ

ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ

ଭୁବନେଶ୍ବର: ରିଲ୍ସ ହେଲା କାଳ । ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ । ଅନୁଗୋଳ ଜିଲ୍ଲା କଣିହାଁରେ ଘଟିଛି ଅଭାବନୀୟ ଘଟଣା । ସମଲ ଥାନା ବିଲିଣ୍ତା ଗାଁର ନବମ ଶ୍ରେଣୀ ଛାତ୍ର ସୁଧାଂଶୁ ପ୍ରଧାନ ବ୍ରାହ୍ମଣୀ ନଦୀ ଉପରେ ଯାଇଥିବା ରେଳ ଲାଇନ ପାଖକୁ ବୁଲିବାକୁ ଯାଇଥିଲେ

ଶିକ୍ଷା ବଞ୍ଚାଅ…ଦେଶ ବଞ୍ଚାଅ : ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଧାରଣା

"ବ୍ରହ୍ମପୁର : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଦେଶର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଦେଶର ପ୍ରଖ୍ୟାତ ବୈଜ୍ଞାନିକ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକ ଚଳାଇଥିବା ନ୍ୟାୟିକ ଲଢେଇକୁ ସମର୍ଥନ ଜଣାଇ ଆଜି ବ୍ରହ୍ମପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର

ଓଡ଼ଗାଁ ଏନଏସିରେ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ଯନ୍ତ୍ରୀ କେତେକ କ୍ଷେତ୍ରରେ ପ୍ରଶାସନିକ କ୍ଷମତା ଅତିକ୍ରମ କରି କାର୍ଯ୍ୟ କରୁଥିବା ନେଇ ଆଲୋଚନା ହେଉଛି।ଏପରିକି

୨ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦ୍ରାପଡା: ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ଖଣ୍ଡନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ