ଜମ୍ମୁ କଶ୍ମୀରରେ ବର୍ଷାର ତାଣ୍ଡବ; ୧୧ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାର କରାଳ ରୂପ । ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁଞ୍ଚ ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୁଷଳଧାରାର ବର୍ଷା ଯୋଗୁଁ ୨୫୦ରୁ

ଚାଷୀଙ୍କ ସବ୍‌ସିଡି ଓ ଏମ୍‌ଏସ୍‌ପି ବାବଦକୁ ୧୫ କୋଟି ଟଙ୍କା ଖାଇଗଲେ ମିଲର୍‌

ରାୟଗଡା : ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ଚାଷୀଙ୍କ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସବ୍‌ସିଡି ସହିତ କ୍ୱିଣ୍ଟାଲ ପ୍ରତି ୩୧୦୦/- ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ଏହାର ଲାଭ ଚାଷିଙ୍କୁ ମିଳୁନାହିଁ। ସମବାୟ ସମିତି

ଜେଲରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ କଏଦୀ

ଜୟପୁର: ଜେଲ ଭିତରେ ବାଜିଲା ସାହାନାଇ। କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ

ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ବ୍ଲକ୍ ଅଫିସରେ ଧାରଣାରେ ବସିଲେ ବିଧାୟକ

ଯାଜପୁର : ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ଧାରଣାରେ ବସିଲେ ବରି ବିଧାୟକ ବିଶ୍ୱରଂଜନ ମଲିକ । ଯାଜପୁର ଜିଲ୍ଲା ବରି ପଞ୍ଚାୟତ ସମିତିରେ ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ବିଶ୍ୱ ରଂଜନ ମଲିକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କ

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

କଟକ : କାହାକୁ ଜମି କରାଇ ଦେବାକୁ କହି ତ କାହାକୁ ପୁଣି ଚାକିରି। ଏଭଳି ଚଳାଇଥିଲା ଠକାମୀ । ଶେଷରେ ପୋଲିସ ହାତରେ ଧରାପଡିଛି । ଦୀର୍ଘ ଦିନ ଧରି ଫେରାର ଥିବା ପେଶାଦାର ଠକ ଶଶଧର ପଣ୍ଡାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଜମି ରେଜିଷ୍ଟ୍ରି କରିଦେବାର ପ୍ରଲୋଭନ ଦେଖାଇ ଜଣେ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଆଜି ବ୍ରହ୍ମପୁର ସ୍ଥିତ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଜନସମ୍ପର୍କ ପଦଯାତ୍ରା

ଖୋଲା ଆକାଶ ତଳେ ନଷ୍ଟ ହେଉଛି ଜୀବିକା: ଚିତ୍ରକୋଣ୍ଡାରେ ୬ ମାସ ହେଲା ବଣ୍ଟା ହେଉନି ମାଗଣା ଡଙ୍ଗା

ଚିତ୍ରକୋଣ୍ଡା (ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ସେତୁ ଯୋଜନା'ରେ ମାଗଣା ଡଙ୍ଗା ଯୋଗାଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ

ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ଦୁଇ ପୋଲିସ ଗୁରୁତର

ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର । ଟାଙ୍ଗିଆ ଚୋଟରେ ଜଣେ ପୋଲିସ କର୍ମଚାରୀ ଗୁରୁତର । ବୌଦ୍ଧ ଥାନା ହାଟଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଗୁରୁତର ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ

ସରିଲା ମହାପ୍ରଭୁଙ୍କ ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ

ପୁରୀ : ୨ ଘଣ୍ଟା ୨୭ ମିନିଟ୍ ରେ ଶେଷ ହେଲା ମହାପ୍ରଭୁଙ୍କ ୯ ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ । ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ହୋଇ ପାରିଲାନି ଗଣତି ଓ ମେଳକ। ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ୯

ପୁରୀ ବେଳାଭୂମିରେ ଅଘଟଣ, ଗାଧୋଉଥିବା ବେଳେ ଭାସି ଗଲେ ଦୁଇ ପର୍ଯ୍ୟଟକ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ ରେ ଘଟିଛି ଅଘଟଣ । ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି