ଖୁବ୍ ଶୀଘ୍ର ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆ ରାସନ କାର୍ଡ । ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ । ଏପ୍ରିଲ ୨୨ ତାରିଖ ସୁଦ୍ଧା ରାସନ କାର୍ଡ ଛପା କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ । ଏନେଇ ଖାଦ୍ୟ ଯୋଗାଣ ସଚିବ ସବୁ ଜିଲ୍ଲପାଳଙ୍କୁ ଚିଠି

ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ

ଭୁବନେଶ୍ୱର: ଆଜି ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ

କାର୍ ପଛକୁ ଧକ୍କା ଦେଲା ଟ୍ରକ୍: ମଦ୍ୟପ ଟ୍ରକ୍ ଚାଳକ ଗିରଫ

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ନିକଟସ୍ଥ ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ କାର୍ ପଛକୁ ଏକ ଟ୍ରକ୍ ଧକ୍କା ଦେଇଛି ।‌ ଦୂର୍ଘଟଣାରେ କାରର ପଛଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାରରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସାମାନ୍ୟ ଆହତ

ଛତ୍ରପୁରଠାରେ ବିଜେଡ଼ି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଛତ୍ରପୁର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ଛତ୍ରପୁର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଗୌରୀ

ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଲା : ଆକ୍ରମଣକାରୀଙ୍କୁ ଗିରଫ ଦାବୀ

ଛତ୍ରପୁର: ଖଲ୍ଲିକୋଟ ଥାନା ଅଧିନ ଡିମିରିଆ ଗ୍ରାମରେ ଅଧିକ ଯୈାତୁକ ଦାବୀ ନେଇ ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଯାଇଥିଲେ ବି ଆକ୍ରମଣକରୀଙ୍କୁ ଏଯାବତ ଗିରଫ କରିପାରିନାହିଁ ପୁଲିସ । ଏନେଇ ଉଚ୍ଚିତ ନ୍ୟାୟ ଦାବୀ ନେଇ ମହିଳା ଜଣକ ଗଞ୍ଜାମ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ

ଆସିକା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର : ଆସିକା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ (ତିରୋଧାନ ଦିବସ) ପାଳନ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱ ରେ ଆସିକାର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ , ଯୁବ ବିଜେଡ଼ି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟଙ୍କ ନବରଙ୍ଗପୁର ଜିଲ୍ଲାଗସ୍ତ

ବିଭିନ୍ନ ବିଭାଗୀୟ ଯୋଜନା ଉପରେ ଅଧିକାରୀ ଙ୍କୁ ନେଇ ସମୀକ୍ଷା ବୈଠକନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ରେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ନବରଙ୍ଗପୁର ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ବଡପୁଟି ବିଦ୍ୟାଳୟରେ ପାଠ୍ୟ ଆସବାବ ଉପକରଣ ବଣ୍ଟନ

ଛତ୍ରପୁର : ଆଜି କାଳିପଲ୍ଲି ପଞ୍ଚାୟତ ସ୍ଥିତ ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବାର ଲକ୍ଷ୍ୟ ନେଇ ସ୍କୁଲ ଆସବାବ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମ ମାଧ୍ୟମରେ ମୋଟ 60ଟି ଦୁଇ ଆସନ ବିଶିଷ୍ଟ

ଓଡ଼ିଆ ପକ୍ଷ ସରିଲା – ବରପୁତ୍ରଙ୍କ ନାମ ଓଡ଼ିଆ ଭାଷାରେ ଲେଖାହୋଇ ପାରିଲା ନାହିଁ

ବ୍ରହ୍ମପୁର : ଚଳିତ ବର୍ଷ ଓଡିଶା ଦିବସ ଏପ୍ରିଲ ପହିଲାରୁ ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଶା ରାଜ୍ୟ ସରକାର ଓଡ଼ିଆ ପକ୍ଷ ଭାବେ ପାଳନ କରିଛି l ଭିନ୍ନ ଭିନ୍ନ ଦିବସରେ ଓଡ଼ିଆ ଭାଷା, ସଂସ୍କୃତି ଆଦିର ପ୍ରଚାର ପ୍ରସାରରେ ଏହି ପକ୍ଷ ପାଳନ ଶେଷ ହୋଇଛି ହେଲେ

ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ : ରକ୍ତଦାନ ଶିବିରରେ ୧୧୦ ୟୁନିଟ୍ ରକ୍ତ ସଂଗୃହୀତ

ହିଞ୍ଜିଳିକାଟୁ : ଓଡିଶାର ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ ହିଞ୍ଜିଳି ବିଜେଡି ପକ୍ଷରୁ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ