Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ରେ ଆସିକା ବିଧାୟକ ହଟହଟା……!
ବିଧାୟକଙ୍କ ହାତ ଧରି ପଛକୁ ଠେଲି ଦେଲେ ମୁଖ୍ୟମନ୍ତ୍ରୀ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଚାଲିଛି। ଅଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତରେ ଆସି ଠାକୁରାଣୀ ଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆସୁଥିବା!-->…
ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ବ୍ରହ୍ମପୁର, ୨୭/୦୪ -ସ୍ଥାନୀୟ ନୂଆ ବାରକ୍ସ ସାହି ସ୍ଥିତ ବାସଭବନରେ ୨୭. ୦୪. ୨୦୨୫ ତାରିଖ (ରବିବାର ଦିନ) ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସ୍ବର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ!-->…
ନୟାଗଡ଼ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ‘ ନିଷ୍ଠା ‘ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ନୟାଗଡ଼ :- ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ!-->…
ସଡ଼କ ଦୁର୍ଘଟଣା ରେ ବୃଦ୍ଧାଙ୍କ ମୃତ୍ୟୁ…
ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ସୂଚନା ଥାଉକି ପ୍ରାୟ ରାତ୍ର ୮ ଘଣ୍ଟା ସମୟରେ ବୃଦ୍ଧା ଜଣକ ଗୋଟିଏ ଦୋକାନ ରୁ କିଛି କିଣି ନିଜ ଘରକୁ ଯାଉଥିବା ସମୟରେ ଗୋଟିଏ ମଟର ସାଇକେଲ ଦ୍ରୁତ ଗତିରେ ଆସି ବୃଦ୍ଧା!-->…
ଜମ୍ମୁ କାଶ୍ମୀର ସେନା ଟାର୍ଗେଟରେ ୧୪ ଜଣ ଆତଙ୍କବାଦୀ, ତାଲିକା ଜାରି କଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମିରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ। ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ। ସମସ୍ତଙ୍କର ବୟସ ୨୦ରୁ୪୦ ବର୍ଷ ମଧ୍ୟରେ ସୂଚନା। ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀଙ୍କୁ ସହଯୋଗ କରୁଥିଲେ। ଲୁଚି ରହିଥିବାର ବ୍ୟବସ୍ଥା ସହ!-->…
ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ବର: ବିଧାନସଭା ପରିସରରେ ଆଜି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ ଦଳ ନେତା!-->…
କାଲି ସୁଦ୍ଧା ଭୁବନେଶ୍ବର ଛାଡ଼ିବେ ପାକିସ୍ତାନୀ ମହିଳା : ଡିସିପି ଭୁବନେଶ୍ୱର
ଭୁବନେଶ୍ବର : ସମସ୍ତ ପାକିସ୍ତାନୀଙ୍କୁ ରାଜ୍ୟରୁ କାଢିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ରହିଛି । ଆମ ରାଜ୍ୟ ସରକାର ଚିହ୍ନଟ କରିବା ପାଇଁ ଜିଲ୍ଲା ଅଫିସକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଜଣେ ପାକିସ୍ଥାନୀ ଭୁବନେଶ୍ଵରରେ ରହିଥିବା ଚିହ୍ନଟ କରିଛନ୍ତି । ତାଙ୍କ!-->…
ନୀରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ପ୍ରସ୍ତାବ
ନୂଆଦିଲ୍ଲୀ : ପହଲଗାମ୍ ହମ୍ଲା ପରେ ଭାରତର ଆକ୍ସନ ନେଇ ଛାନିଆ ହେଲା ପାକିସ୍ତାନ । ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ଆରମ୍ଭ ରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି। ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ ଏବେ ଭାରତର ଶରଣରେ ପଶିଛି!-->…
ଦ୍ଵିତୀୟ ବିବାହ ପାଇଁ ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ ଗିରଫ
ଯାଜପୁର : ଦ୍ଵିତୀୟ ବିବାହ ପାଇଁ ଜନ୍ମ କଲା ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ଜଣ ଗିରଫ । ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ। ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର!-->…
ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ
ନ୍ୟୁୟର୍କ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଦୋଷୀ ଏବଂ ସେମାନଙ୍କର ସହାୟକମାନଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା!-->…