Sign in
Sign in
Recover your password.
A password will be e-mailed to you.
ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର
ବ୍ରହ୍ମଗିରି: ସୋମବାର ଅପରାହ୍ନରେ ମଝି ଚିଲିକାରେ ଦୁଇଟି ପର୍ଯ୍ୟଟକ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଡଙ୍ଗାରେ ଥିବା ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅପରାହ୍ନରେ ସାତପଡାରୁ ଏକ ପର୍ଯ୍ୟଟକ ଡଙ୍ଗାରେ ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଚିଲିକା ବୁଲିବାକୁ ଯାଇଥିଲେ!-->…
ଉତ୍କର୍ଷ ଓଡିଶା କନକ୍ଲେଭରେ ରାଜ୍ୟକୁ ଛୁଟିବ ନିବେଶର ସୁଅ
ଭୁବନେଶ୍ବର : ଉତ୍ସାହିତ ଓଡ଼ିଶା, ଉତ୍ସାହିତ ଶିଳ୍ପସଂଘ। କାଲିଠୁ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ବଡ଼ କଥା ହେଉଛି ପ୍ରଥମଥର ପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ଆୟୋଜିତ ଏ ଶିଳ୍ପପତି ସମ୍ମିଳନୀକୁ!-->…
କାଳ ସାଜିଲା ବିଷାକ୍ତ ଫଳ, ଗୁରୁତର ହୋଇ ୯ ଶିଶୁ କଟକ ଶିଶୁ ଭବନରେ ଭର୍ତ୍ତି
ଯାଜପୁର : ପୁଣି ଅଜଣା ଫଳ ଖାଇ ଗୁରୁତର ହେଲେ ଶିଶୁ । ଧର୍ମଶାଳାରେ ବିଷାକ୍ତ ଫଳ ଖାଇ ଗୁରୁତର ହୋଇଥିବା ୯ ଗୁରୁତର ଶିଶୁଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଶିଶୁ ଭବନରେ ପ୍ରାଥମିକ ଚିକିତ୍ସାପରେ ଶିଶୁ ମାନଙ୍କୁ ଜେନେରାଲ ମେଡ଼ିସିନ ୱାର୍ଡକୁ!-->…
ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ : ପିତ୍ରୋଡା
ନୂଆଦିଲ୍ଲୀ : ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ସମସ୍ୟାରେ ପକାଇଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡା । ସେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ଆଶ୍ରୟ ଦେବା ସପକ୍ଷରେ ମତ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ହେଉଥିଲେ ବି ସେ!-->…
ଓ୍ବାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ, ଖୁବଶୀଘ୍ର ସଂସଦରେ ଆଗତ ହେବ
ନୂଆଦିଲ୍ଲୀ : ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ଓ୍ଵାକଫ୍ ବିଲରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି!-->…
କୁମ୍ଭମେଳା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା: ଶେଷ ହୋଇଗଲା ଗୋଟିଏ ପରିବାର
ନୂଆଦିଲ୍ଲୀ: ଆଗ୍ରା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ମିନି ଟ୍ରକ୍ ଭିତରେ ପଶିଯାଇଥିଲା। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ଚାରିଜଣଙ୍କ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା।ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀର ଏକ!-->…
ଚୀନ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ବିକ୍ରମ ମିସ୍ରି
ବେଜିଂ : ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଭେଟି ଦ୍ୱିପାକ୍ଷିକ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରୀ ହେବା ବ୍ୟତୀତ ୱାଙ୍ଗ ଶାସକ କମ୍ୟୁନିଷ୍ଟ ପାର୍ଟିର ଶକ୍ତିଶାଳୀ ରାଜନୈତିକ ବ୍ୟୁରୋର ସଦସ୍ୟ ଏବଂ ଭାରତ-ଚୀନ୍ ସୀମା!-->…
ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି : ଖଡଗେଙ୍କ କଟାକ୍ଷ
ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ 'ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ' ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ ବୁଡ଼ ପକାଇଲେ ଦେଶରୁ!-->…
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତିଭାବ୍ ଶପଥ ନେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଅଭିନନ୍ଦନ!-->…
ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍
ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କଲା ଉତ୍ତରାଖଣ୍ଡ । ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । UCC ଉତ୍ତରାଖଣ୍ଡ!-->…