Sign in
Sign in
Recover your password.
A password will be e-mailed to you.
ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ
ଭୁବନେଶ୍ବର: ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ । ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଏନେଇ ଏପ୍ରିଲ ୧ ଓଡିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ ଯେଉଁଥିରେ ବିଭିନ୍ନ ପ୍ରକାରର!-->…
କାଲିଠୁ ୩ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ
ପୁରୀ : ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ ପୂର୍ବରୁ ମଧ୍ୟ!-->!-->!-->…
ଗିରଫ ହେଲେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ
ଭୁବନେଶ୍ଵର: ଗିରଫ ହେଲେ ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ୱାଟକୋ)ର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ!-->…
ନବଜୀବନ “ବସନ୍ତ ମହୋତ୍ସବ”ର ଦ୍ଵିତୀୟ ସନ୍ଧ୍ୟା
ସୁନ୍ଦରଗଡ - ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କରିଛି ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମାନସପୁତ୍ର "ବସନ୍ତ ମହୋତ୍ସବ"। ଦୀର୍ଘ ପଚିଶି ବର୍ଷ ତଳେ ଏହି ମହୋତ୍ସବର ବୀଜବପନ!-->…
କବିସୂର୍ଯ୍ୟନଗର ଥାନା ଅଞ୍ଚଳ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଗୁଳି କରି ହତ୍ୟା : ଗୁଳିକାଣ୍ଡ ଟେଣ୍ଡର ଫିକ୍ସ କୁ ନେଇ…
ନିଃସର୍ତ ଆଗରୁ ଲେଖିଛି ସତର୍କ ବି କରାଇଛି ତଥାପି ପ୍ରଶାସନ ନୀରବ …..!
ଗଞ୍ଜାମ ଜିଲ୍ଲାରେ ଲଗାତାର ଗଡୁଛି ମୁଣ୍ଡ ….୨ ଦିନରେ ଦୁଇଟି ଟି ଗଡ଼ିଲାଣି..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଟେଣ୍ଡେର ଫିକ୍ସ ଚୋରା ବାଲି, ମଦକୁ ନେଇ ମୁଣ୍ଡ ଗଡ଼ିବ ବୋଲି ନିସର୍ତ୍ତ ରେ ପୂର୍ବ ଅନୁମାନ!-->!-->!-->!-->!-->…
ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫…
ସୁନ୍ଦରଗଡ - ୨୯.୦୩.୨୫ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫ ଆଜି ସ୍ଥାନୀୟ ସାଧ୍ୱୀ ମେରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ!-->…
ଦାରିଙ୍ଗବାଡ଼ି ଓକିଲ ସଂଘ ନିର୍ବାଚନ ଶେଷ : ପ୍ରଦୀପ ସଭାପତି, ଇନ୍ଦ୍ରମଣୀ ସମ୍ପାଦକ
ବାଲିଗୁଡା, ତା, ୨୯/୦୩: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ ପ୍ରଦୀପ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଇନ୍ଦ୍ରମଣୀ ପ୍ରଧାନ!-->…
ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ
ମାଲକାନଗିରି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ!-->…
ରାଇକିଆ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ୩ୟ ବାର୍ଷିକ ଉତ୍ସବ ପାଳନ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଦର ଅନସୂଚୀତ ଜନଜାତି ଅନସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଜଗଦୀଶ ମହାକୁଡଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି!-->…
ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ କଣ୍ଡା ରେଡ୍ଡୀ ଶିକ୍ଷକଙ୍କ ଦରମା ବୃଦ୍ଧିପାଇଁ ଦାବିପତ୍ର ପ୍ରଦାନ
ମାଲକାନଗିରି : ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ କାଲିମେଳା ବ୍ଲକର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲ ଗୁଡ଼ିକ ରେ ଶିକ୍ଷା ଦାନ ପାଇଁ କାର୍ଯ୍ୟରତ କୋଣ୍ଡାରେଡି ଭାଷା ଶିକ୍ଷକ ଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା!-->…