Sign in
Sign in
Recover your password.
A password will be e-mailed to you.
କ୍ଲଷ୍ଟରସ୍ତରୀୟ ମେଳା ଆୟୋଜିତ
ହିଞ୍ଜିଳିକାଟୁ ୨୮/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ମେଳା ଆୟୋଜିତହୋଇଯାଇଛି । ମଙ୍ଗଳବାର ଆୟୋଜିତ ମେଳାରେ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାବତଙ୍କ ଅଧ୍ୟକ୍ଷତାରେ!-->…
ହିଞ୍ଜିଳିକାଟୁରେ ଜୀବିକା ମିଶନ ଇସି ସଦସ୍ୟମାନେ ଶକ୍ତି ପ୍ରଦର୍ଶନ…
ହିଞ୍ଜିଳିକାଟୁ : ତା୨୮/୧/୨୦୨୫ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସ୍କ୍ରିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ ଏବଂ ଓଡିଶା ମିଶନ ଶକ୍ତି ଅଧୂନରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟମାନେ ଏଆଇଟିୟୁସି ସଂଯୁକ୍ତ "ନିଖୂଳ ଓଡିଶା ଜୀବିକା ମିଶନ ଇସି ସଂଘ"!-->…
ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅବିଭାବକ ମାନେ ପିଲାଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷା ନୁଷ୍ଠାନ ଖୋଲା ଯାଇଛି। ସରକାରୀ ବିଦ୍ୟାଳୟ ରେ ଅଧିକାଂଶ ସରକାର ବାବୁ ମାନଙ୍କ ପରିବାର ର ପିଲାମାନେ ପଢ଼ନ୍ତି ନାହିଁ। ଭଲ ପାଠ ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ପାଠ ପଢ଼ାଇ ବାକୁ ଅଧିକ ଲୋକେ ପସନ୍ଦ କରନ୍ତି।!-->…
୨ କୋଟି ଟଙ୍କାର ଅପହରଣକୁ ନେଇ ଗଞ୍ଜେଇ ଚାଷର ରହିଛି ଲିଙ୍କ୍…!
ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟୀ ଗଡ଼ରେ ଚାରିଜଣଙ୍କୁ ଅପହରଣ ଘଟଣା ରାଜ୍ୟ ସାରା ଚହଳ ପକେଇଛି। ରବିବାର ଅପହୃତ ଚାରିଜଣ କେ.ନୂଆଗାଁ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଧୀରେ ଧୀରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି। ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଯାଗାରେ ବ୍ୟାପକ ପରିମାଣର!-->…
ସ୍ୱାସ୍ଥ୍ୟବିଭାଗ ତରଫରୁ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ
ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଜନରାଜ୍ୟ ଦିବସ ପୂର୍ବାହ୍ନ ରେ କରବାଲୁଆ ପି ଏଚ୍ ସି ତରଫରୁ ଆୟୋଜିତ ଚିକିଟୀ ମେଡିକାଲ ଷ୍ଟାଫ ସହ ପାତ୍ରପୁର ମେଡିକାଲ ଷ୍ଟାଫ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି!-->…
ଚିକିଟୀ ସରସ୍ୱତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ
ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ପଟ୍ଟମୁ ରାମାରାଓ ସୁବୁଦ୍ଧି ପତାକା ଉତ୍ତୋଳନ କରି ଶିଶୁମାନଙ୍କୁ ସମ୍ଭିଧାନକୁ ସମ୍ମାନ ଦେବା, ଦେଶମାତୃକାର ସେବା କରିବା ପାଇଁ ପ୍ରେରଣା ଦେଇଥିଲେ। ଚିକିଟୀ!-->…
ନାଗ ସାପ ଦେଖାଇ କୋଟିଏ ଟଙ୍କା ଦାବି ରଖି ୪ଜଣଙ୍କୁ ଅପହରଣ ଘଟଣା
ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ବ୍ରହ୍ମପୁର ଓ ଚିକିଟୀର କିଛି ଅସାମାଜିକ ଯୁବକଙ୍କ ଏକ ମିଳିତ ଗୋଷ୍ଠୀ ୪ଜଣ ବ୍ୟକ୍ତିଙ୍କୁ କିଛିଦିନ ଧରି ଅପହରଣ କରି ରଖିଥିବା ବେଳେ ଅପହୃତ ଚାରି ଜଣ ବ୍ୟକ୍ତି କେ.ନୂଆଗାଁ ପୋଲିସ ଦ୍ୱାରା ରବିବାର ସକାଳ ସମୟରେ ଉଦ୍ଧାର!-->…
ମାଲକାନଗିରିର ଚଢେଇ ରାଣୀ ଦୀପା ଦିଲ୍ଲୀଠାରେ ଗଣତନ୍ତ୍ର ଦିବସ ରେ ସ୍ୱତନ୍ତ୍ର ଅତିଥି ହୋଇ ସମ୍ମାନିତ ହେଲେ…
ମାଲକାନଗିରି, ୨୭।୧ : ମାଲକାନଗିରି ଜିଲ୍ଲାର ଝିଅ ଦିଲ୍ଲୀ ଠାରେ ଅନୁଷ୍ଠିତ ଗଣ ତନ୍ତ୍ର ଦିବସ ରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ସମ୍ମାନିତ ହୋଇଛନ୍ତି। ଭାରତ ସରକାର ୭୬ତମ ଗଣତନ୍ତ୍ର ଦିବସ ଉତ୍ସବରେ ଜଙ୍ଗଲ ଓ ବନ୍ୟଜୀବ ସୁରକ୍ଷା ସମ୍ପର୍କିତ ସେବୀକା ଙ୍କୁ ସ୍ୱତନ୍ତ୍ର ଅତିଥି!-->…
ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଶିବରାମ ମହାପାତ୍ରଙ୍କ ଭୂମିକା ଅତୁଳନୀୟ – ବିଭୂତି ଭୂଷଣ ଜେନା
ବ୍ରହ୍ମପୁର : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରକ୍ତାନ ସଂଘ ଚାଳକ (ଓଡ଼ିଶା ମୁଖ୍ୟ) ସମ୍ମାନନୀୟ ସ୍ବର୍ଗତ ଶିବରାମ ମହାପାତ୍ର (ବଡ଼ ଭାଇନା)ଙ୍କ ବିୟୋଗରେ ତାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ!-->!-->!-->!-->!-->…
ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟ ଅଧ୍ୟକ୍ଷ ହେଲେ ଡ଼ଃ.ଭବାନି…
ବ୍ରହ୍ମପୁର, ୨୭/୧ : ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡାକ ବଙ୍ଗଳା ଠାରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ (DTNBWED) ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟର ନୂତନ ଅଧ୍ୟକ୍ଷ ଭବାନି ଶଙ୍କର ଦାସଙ୍କୁ ଗଞ୍ଜାମ ଜିଲ୍ଲା ଭାରତୀୟ ମଜଦୁର ସଂଘ (BMS) ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା!-->…