ଲଗାଣ ବର୍ଷାରେ ମାଟି ଧସି ପୋତି ହେଲା ରେଳ ଟନେଲ, କାମ ବାଧାପ୍ରାପ୍ତ

ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ରାଜ୍ୟର ସବୁଠାରୁ ବଡ଼ ରେଳ ଟନେଲ ଭିତରେ ପଶିଲା ପାଣି, ନିର୍ମାଣଧୀନ ରେଳ ଟନେଲର କିଛି ସ୍ଥାନରେ ଧସିଲା ମାଟି, ପୋତି ହେଲା ରେଳ ଟନେଲ । କିଛି ସ୍ଥାନରେ ପାଣିରେ ରେଳ ଟନେଲ ଟି ବୁଡ଼ିଯାଇଛି । ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳ

ମିଳିଲାନି ସ୍ବର୍ଗ ରଥ, ସ୍ତ୍ରୀଙ୍କ ମୃତଦେହ ବାଇକରେ ବୋହିଲେ ସ୍ୱାମୀ

ଝାରସୁଗୁଡ଼ା: ପୁଣି ବାଇକରେ ବୁହା ହେଲା ମୃତଦେହ । ମୃତଦେହ ବାହକ ଗାଡ଼ି ନମିଳିବାରୁ ବାଇକରେ ସ୍ତ୍ରୀଙ୍କ ମୃତଦେହ ବୋହିକି ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ହୃଦୟ ବିଦାରକ ଘଟଣା । ମୃତକ ଲ ଇକେରା ବ୍ଲକ ଉଡିଆପାଲି ଗାଁର ନରେଶ ଛତ୍ରିଆଙ୍କ ସ୍ତ୍ରୀ ଯମୁନା ଛତ୍ରିଆ ।

ରାଜଧାନୀରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୧୧୨.୩ ମିମି ରେକର୍ଡ

ଭୁବନେଶ୍ବର: ଭୁବନେଶ୍ବରରେ ୧୧୨.୩ ମିମି ବର୍ଷା । ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା । ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ରେକର୍ଡ । ଏଥିସହ ଜାଣିରଖନ୍ତୁ ଯେ, ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ, ସାରା ରାଜ୍ୟରେ

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ

ବମ୍ପା ଅନ୍ଧାରି ପୀଠ ନିକଟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ହିନ୍ଦୋଳ: ପୁଣି ଦନ୍ତା ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବଜ୍ରପାତ

ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ

କୋରାପୁଟରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ବାଦ୍ ପଡ଼ିଲେ ୬୨ ହଜାରରୁ ଊର୍ଦ୍ଧ୍ୱ ଅଯୋଗ୍ୟ ଭୋଟର

କୋରାପୁଟ : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର

ବ୍ରହ୍ମପୁରରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ତ୍ରୁଟି ସଂଶୋଧନ ଓ ଅଭିଯୋଗ ପ୍ରକ୍ରିୟା

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୫ଟି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା— ସାନଖେମୁଣ୍ଡି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଏବଂ ଚିକିଟି ପାଇଁ ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ

ଚିଠା ଭୋଟର ତାଲିକା ପ୍ରକାଶକୁ ନେଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସମନ୍ୱୟ ବୈଠକ

ଛତ୍ରପୁର : ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର

SIR ଚିଠା ଭୋଟର ତାଲିକା ପ୍ରକାଶ ଉପଲକ୍ଷେ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ଅନୁଷ୍ଠିତ

କନ୍ଧମାଳ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ଉପଲକ୍ଷେ ରବିବାର ଦିନ ଫୁଲବାଣୀ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା