ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏସଆଇଆର୍ ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶନ କରାଯାଇ ବିଭିନ୍ନ ରାଜନୈତିକ ଦଳକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଚାଲୁ ରହିଥିବା ଏସଆଇଆର

ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର

ପାଟନା : ବିହାର ରାଜନୀତିରେ ବଡ଼ ହଲଚଲ । ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି । ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି ୩ ଅଗଷ୍ଟରେ ହେବ । ଏହା ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏହି ଆସନରୁ ନିର୍ବାଚନ ଲଢ଼ିବେ ।

ଡାକ୍ତର ଶୂନ୍ୟ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର : ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଭରସାରେ ଚାଲିଛି ଜରୁରୀ ଚିକିତ୍ସା ସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତର ଅଭାବ ଯୋଗୁଁ ବର୍ତ୍ତମାନ ବାଲିମେଳା ଚିକିତ୍ସାଳୟରେ ଚିକିତ୍ସା ସେବା ପ୍ରାୟ ଠପ୍ ହୋଇପଡ଼ିଥିବା ବେଳେ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରତ ତିନି

ବିନା ସୂଚନା ଫଳକରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ, ଅବଧି ପରେ ବି ସରୁନି କାର୍ଯ୍ୟ

ନୟାଗଡ଼,୫/୭(ନିସର୍ତ୍ତ): ସରକାର ସ୍ବାସ୍ଥ୍ୟ ସେବାକୁ ଲୋକ ମାନଙ୍କ ପାଖରେ ସହଜ ରେ ପହଞ୍ଚାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରୁଛନ୍ତି । ସେହି କ୍ରମରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍ ତଦାରଖ ରେ ଚମ୍ପାପେଡି ଠାରେ

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୋଦିଙ୍କୁ ହତ୍ୟା ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ

ବିଭିନ୍ନ ରାସ୍ତା ସମସ୍ୟା ନେଇ NHAI ଆଞ୍ଚଳିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଧାୟକ ରୋହିତ ଜୋସେଫ ତୀର୍କୀ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍ ): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ରାସ୍ତା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ଶ୍ରୀ

ଦିଲ୍ଲୀରେ ଲଗାଣ ବର୍ଷା : ୧୫ ବିମାନ ଡାଇଭର୍ଟ, ଦ୍ବାରକା ଏକ୍ସପ୍ରେସ ୱେ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀରେ ମୌସୁମୀ ବର୍ଷା ହେବା ଯୋଗୁଁ ଗରମରୁ ଆଶ୍ବସ୍ତି ମିଳିଛି । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭରିବା ଯୋଗୁଁ ଅନେକ ସ୍ଥାନରେ ଜାମ୍ ସ୍ଥିତି ରହିଛି । ବର୍ଷା ଯୋଗୁଁ ଦ୍ବାରକା ଏକ୍ସପ୍ରେସ ୱେ ଅଣ୍ଡରପାସରେ ପାଣି

କାରକୁ ଧକ୍କା ଦେଲା ବସ୍, ୨ ଶିଶୁ ସମେତ ୪ ମୃତ

ତେଲଙ୍ଗାନା : ତେଲଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ କାର୍ କୁ ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ହାଇଦ୍ରାବାଦ-ବିଜୟୱାଡା ନ୍ୟାସନାଲ ହାଇୱେରେ ଦୁର୍ଘଟଣା ଘଟଛି । ଖବର

ଗ୍ୟାସ୍ ଟ୍ୟାଙ୍କରରେ ନିଆଁ, ୨ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର : ମହାରାଷ୍ଟ୍ର ଜଲଗାଓଁରେ ବଡ଼ ଦୁର୍ଘଟଣା । ଏକ କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଭୟଙ୍କର ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଯାତାୟାତକୁ ବନ୍ଦ କରାଯାଇଥିଲା । ଦମକଳ ବିଭାଗର ଗାଡ଼ି ଦୁଇଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ

କାଶ୍ମୀର ସରକାରୀ ପାଠାଗାରରେ ବିବାଦୀୟ ପୁସ୍ତକ : ୮ ନିଲମ୍ବିତ, ଲେଖକ ଓ ପ୍ରକାଶକ କଳାତାଲିକାଭୁକ୍ତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର