Sign in
Sign in
Recover your password.
A password will be e-mailed to you.
ବଜ୍ରାଘାତରେ ଚାଲିଗଲା ଶାଶୂ ଓ ବୋହୂଙ୍କ ଜୀବନ
କେନ୍ଦୁଝର:କେନ୍ଦୁଝରର ତେଲକୋଇ ଥାନା ବିଞ୍ଜିବାହାଳ ଗାଁରେ ବଜ୍ରାଘାତ । ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ । ବିଞ୍ଜିବାହାଳ ଗାଁରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦୁଇ ମହିଳା ସଂପର୍କରେ ଶାଶୂ ଓ ବୋହୂ ବୋଲି ଜଣାପଡିଛି । ମୃତକ ହେଲେ ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ!-->…
ପହଲଗାମ ଆକ୍ରମଣ ପରେ ସେଲିବ୍ରେସନ କରିଥିଲେ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସମେତ କିଛି ସ୍ଥାନୀୟ ନାଗରିକ ସାମିଲ ଥିଲେ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଦି!-->…
ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା, କଂଗ୍ରେସ କର୍ମୀଙ୍କୁ ଜଗିବ ଏଆଇ ଓ ଡ୍ରୋନ୍
ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର।
ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା!-->!-->!-->…
ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା
ଭୁବନେଶ୍ୱର : ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା । ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର!-->…
୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି।
ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦!-->!-->!-->…
ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର; ପାକିସ୍ତାନ ସୀମାରେ ହେବ ମୁତୟନ
ବଢ଼ିବ ସେନାର ବଳ। ଆସନ୍ତା ସପ୍ତାହ ସୁଦ୍ଧା ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର । ଏହି ଲଢ଼ୁଆ ହେଲିକପ୍ଟରକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।
ନୂଆଦିଲ୍ଲୀ ସ୍ଥିତ!-->!-->!-->…
‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର
ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା କରି!-->…
ଲୋମହର୍ଷଣ ଘଟଣା : ଜ୍ୱର ପରେ ମାନସିକ ଚାପ ରେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ଆତ୍ମହତ୍ୟା ଉଦ୍ୟମ…
ଉମରକୋଟ : "ଜ୍ୱର ପରେ ଶରୀର ଭଲ ହେଲା ଠାରୁ ମନ ଭଲ ହୁଏନି" – ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଗୋଇରା ମାଳି ସାହିରେ ଘଟିଥିବା ଏକ ଲୋମହର୍ଷଣ କାରୀ ଘଟଣାରେ। ସୋମନାଥ ମାଝୀ ନାମକ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ନିଜ ବେକରେ ଛୁରୀ ଲଗାଇ ଆତ୍ମହତ୍ୟା ଚେଷ୍ଟା!-->…
କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର
କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କାର୍ଡାଭାରିକ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର। ଗତ କାଲି ବିଳମ୍ବିତ ରାତିରେ କାଡାଭୋରିକ୍ କିଡନି ପ୍ରତିରୋପଣ ହୋଇଛି । ସୌମ୍ୟଙ୍କ ପାଇଁ ଲକ୍ଷ୍ମୀନାରାୟଣ ପାଇଲେ ନୂଆ ଜୀବନ । ପୁରା ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ ।
ଖୋର୍ଦ୍ଧା କଣ୍ଟିଲୋ!-->!-->!-->…
ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁବକଙ୍କ ମା‘ଙ୍କ ସହ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଉଦ୍ଧାର ଉଦ୍ୟମକାରୀ!-->…