୧୬ ବର୍ଷକୁ କମିବ ବ୍ରିଟେନରେ ଭୋଟଦାନ ବୟସ

ଲଣ୍ଡନ : ବ୍ରିଟେନରେ ଭୋଟଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରାଯିବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନର ଲେବର ପାର୍ଟି ସରକାର ।ବ୍ରିଟେନରେ ଗତ ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ଲେବର ପାର୍ଟି ନିର୍ବାଚନ

ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ : ଛତିଶଗଡ଼ ହାଇକୋର୍ଟ

ରାୟପୁର : ଛତିଶଗଡ଼ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ମଧ୍ୟରୁ ଗୋଟିଏରେ ପତ୍ନୀଙ୍କୁ ନେଇ ସ୍ବାମୀଙ୍କ ଅଧିକାରର ସୀମା ବ୍ୟାଖ୍ୟା କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ରାୟ କହିଛନ୍ତି, ‘ ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ। ସ୍ବାମୀମାନେ ସ୍ତ୍ରୀଙ୍କୁ

ଏନଡିଏକୁ ଫେରିବେ କି ଉଦ୍ଧବ !

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି । ଉଦ୍ଧବ ପୁଣି ଏନଡିଏକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ

ନୈନିତାଲରେ ମୃତ୍ୟୁର ଛାୟା; ସାପ ଭୟରେ ଶୋଇ ପାରୁନାହାଁନ୍ତି ଲୋକେ

ନୈନିତାଲ : ଉତ୍ତରାଖଣ୍ଡର ସୁନ୍ଦର ଉପତ୍ୟକାରେ ମୁଣ୍ଡ ଟେକିଛି ଏକ ନୂଆ ବିପଦ । ଯାହାର ନାମ କିଙ୍ଗ କୋବ୍ରା । ଯେଉଁ ସାପ ଏପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ କିମ୍ବା ତରାଇ ଅଞ୍ଚଳରେ ଦେଖାଯାଉଥିଲା, ତାହା ଏବେ ପର୍ବତଗୁଡିକର ଆବାସିକ ବସତିରେ ପହଞ୍ଚିଛି । ବନ ବିଭାଗର ସାମ୍ପ୍ରତିକ ରିପୋର୍ଟ

ନିମିଷାଙ୍କୁ କ୍ଷମା ପାଇଁ ମନା କଲେ ପୀଡ଼ିତଙ୍କ ପରିବାର

ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବଞ୍ଚିବାର ଶେଷ ଆଶା ମଉଳି ଯାଇଛି। ବ୍ଲଡ ମନି (କ୍ଷତିପୂରଣ ଅର୍ଥ) ବଦଳରେ ନିମିଷାଙ୍କୁ କ୍ଷମା ଦେବାକୁ ମନା କରି ଦେଇଛନ୍ତି ପୀଡିତଙ୍କ ପରିବାର ସଦସ୍ୟ। ନିମିଷାଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା

ନାଟୋ ମୁଖ୍ୟଙ୍କୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତକୁ କଡ଼ା ଚେତାବନୀ ଦେଇଥିବା ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କୁ ଦୃଢ଼ ଜବାବ ଦେଇଛି ଭାରତ। ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଭାରତ, ବ୍ରାଜିଲ, ଚୀନ ଉପରେ ସାଙ୍କସନ ଲାଗୁ କରାଯିବ ବୋଲି ରୁଟ୍‌ ଚେତାବନୀ ଦେଇଥିଲେ। ଗୁରୁବାର ଭାରତୀୟ

ସୁନା ଚୋରା ଚାଲାଣ; ୧ବର୍ଷ ଜେଲରେ ରହିବେ ଅଭିନେତ୍ରୀ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଘଟଣାରେ ସାଉଥ୍‍ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମିଳିଲାନି ଆଶ୍ୱସ୍ତି । ଫଳରେ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ ଜଣଙ୍କ । ଏନେଇ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି । ରଣ୍ୟା

ଏହି ମହିଳାଙ୍କୁ ମାଗଣାରେ ମିଳିବ ବସଯାତ୍ରାର ସୁଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଡିଟିସି ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ଯେ ଏବେ ଏହି ସୁବିଧା କେବଳ ଦିଲ୍ଲୀର ମହିଳାମାନଙ୍କ ପାଇଁ ହେବ, ଯାହା ସେମାନଙ୍କୁ ସହରରେ ସହଜରେ

ଆରସିବିକୁ ଝଟକା : ଦଳାଚକଟା ମାମଲାରେ ଚାଲିବ ଫୌଜଦାରୀ ମାମଲା

ନୂଆଦିଲ୍ଲୀ : ଆରସିବିର ବିଜୟ ପରେ ୪ ଜୁନ୍‌ରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟାକୁ ନେଇ କର୍ଣ୍ଣାଟକ ସରକାର ଆରସିବି ସହ ବିରାଟ କୋହଲିଙ୍କୁ ଦାୟୀ କରିବା ସହ ଏନେଇ ଏକ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି। ଆଇପିଏଲ୍‌ ୨୦୨୫ର ବିଜୟର ମୁକୁଟ ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ

ୟୁଲିଆ ସ୍ବିରିଡେଙ୍କୋ: ୟୁକ୍ରେନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

କିଭ୍: ରୁଷ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ତାର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛି। ବୁଧବାର ଦିନ ୟୁକ୍ରେନ୍ ସଂସଦ ଭରଖେଭନା ରାଡାରେ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତିରେ, ୟୁଲିଆ ସ୍ବିରିଡେଙ୍କୋଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ