Sign in
Sign in
Recover your password.
A password will be e-mailed to you.
ସ୍ଥଗିତ ରହିଲା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ପ୍ରସ୍ତୁତ ଆନିମେସନ୍ ଫିଲ୍ମ ’ମହାପ୍ରଭୁ ଜଗନ୍ନାଥ’
ପୁରୀ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ୧୦ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ!-->…
କାଣୀ ନଦୀରେ ୩୦ ଫୁଟର ଘାଇ, ଜମିରେ ପଶିଲା ବନ୍ୟା ଜଳ
ଯାଜପୁର ଟାଉନ : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟାଜଳ । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡା ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ!-->…
ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି; ସହରରେ ପୁଲିସ ଛାଉଣୀ
ଟିଟିଲାଗଡ଼: କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀଙ୍କୁ କ୍ରମାଗତ ଭାବରେ ଅବହେଳା କରୁଥିବା ଅଭିଯୋଗ କରି ଆଜି ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବିଶାଲ ମେଳି ଓ ରାଲି ପୁଲିସ ପ୍ରଶାସନର ନିଦ ହଜେଇ ଦେଇଥିବା ଦେଖାଯାଇଥିଲା। ସମଗ୍ର ସହର ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ଶହ!-->…
ଗଛରୁ ଝୁଲନ୍ତା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର
ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କଲରା ପତରିଆ ମୃତଦେହ ଉଦ୍ଧାର ହୋଇଛି । ଶିକାରୀ ଫାସ ବସାଇଥିବା ବେଳେ ଫାସରେ ଲାଗି ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
!-->!-->…
ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ କଲା ଡିଆରଆଇ ଓ କଷ୍ଟମ ବିଭାଗ
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ବିପୁଳ ପରିମାଣର ମାରିଜୁଆନ ଜବତ କରିଛି ଡିଆରଆଇ ଓ କଷ୍ଟମ ବିଭାଗ ।
ବ୍ୟାଙ୍କକ୍ ରୁ ଆସୁଥିବା ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ!-->!-->!-->…
ସହରାଞ୍ଚଳରେ ବଡ଼ ଡ୍ରେନ୍ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା!-->…
ଶିଶୁ ବାଟିକା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ
ଭୁବନେଶ୍ୱର: ଗତ ଶିକ୍ଷା ବର୍ଷରୁ ରାଜ୍ୟରେ ଲାଗୁ ହୋଇଥିଲା ଶିଶୁ ବାଟିକା। ରାଜ୍ୟର ୪୫ ହଜାର ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ । ଅଙ୍ଗନବାଡ଼ିରୁ ସିଧା ପ୍ରଥମ ଶ୍ରେଣୀ ନୁହେଁ ଶିଶୁବାଟିକାରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ସରକାର ଶିଶୁଙ୍କ ଯତ୍ନ!-->…
ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ହିଁ ମାନବ ସଭ୍ୟତାର ସୁରକ୍ଷା…
ଭେଷଜ ପଟେଲ ମହାବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀସୁନ୍ଦରଗଡ - ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ବନକ୍ଷୟ, ଜୈବ ବିବିଧତାର ହ୍ରାସ ଓ ବଢୁଥିବା ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ଆହ୍ୱାନ ସୃଷ୍ଟି!-->…
ଅଗ୍ନିବୀର ନିଯୁକ୍ତି ପାଇଁ ପରିବର୍ତ୍ତନ ହେବ ନିୟମ, ବଢ଼ିବ ସ୍ଥାୟୀ କୋଟା
ନୂଆଦିଲ୍ଲୀ : ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗ୍ନିବୀର ନିଯୁକ୍ତି ପାଇଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଅଗ୍ନିବୀରମାନେ ଖୁସି ଖବର ପାଇବାକୁ ଯାଉଛନ୍ତି। ସେନା, ବାୟୁସେନା ଏବଂ!-->…
ଶ୍ରୀଲଙ୍କା ଜେଲରେ ଗୋଷ୍ଠୀ ସଂଘର୍ଷ: ୨୫ କଏଦୀ ମୃତ, ୧୦୦ ଆହତ
କଲମ୍ବୋ: ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ନେଗୋମ୍ବୋର ଏକ ଜେଲରେ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ଚାରି ଜଣ ଜେଲରକ୍ଷୀଙ୍କ ସମେତ ୨୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦୦ ରୁ ଅଧିକ ଗୁରୁତର ଆହତ!-->…