ଭୁବନେଶ୍ୱରରେ ନିର୍ମାଣ ହେବ ରାଜ୍ୟର ପ୍ରଥମ ସ୍କାଏୱାକ୍, ବ୍ୟୟ ହେବ ୧୮.୪୨ କୋଟି

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରସୁଲଗଡ଼ ଅଞ୍ଚଳରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ସ୍କାଏୱାକ୍ ନିର୍ମାଣ ହେବ । ୪୫୦ ମିଟର ଲମ୍ବ ବିଶିଷ୍ଟ ଏହି ସ୍କାଏୱାକ୍ ର ଭିତ୍ତିପ୍ରସ୍ତର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାପନ କରିଛନ୍ତି । ପ୍ରାୟ ୧୮ କୋଟି ୪୨

ସୁନ୍ଦରଗଡ଼ରେ ବେଆଇନ ବାଲି ଗଦା ଉପରେ ଚଢ଼ାଉ: ଜେସିବି ଓ ଟିପର୍ ଜବତ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ ବିରୋଧରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ରାଏବଗା ଏବଂ ବୀରମିତ୍ରପୁର ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ବାଲି ଗଦା ଉପରେ ଚଢ଼ାଉ କରାଯାଇ ଗୋଟିଏ ଜେସିବି (JCB) ଏବଂ ଗୋଟିଏ ଟିପର୍ ଟ୍ରକ ଜବତ

ଫିଟନେସ ନ ଥିଲେ ଜବତ ହେବ ଗାଡ଼ି

ଭୁବନେଶ୍ୱର: ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି। ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ସୁରକ୍ଷାକୁ

ମାସିକ ଶିକ୍ଷା ସମୀକ୍ଷା ବୈଠକରେ ‘ ଆସ୍ପାୟର ‘ ଲୋଗୋ ଉନ୍ମୋଚିତ

ମାଲକାନଗିରି : ଆଜି ଜିଲ୍ଲା ପରିଷଦ ସଭାଗୃହ ଠାରେ ଜୁଲାଇ ମାସ ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବର୍ଷା ଦିନରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ

ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, ଲଗାଯିବ ଲକ୍ଷ ଲକ୍ଷ ଚାରା

ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ ।

ପାଟଧରା ଜଙ୍ଗଲରୁ ମାଓ ଡମ୍ପ ଠାବ, ମାରଣାସ୍ତ୍ର ସହ ଟିଫିନ ବୋମା ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏହି ମାଓ ଡମ୍ପ ଉଦ୍ଧାର କରିଛନ୍ତି । ଏଥିରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି

ମିଳିଲା ଶ୍ରବଣ ଯନ୍ତ୍ର, କିନ୍ତୁ କାମରେ ଆସିଲାନି: ଚିକିତ୍ସା ଅଭାବରେ ହନ୍ତସନ୍ତ ବୃଦ୍ଧଙ୍କ ଆକୁଳ ନିବେଦନ

ମାଲକାନଗିରି, ସରକାରଙ୍କ ପକ୍ଷରୁ ଶ୍ରବଣ ବାଧିତଙ୍କ ପାଇଁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଆବଶ୍ୟକ ଡାକ୍ତରୀ ସେବା ଓ ଠିକ୍ ଟ୍ୟୁନିଂ ବ୍ୟବସ୍ଥା ନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏଭଳି ଅଭିଯୋଗ କରିଛନ୍ତି ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି

ସଡ଼କ ଦୁର୍ଘଟଣାରେ ୩ ଶିଶୁ ମୃତ, ବାପା-ମା ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ଥିବା ଜଣାପଡିଛି । ଗୋଟିଏ ଦ୍ରୁତଗାମୀ ଟ୍ରଲର ଅନେକଙ୍କୁ ଚାପି ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ମୁମ୍ବାଇରେ ସ୍କୁଲ-କଲେଜ ବନ୍ଦ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲା ବେହାଲ ହୋଇଛି । ଯାହା ମୁମ୍ବାଇ, ପୁଣେ ଓ ନାଶିକ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି

ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଦାଦନ ଓଡ଼ିଆ ଶ୍ରମିକର ମୃତ ଦେହ

ନୟାଗଡ଼ (ନିସର୍ତ୍ତ): ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଓଡିଆ ଦାଦନ ଶ୍ରମିକର ମୃତ ଦେହ l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନିଜର ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ଦିନ ହେବ ୟୁଏଇ ଯାଇ ସେଠାରେ ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟ