Sign in
Sign in
Recover your password.
A password will be e-mailed to you.
ରଥଯାତ୍ରା ପରିଚାଳନା ପାଇଁ ଦାୟିତ୍ୱ ବଣ୍ଟନ, ଗଠନ ହେଲା ରଥ ନିର୍ଦ୍ଦେଶକ ଓ ବୈଷୟିକ ଦଳ
ପୁରୀ: ରଥଯାତ୍ରା ଓ ବାହୁଡ଼ାଯାତ୍ରା ପରିଚାଳନା ପାଇଁ ଦାୟିତ୍ବ ବଣ୍ଟନ । ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଗଠନ ହେଲା ପ୍ରତ୍ୟେକ ରଥର ନିର୍ଦ୍ଦେଶକ ଦଳ ଓ ବୈଷୟିକ ଦଳ । ଏସ୍ପି ପ୍ରତୀକ ସିଂହଙ୍କୁ ତାଳଧ୍ବଜ ରଥ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନନ୍ଦିଘୋଷ ରଥ ଏବଂ ଅତିରିକ୍ତ!-->…
ଆସନ୍ତାକାଲି ଭୁବନେଶ୍ୱରରେ ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ, ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ର ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । !-->…
ବ୍ୟାଙ୍କରେ ଖାତା ଖୋଲି ୪୪ ଶ୍ରମିକ ଠକେଇର ଶିକାର, ଆକାଉଣ୍ଟରେ କୋଟି କୋଟି ଟଙ୍କାର ନେଣଦେଣ
ଢେଙ୍କାନାଳ : ଚାକିରି ଲୋଭରେ ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର । ରାଜ୍ୟ ଓ ରାଜ୍ୟ ବାହାରୁ ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ । ଏଭଳି ଠକାମୀର ଶିକାର ହୋଇଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ଗାଁର ୪୪ ଜଣ ଶ୍ରମିକ।
ସୂଚନା ଅନୁସାରେ, କଟକ!-->!-->!-->…
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, କଟ୍ ଅଫରେ ରେଭେନ୍ସା ସବୁଠୁ ଆଗରେ
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଟ୍ ଅଫ୍ ଶୀର୍ଷରେ ରହିଛି ରେଭେନ୍ସା । କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଓ ବିଜ୍ଞାନରେ ସର୍ବାଧିକ ୯୩.୪୦ % ପ୍ରତିଶତ ରହିଛି । ବିଜ୍ଞାନ!-->…
ଭୁବନେଶ୍ବର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ
ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ!-->…
ଭିଜିଲାନ୍ସ ଜାଲରେ ରେଞ୍ଜର, ୪ଟି ସ୍ଥାନରେ ଚଢ଼ାଉ
କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ରେଞ୍ଜର । କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଦସ୍ତାବିଜ ଓ ଅନ୍ୟାନ୍ୟ!-->…
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି
କନ୍ଧମାଳ : ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ନୂତନ ସରକାରଙ୍କ ଦୁଇ ବର୍ଷ ପାଳନ କରୁଥିବା ବେଳେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଧୁରିବାର ନା!-->…
ଛାତ୍ର ଉପରେ ମାଡ଼ିଗଲା ବସ୍ , ଘଟଣାସ୍ଥଳରେ ଚାପା ଉତ୍ତେଜନା
ବରଗଡ଼: ଛାତ୍ର ଉପରେ ମାଡ଼ିଗଲା ବସ୍ । ବରଗଡ଼ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ ରଗବିନ । ରଗବିନ୍ ସ୍କୁଲ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ପ୍ରଥମେ ସହର ସ୍ଥିତ ଚିକିତ୍ସାଳୟ ପରେ ଖେଦାପାଲି ସ୍ଥିତ!-->…
ପୁଣି ଚର୍ଚ୍ଚାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : ବିଫଳତା ଓ ବିପର୍ଯ୍ୟୟ ପଛର ଗୁମର କଥା
ବ୍ରହ୍ମପୁର : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ବିକାଶ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟ ରେ ଗଠିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯକ୍ରମ ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ସୁପାରିଶ ଅନୁସାରେ ୨୦୧୫ ଜୁନ ମାସ ରେ ବ୍ରହ୍ମିପୁର ରେ ସ୍ଥାପନ ହୋଇ ଥିଲା ଖଲ୍ଲିକୋଟ!-->!-->!-->…
ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ
ପଦ୍ମପୁର: ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ । ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରୁ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ।
ସୂଚନାଅନୁଯାୟୀ, କନସିଂହା ଗାଁର ୯ ଜଣ ଯୁବକ ମଙ୍ଗଳବାର ବରିହାପାଲି ପଞ୍ଚାୟତ ଝାଞ୍ଜ ପାହାଡ!-->!-->!-->…