ଆସିକାରେ ଲଜ୍ ଓ ହୋଟେଲ ରେ ସ୍ୱଳ୍ପ ସମୟ ରହଣି ପାଇଁ ହଜାରେ !

ବିନା ପରିଚୟ ପତ୍ରରେ ରୁମ ମିଳୁଛି…..! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା

ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଲୋକ ଦବିଥିବା ଆଶଙ୍କା

ପୁଣେ : ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ରରେ ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଚାଲିଛି । ପୁଣେରେ ଏକ ବିଲିଡିଂ ଭୁଶୁଡ଼ିବା ଯୋଗୁଁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ପୁଣେ ଜିଲ୍ଲାର ପିମ୍ପରୀ-ଚିଚୱଡରେ ଏକ ୩ ମହଲା

ଟାୟାର ପମ୍ପଚର ସଜାଡ଼ିବା ବେଳେ ଚଢ଼ିଗଲା ଟ୍ରକ, ୪ ମୃତ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲା ପ୍ରୟାଗରାଜ-କାନପୁର ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜ୍ଞାତ ପିକଅପ୍ ଗାଡିର ଟାୟାର ପମ୍ପଚର ହୋଇଥିବାରୁ ଏମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ପଛରୁ ଆସି ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ସମସ୍ତ

ପର୍ସନପାଲ୍ଲୀରେ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ୨୬୧ ହିତାଧିକାରୀଙ୍କ ପଞ୍ଜୀକରଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମପଞ୍ଚାୟତର ପର୍ସନପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଇଲାକାରୁ ହିତାଧିକାରୀଙ୍କ ସକ୍ରିୟ ଯୋଗଦାନ ଯୋଗୁଁ କ୍ୟାମ୍ପଟି ସଫଳ

ପହଲଗାମ ଆକ୍ରମଣ ସହ ସମ୍ପୃକ୍ତ ଥିବା ଲସ୍କର-ଇ-ତୋଇବାର ଶୀର୍ଷ କମାଣ୍ଡର ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୪ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଯବାନ ଚର୍ଚ୍ଚିତ ଲସ୍କର-ଇ-ତୋଇବାର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଛି । ପହଲଗାମ୍ ଆକ୍ରମଣ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଥିବା ଶୀର୍ଷ କମାଣ୍ଡରଙ୍କ ମୃତଦେହ

ମଝି ଆକାଶରୁ ଗାୟବ ହେଲା ପାକିସ୍ତାନର କାର୍ଗୋ ବିମାନ

ଲାହୋର : ୟୁଏଇ ଶାରଜାହରୁ ପାକିସ୍ତାନ କରାଚୀ ଆସୁଥିବା ଏକ ପାକିସ୍ତାନୀ କାର୍ଗୋ ବିମାନ ମଙ୍ଗଳବାର ରାତିରେ ମଝି ଆକାଶରୁ ନିଖୋଜ ହୋଇଯାଇଛି । ବିମାନରେ ଚାଳକ ଦଳର ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ । ବିମାନର ସନ୍ଧାନ ଜାରି ରହିଛି । ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ

ଇରାନ ଉପରେ ଆମେରିକାର ମିସାଇଲ ମାଡ଼! ୮୦ଟି ଘାଟି ଧ୍ୱଂସ

ଆମେରିକା : ବଦଲା ନେଲା ଆମେରିକା! । ଇରାନ ଉପରେ ଟ୍ରମ୍ପସେନାର ମିସାଇଲ ମାଡ଼!। ୮୦ଟି ଘାଟି ଧ୍ୱଂସ । ଇରାନର ସାମରିକ ଘାଟି ଉପରେ ବୋମାମାଡ କରିଛି ଆମେରିକା। କିଛି ସପ୍ତାହ ପୂର୍ବରୁ ହୋଇଥିବା ଅସ୍ଥାୟୀ ସରକାରୀ ଚୁକ୍ତିକୁ ବେଖାତିର କରି ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଭୟଙ୍କର

ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଆସନ୍ତାକାଲି ହୀରାକୁଦରୁ ଛଡ଼ାଯିବ ପ୍ରଥମ ପର୍ଯ୍ୟାୟ ବନ୍ୟା ଜଳ, ଖୋଲାଯିବ ୪ଟି ଗେଟ୍

ସମ୍ବଲପୁର:ରାଜ୍ୟରେ ବର୍ଷାର ପରିମାଣ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ

ଗୁଜୁରାଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ପୂରୀ: ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ। ଦୁଇଟି ସ୍ନାଇପର ଟିମ୍ ସହ ଅଗ୍ନିଶମ ବିଭାଗର ଲ୍ୟାଡର୍,K 9 ସନ୍ଧାନୀ କୁକୁର,ବୋମା ନିଷ୍କ୍ରିୟକାରୀ ଦଳ ସାମିଲ ଥିଲ । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଗତକାଲି ପରି