Sign in
Sign in
Recover your password.
A password will be e-mailed to you.
୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ଏକ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ରୀନା!-->…
ପଦ୍ମଶ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ କଲେ ଆଲୋଚନା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଗର୍ବିତ କରି ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବରେଣ୍ୟ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିଛନ୍ତି । ପଦ୍ମଶ୍ରୀ ଡ଼.ଜିତେନ୍ଦ୍ର ହରିପାଲ, ଚର୍ତୁଭୂଜ ମେହେର, ପଦ୍ମଶ୍ରୀ ପ୍ରମୋଦ ଭଗତ, ପଦ୍ମଶ୍ରୀ!-->…
୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ!-->…
‘ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’
ଭୁବନେଶ୍ବର: ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ ୨ ଦିନିଆ ମେଗା କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଜଣାଶୁଣା ଚେହେରା ଯୋଗ ଦେବେ। ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ!-->…
ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ଲାଗି ଆବାସ ପ୍ଲସ-୨ ସର୍ଭେ ଆରମ୍ଭ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଜରିଆରେ ନୂଆ ହିତାଧିକାରୀ ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ଏଥିରେ ଯୋଡ଼ିବାକୁ ଆରମ୍ଭ ହୋଇଛି ଆବାସ ପ୍ଲସ ୨ ସର୍ଭେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ!-->…
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା
କଟକ: କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ ଜେନାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ!-->…
ଆରାକାନ ସେନାର ନିର୍ଯାତନା: ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ରୋହିଙ୍ଗ୍ୟା
ନାପିଦ୍ବ: ମିଆଁମାରରେ ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ)ର ପ୍ରଭାବ ବୃଦ୍ଧି ପାଇଛି। ମିଆଁମାରର ରାଖାଇନ୍ ରାଜ୍ୟକୁ ଆରାକାନ୍ ଆର୍ମି ଜୁଣ୍ଟା ସେନାଠାରୁ ଛଡ଼ାଇ ନିଜ ଦଖଲକୁ ନେଇଛି। ଏହି କାରଣରୁ ସ୍ଥାନୀୟ ରୋହିଙ୍ଗ୍ୟାମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି।ମିଆଁମାରର ବାଂଲାଦେଶ ସହିତ!-->…
ଭାରତ-ବାଂଲାଦେଶ ସୀମାରୁ ୧.୪ କୋଟି ଟଙ୍କାର କଫସିରଫ ଜବତ
ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ୩୨ତମ ବାଟାଲିୟନ ଏକ ବଡ ଡ୍ରଗ୍ସ ଚୋରା ଚାଲାଣ ଉପରେ ଚଢ଼ାଉ କରିଛି | ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନଦୀୟା ଜିଲ୍ଲାର କିଶନଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ମାଝଡିଆର ନାଘାଟା ଅଞ୍ଚଳରେ ବିଏସଏଫ ଏକ ବଡ଼!-->…
ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର: ରାଷ୍ଟ୍ରପତି
ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ!-->…
ଦୁଇ ଡଙ୍ଗାରେ ଗୋଡ଼ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ପାକ୍ ବିଶେଷଜ୍ଞଙ୍କ ଚେତାବନୀ
ଇସ୍ଲାମାବାଦ: ଇରାନ ଏବଂ ରୁଷିଆ ସହିତ ଭାରତ ନିଜର ସମ୍ପର୍କ ବଜାୟ ରଖିଥିବାବେଳେ ଏହି ଦେଶଗୁଡିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହ ସମ୍ପର୍କ ବଜାୟ ରଖିଛନ୍ତି। କିନ୍ତୁ ଭବିଷ୍ୟତରେ ଏହି ସନ୍ତୁଳନ କଷ୍ଟସାଧ୍ୟ ହେବ। ପାକିସ୍ତାନର ବୈଦେଶିକ ବ୍ୟାପାର ବିଶେଷଜ୍ଞ ଶାଜିଆ ଅନୱାର ଖେମା!-->…