Sign in
Sign in
Recover your password.
A password will be e-mailed to you.
ମଣିପରୁ ହିଂସା ଘଟଣା; ନିଖୋଜ ଥିବା ୬ ଜଣଙ୍କ ମୃତଦେହ ମିଳିଲା
ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରି ବନ୍ଧକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଆଜି ଆଉ ତିନି!-->…
ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ!-->…
ଚିକିଟୀ ପ୍ରେସ କ୍ଳବ ତରଫରୁ ତ୍ରୟୋଦଶ ଜାତୀୟ ପ୍ରେସ ଦିବସ ପାଳିତ
ଚିକିଟୀ : ଏହି ବ୍ଲକର ଚିକିଟୀ ପ୍ରେସ କ୍ଲବ ତାର ତ୍ରୟୋଦଶ ପ୍ରେସ଼୍ ଦିବସ ପାଳନ କରିଛି l ପ୍ରଥମେ ଚିକିଟୀ ର ଆରାଧ୍ୟ ଦେବୀ ମା ବlଳକୁମାରୀଙ୍କ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏହି ଅବସରରେ ସାମ୍ବାଦିକମାନଙ୍କ ଦେଶଗଠନ ରେ କିଭଳି ଭୂମିକା!-->…
ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ନିଆଁ, ଟଳିଲା ବଡ ବିପଦ
ଭଦ୍ରକ: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ନିଆଁ । ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ତେବେ ସୂଚନା!-->!-->!-->…
କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କର୍ନେସ ପଡ଼ିଆରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି | ପଞ୍ଚମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ କବିତା ପାଠୋତ୍ସବ ଓ ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟର!-->…
କନ୍ଧମାଳ ଜିଲ୍ଲା ବାରିକସଂଘର ୩ୟ ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ନିର୍ବାଚନ : ସଭାପତି ପ୍ରଶାନ୍ତ ବେହେରା ସମ୍ପାଦକ…
ଫୁଲବାଣୀ : ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖା ର ୩ୟ ବାର୍ଷିକ ଉତ୍ସବ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ନୁତନ ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ଭାବେ ଅରିତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ଆଜି!-->…
କଟକ ଏସସିବି ମେଡ଼ିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ
କଟକ : କଟକ ଏସସିବି ମେଡ଼ିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଏସସିବି ମେଡ଼ିକାଲରେ ୩ ମାସ ମଧ୍ୟରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଚେନ୍ନାଇର ଏମଜିଏମ ହସ୍ପିଟାଲ ସହାୟତାରେ ଏସସିବି ମେଡ଼ିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଏ ନେଇ ଆଜି ଏସସିବି ମେଡିକାଲର ଭିତ୍ତିଭୂମି!-->…
ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲ ଗାନ୍ଧିଙ୍କ ବ୍ୟାଗରେ ଖାନତଲାସୀ କରିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ଏଥିରେ!-->…
ବାଦ ବିବାଦ ପରେ ପୁଣି ହେବ ଆସିକା ରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା …
ଆସିକା ରେ ଲେଖା ନଛିଡ଼ିବାରୁ ଵ୍ରହ୍ମପୁର ରେ ଲେଖା ଛିଡିଲା…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା ୧୪ ତାରିଖ ଠାରୁ। ନିସର୍ତ୍ତ ରେ କବାଡ଼ି ପାଇଁ ଚାନ୍ଦା ଆଦାୟ ହେଉଥିବା ନେଇଗତ ୨୮ ତାରିଖ ରେ ଖବର ପ୍ରକାଶ ହୋଇଥିଲା।ଏହି!-->…
ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ: ମୋହନ ମାଝୀ
ଭୁବନେଶ୍ଵର: ୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ । ୧୭ରୁ ୨୦ ଯାଏ ୩ ଦିନିଆ ସିଙ୍ଗାପୁର ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ!-->…