Sign in
Sign in
Recover your password.
A password will be e-mailed to you.
‘ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି’
ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି। ମୋଦି ଏବେ ଆମେ ଯାହା କହୁଛୁ ତାହା!-->…
କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ
କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସେମାନେ ଅଭିଭୂତ ହୋଇଛନ୍ତି । ୧୨ଶହ ବଢେଇ ନିହାଣ ମୁହଣରେ ପଥରକୁ ଖୋଳି ଯେଉଁ କଳା ଭାସ୍କର୍ଯ୍ୟ କରିଯାଇଛନ୍ତି, ତାହା ଚିରସ୍ମରଣୀୟ ବୋଲି ସେମାନେ ମତପ୍ରକାଶ!-->…
ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ନୋଟ୍; ମା’,ପୁଅ ଅଟକ
ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରୁ ଚୋରି କରି ବାଲେଶ୍ୱର କମର୍ଦ୍ଦାରେ ଟଙ୍କା ଲୁଚାଇଥିଲେ ଅଭିଯୁକ୍ତ । ମାତ୍ର ପୁଲିସ୍ ଖୋଜାଖୋଜି କରି ଖତ ଗଦା ସମେତ ଘରୁ ବାହାର କରିଛି ୧୪ ଲକ୍ଷ ଟଙ୍କା।
ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା!-->!-->!-->…
ଡେବ୍ରିଗଡ ଅଭୟାରଣ୍ୟରେ ବିଚରଣ କରୁଛନ୍ତି ୬୫୯ ଗୟଳ
ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ଅଛନ୍ତି ୬୫୯ଟି ଗୟଳ । ୬୫୯ଟି ରୁ ୨୧୦ଟି ଗୟଳ କମ୍ ବୟସର ଅଛନ୍ତି । ଗତ ୧୨ ଏବଂ ୧୩ ତାରିଖରେ ପ୍ରଥମ ଥର ପାଇଁ ସମ୍ବଲପୁର ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା ହୋଇଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଏଫ୍ଓ ।
ତେବେ ୨ ଦିନ!-->!-->!-->…
ଜମ୍ମୁ-କଶ୍ମୀରରେ ବେକାରୀ ହାର ଦେଶରେ ସର୍ବାଧିକ
ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବହୁମାତ୍ରାରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE)ର ୨୦୨୪ ପ୍ରଥମ ତ୍ରୟମାସିକ ତଥ୍ୟ ଅନୁଯାୟୀ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାର ଅଛନ୍ତି। ଏମାନଙ୍କ ମଧ୍ୟରୁ ୧.୦୯ ଲକ୍ଷ ଯୁବକ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା!-->…
ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ବର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ!-->…
ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ବିକ୍ରି ହେବ ଓମଫେଡ୍ ଚକଲେଟ ସାଙ୍ଗକୁ ପାଣି
ଭୁବନେଶ୍ବର: ଖୁବ୍ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ । ଅନ୍ୟ ରାଜ୍ୟ ଭଳି ଏଣିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରୋତ୍ସାହନ ରାଶି ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ!-->…
ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
ବିଜେପି ଓ କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ ଆୟୋଗ। ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦଳର ସଭାପତିମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଆସନ୍ତା ସୋମବାର ସୁଦ୍ଧା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି!-->…
ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍’
ବାରିପଦା: ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍’ l ଏନକ୍ଲୋଜରରେ ଘୁଷୁରିକୁ ଶିକାର କରି ଖାଇଲା ବାଘୁଣୀ ‘ଜିନତ୍’ l ରାତି ପ୍ରାୟ ୧୦ଟାରେ ଏନ୍କ୍ଲୋଜର୍ରେ ପ୍ରଥମ ଶିକାର କରିଛି ବାଘୁଣୀ l ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍’ର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା!-->…
ରାଜଧାନୀରେ ଉଭା ହୋଇଛନ୍ତି ଜୁନିୟର ସାରଥୀ, ତୁଳସୀ ଓ ମୟୂର ଚୂଳ ପିନ୍ଧି ସଜେଇ ହୋଇଛନ୍ତି
ଭୁବନେଶ୍ୱର : ରାଜଧାନୀରେ ଉଭା ହୋଇଛନ୍ତି ଜୁନିୟର ସାରଥୀ । ବୟସ ପାଖାପାଖି ୧୮ । ତୁଳସୀ ଓ ମୟୂର ଚୂଳ ପିନ୍ଧି ସାରଥୀଙ୍କ ଭଳି ସଜେଇ ହୋଇଛନ୍ତି । ତାଙ୍କୁ ଲୋକ ପୂଜା ବି କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠ ଧାମ ସେବାଶ୍ରମରେ ଏଭଳି ଜଣେ ବାବା ଉଭା ହୋଇଛନ୍ତି । ତାଙ୍କ ନାଁ!-->…