ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ

ଭୁବନେଶ୍ବର : ଦୁଇ ଦିନ ପରେ ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା। ଭିଡିଓ ଜାରି କରି କହିଛନ୍ତି, ମୋ ପୁଅ ଠାକୁର ବୋଲି କେବେ କହିନାହିଁ। ମୋ ପୁଅ ଠାକୁର ନୁହେଁ ବୋଲି ନାବାଳକ ବାବାଙ୍କ ପୁଅ ପଣ୍ଡିତ କାଶୀନାଥ ମିଶ୍ର । ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ

ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଭୁବନେଶ୍ବର : ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ତିନୋଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ନଭେମ୍ବର ୨୯ରୁ ଡିସେମ୍ବର ୧

ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ

ଭୁବନେଶ୍ବର : ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି

ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’

ଭୁବନେଶ୍ବର : ଆଜି ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ

ଗ୍ରାମକୁ ରାସ୍ତା ନାହିଁ, ଦୋଳାରେ ୯ କିଲୋମିଟର ବୁହା ହେଲେ ରୋଗୀ

ପାତ୍ରପୁର: ଗ୍ରାମକୁ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳରେ ଅଧାରାସ୍ତାରୁ ଜଣେ ଆଦିବାସୀ ବୃଦ୍ଧାଙ୍କୁ ପ୍ରାୟ ୯ କିଲୋମିଟର ଦୋଳାରେ ବୋହି ଗାଁକୁ ନେବାକୁ ପଡ଼ିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ତସରଙ୍ଗ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ

ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ 

ବେଙ୍ଗାଲୁରୁ : ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ ନଭେମ୍ବର ୧୩ରେ ଘଟିଥିଲା। ଏଥିରେ ଜଣେ ୩୯ ବର୍ଷୀୟ

‘ପରିସ୍ଥିତି ସୁଧାରିବାରେ ବିଫଳ’; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ

ଜେଲରୁ ଇମ୍ରାନଙ୍କ ମୁକ୍ତି ଦାବି କଲେ ଆମେରିକୀୟ ସାଂସଦ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକ୍ତି କରିବା ଲାଗି ଦାବି କରିଛନ୍ତି ଆମେରିକୀୟ ସାଂସଦ। ଏଥିଲାଗି ୪୬ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଦାବି ଜଣାଇଛନ୍ତି। ଇମ୍ରାନଙ୍କ ସହିତ ଜେଲରେ ବନ୍ଦୀ ଥିବା ଅନ୍ୟ ନେତାମାନଙ୍କୁ ବି ମୁକ୍ତ

‘ମିସ୍‌ ୟୁନିଭର୍ସ ୨୦୨୪’: ଇତିହାସ ରଚିଲା ଡେନମାର୍କ

ମୁମ୍ବାଇ : ୨୦୨୪ ମିସ୍ ୟୁନିଭର୍ସ ଘୋଷିତ। ଚଳିତ ବର୍ଷର ଏହି ସମ୍ମାନଜନକ ଟାଇଟଲ୍ ହାତେଇଛି ଡେନମାର୍କ। ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର ଥେଲବିଗ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୪। ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଡେନମାର୍କକୁ ମିସ୍ ୟୁନିଭର୍ସ ଟାଇଟଲ୍ ଭେଟି

ପୂର୍ବତନ ସିଜେଆଇ ବିଚାରପତି ନ ହୋଇ ଅଧ୍ୟାପକ ହେବା ଉଚିତ ଥିଲା: ଉଦ୍ଧବ ଠାକରେ

ମୁମ୍ବାଇ : ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ଚନ୍ଦ୍ରଚୂଡ଼ ଶିବ ସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି କରି ନ ଥିବାରୁ ସେ ଅସନ୍ତୋଷ ଥିବା