ଲୁଟେରଙ୍କ ଚରାଭୁଇଁ ପାଲଟିଛି ହିଞ୍ଜିଳି : ୭ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ବିଦ୍ୟୁତ ତାର ଚୋରି

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଗତ ୧ ମାସ ମଧ୍ୟରେ ହିଞ୍ଜିଳି ଥାନା ଇଲାକାରେ ୫୦ରୁ ଉର୍ଦ୍ଧ୍ଵ ଚୋରୀ ଘଟଣା ଘଟିଥିବା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : କଳସ ଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି

ସାମ୍ବାଦିକଙ୍କ ମାତୃ ବିୟୋଗ

ଛତ୍ରପୁର : ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ମାତା ତଥା ଅବସର ପ୍ରାପ୍ତ ଷ୍ଟାଫ ନର୍ସ ପ୍ରତିମା ମହାନ୍ତି (୮୬)ଙ୍କ ମୃତ୍ୟୁ ଘଟିଛି। ସେ ଶିକ୍ଷାବିତ ତଥା ରୋଟାରୀୟନ ଏସ. ରେଖା ମହାନ୍ତି ଙ୍କ ଶାଶୁ ଅଟନ୍ତି । ସେ ଜଣେ ଧର୍ମ ପାରାୟଣ, ମେଳାପି ଏବଂ ଶାନ୍ତ ସ୍ଵଭାବର

ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତ ସଭାପତିଙ୍କୁ ଗୁଳି

ଉମରକୋଟ /ଝରିଗାଁ : ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତର ସଭାପତିଙ୍କୁ ଗୁଳିମାଡ଼ । ମିଳିଥିବା ସୂଚନା ଅନୁଯାୟୀ ପାଲିଆ ପଞ୍ଚାୟତର ବିଜେଡି ପଞ୍ଚାୟତ ସଭାପତି ଡମନା ଭତ୍ରା(୩୨) କାଲି ରାତି ଆନୁମାନିକ ପ୍ରାୟ ୭.୩୦ ଘଣ୍ଟା ସମୟରେ ଘରୁ ଖାଇବା ପରେ ଦମନା ତାଙ୍କ ଜମି ନିକଟରେ ଅପେକ୍ଷା

ଦୁର୍ଘଟଣାରେ ୨ ଗୁରୁତର, ୪ ଆହତ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଇଲାକାର ପୃଥକ ସ୍ଥାନରେ ଦୂର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ମାନେ ହେଲେ

ତହଁର ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ : ମାଙ୍କଡ କାମୁଡାରେ ୧୫ରୁ ଉର୍ଦ୍ଧ୍ଵ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ପାଗଳ ମାଙ୍କଡ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ କାମୁଡାରେ ସଂପୃକ୍ତ ଗ୍ରାମର ୧୫ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ତହଁର ଗ୍ରାମର ବୃନ୍ଦାବନ ଦାଶ, ନିରଞ୍ଜନ ପଣ୍ଡା,

ସତ୍ୟସାଇ ସେବା ସମିତି ତରଫରୁ ପ୍ରେମ ସଞ୍ଜିବନୀ ରକ୍ତଦାନ ଶିବିର

ଫୁଲବାଣୀ : ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଫୁଲବାଣୀର ସାଇବିହାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି l ଭଗବାନ ବାବାଙ୍କ ୯୯ତମ ଜନ୍ମତ୍ସବ ଅବସରରେ କରାଯାଇଥିବା ଏହି ଶିବିରରେ ସମୁଦାୟ ୨୭ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି ଶିବିରକୁ ସ୍ଥାନୀୟ ଏଚ. ଡି. ଏଫ. ସି

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସ୍ତରୀୟ ବୈଠକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସଭାପତି ମହୋନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନସ କ୍ଳବ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ

ହତ୍ୟା ମାମଲା ରଫାଦଫା ପାଇଁ ଧମକ : ହତ୍ୟା ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟା ମାମଲାକୁ ରଫାଦଫା ପାଇଁ ଧମକ ଦେଇଛନ୍ତି ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ପୁଅକୁ ପୁଣି ଥରେ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ

ପଞ୍ଚୁକଯାତ୍ରା ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ଅରବିନ୍ଦ ନଗର ଠାରେ ଦିର୍ଘ ଦିନ ଧରି ଚାଲୁଥିବା ପଞ୍ଚୁକ ଯାତ୍ରା ସମାପନ ହୋଇଛି lଏହି ପଞ୍ଚୁକ ଯାତ୍ରାର ପରିଚାଳନା କନ୍ଧମାଳ ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର କରିଥିଲେ l ପ୍ରାରମ୍ଭ ଦିନ ସକାଳ ୮ ଟା ସମୟରେ ଫୁଲବାଣୀ ସାଲୁକଙ୍କି