ରୋଟାରୀ କ୍ଲବ ପକ୍ଷରୁ ଗୁରୁସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ପବ୍ଲିକ ସ୍କୁଲ ଅଡିଟୋରିଅମ ଠାରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ରୋଟାରୀ ସଭାପତି ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜଜ୍ଞାସିସ ମହାପାତ୍ର, ସିଡି ଏମ ଓ

ଦୁର୍ଘଟଣା ଗସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇ ପ୍ରଶଂସିତ ହେଲେ ନବରଙ୍ଗପୁର ବିଧାୟକ

ନବରଙ୍ଗପୁର : ସାଧାରଣ ଜୀବନ ଚର୍ଯ୍ୟା ଆଉ ଶାନ୍ତ ସରଳ ଵ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କର ପ୍ରିୟପାତ୍ର ହେଇପାରିଥିବା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଆଜି ନିଜ ମଣିଷପଣିଆ ପାଇଁ ପ୍ରଶଂସିତ ହେଉଛନ୍ତି | ସଡ଼କ ଦୁର୍ଘଟଣାରେ ଆହତ ମାନଙ୍କୁ ନିଜ ଗାଡିରେ ବସେଇ ଚିକିତ୍ସା ପାଇଁ

ଛାଡଖାଇ – ଆମିଷ ବଜାରରେ ଗ୍ରାହକଙ୍କ ଖଚାଖଚ୍ ଭିଡ, ବେପାରୀ ଖୁସ୍‌

ହିଞ୍ଜିଳିକାଟୁ : ସରିଛି ଧର୍ମ ଅର୍ଜନର ମାସ କାର୍ତ୍ତିକ । ମାସ ସାରା ଆମିଷ ବଜାର ଖାଁ ଖାଁ ରହିଥିବା ବେଳେ ଶନିବାର ପଡିଥିଲା ଛାଡଖାଇ ପର୍ବ। ଶନିବାର ତ ବହୁଲୋକ ଆମିଷ ଖାଇନଥାନ୍ତି । ତେବେ ରବିବାର ଜମିଛି ଛାଡକାଇରେ ଆମିଷ ବେପାର ।ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ

ବିମାନ ବନ୍ଦରରେ ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧନା; ସ୍ବପ୍ନ ସାକାର ହେଲା କହିଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ବର: ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପରେ ଓଡ଼ିଶାର ଐତିହାସିକ ବିଜୟ । ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ପ୍ରଥମ ଥର ଟାଇଟଲ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିଛି ଓଡ଼ିଶା ହକି ସଂଘ । ବିଜୟ ପରେ ରବିବାର ଓଡ଼ିଶା ଫେରିଛି ଦଳ । ଭୁବନେଶ୍ବର ବିମାନବନ୍ଦରରେ ଟିମ୍

ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି

କୋରାପୁଟ : ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍‌ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ

ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି

କେନ୍ଦୁଝର : ଏକ ଯାତ୍ରା ପାର୍ଟି ଗାଡ଼ି ଓଲଟି ପଡ଼ିବାରୁ ୪ ଜଣ କଳାକାର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ମାଛଗୋଡ଼ ଗ୍ରାମ ନିକଟରେ ଘଟିଛି ଏହି ଘଟଣା। ଆଜି ରାଜନନ୍ଦିନୀ ଯାତ୍ରା ପାର୍ଟିର କିଛି କଳାକାର ଏକ କାର ଯୋଗେ ଗୋରାସ ଗ୍ରାମକୁ ଯାଉଥିଲେ। ସେଠାରେ ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ

ଖୁବ୍ ଶୀଘ୍ର ବଡ ଡାକ୍ତରଖାନାରେ ହୃତ୍‌ପିଣ୍ଡ ପ୍ରତିରୋପଣ

କଟକ :କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ହୃତ୍‌ପିଣ୍ଡ ପ୍ରତିରୋପଣ। ଏଥିପାଇଁ ଶନିବାର ଚେନ୍ନଇର ମହାତ୍ମା ଗାନ୍ଧୀ ହେଲ୍‌ଥ କେୟାର ଇନଷ୍ଟିଚ୍ୟୁଟର (ଏମଜିଏମ )ଡାକ୍ତରୀ ଦଳ ଏସ୍‌ସିବି ମେଡ଼ିକାଲରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସିଟିଭିଏସ୍ ବହିର୍ବିଭାଗରେ ଚାରି

ବେଆଇନ ଭାବେ ଜମି ବିକ୍ରି ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ କଡା ଆକ୍ସନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଛାଡ଼ଖାଇ ଲାଗଚି ଆମିଷ ବିଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର : ଜମିଲା ଛାଡ଼ଖାଇ ବଜାର । କାର୍ତ୍ତିକ ପୂର୍ଣ୍ଣିମା ପରେ ଗତକାଲି ସଂକ୍ରାନ୍ତି ଯୋଗୁଁ ଫିକା ପଡ଼ିଥିଲା ଆମିଷ ବଜାର। ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ

ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ବର :ନାବାଳକଙ୍କୁ ଦିଆଗଲା ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । କଳକୀ ଅବତାର କହି ପୂଜା କରାଗଲା। ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ହେଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ