Sign in
Sign in
Recover your password.
A password will be e-mailed to you.
ରାଇଘରରେ “ମା କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ, ବୃକ୍ଷରୋପଣ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ/ରାଇଘର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ “ମାଁ କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ ଜନସଚେତନତା ଏବଂ ପରିବେଶ ସୁରକ୍ଷାର ଏକ ଅଭିନବ ପଦକ୍ଷେପ ଭାବେ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ମାଆଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସହ ପରିବେଶ!-->!-->!-->…
ଶେଷ ହେଲା କୋରାପୁଟରେ 99% ଗଣନା ଫର୍ମ ଡିଜିଟାଇଜେସନ୍
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଙ୍କ ବୈଠକ ଅନୁଷ୍ଠିତ
କୋରାପୁଟ. : ଏସ ଆଇ ଆର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରେ 24 ଜୁନ୍ 2026 ସୁଦ୍ଧା 99% ଗଣନା ଫର୍ମ (EF) ର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 966424 ଜଣ ଭୋଟର ଅଛନ୍ତି ଏବଂ ଅବଶିଷ୍ଟ 1%!-->!-->!-->…
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ
ନୟାଗଡ଼: ରାଜ୍ୟ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ବିଭାଗ କଂଗ୍ରେସ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟାଳୟ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ଜାତିଭିତ୍ତିକ ସଂଗଠନ ପାଇଁ!-->…
ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକଙ୍କ ମୃତ୍ୟୁ
ବାଲିଗୁଡା, ତା, ୨୫/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୋଷ୍ଟାଲ କାର୍ଯ୍ୟାଳୟରେ ବ୍ଯବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।!-->!-->!-->…
ବାଲିଗୁଡାରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହିତ!-->!-->!-->…
ଜୁଲାଇ ତିନିରେ ବରିଷ୍ଠ କଳାକାର ସଂଘର ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା
ବ୍ରହ୍ମପୁର, ତା. ୨୫/୦୬ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ସଂଘର ସପ୍ତମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟକାରୀ!-->!-->!-->…
ବୋମା ପକାଇ ରାମ ମନ୍ଦିର ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର
ଲକ୍ଷ୍ନୌ, : ରାମ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ଏନ୍ଆଇଏ ଏବଂ ଏଟିଏସ୍ ଦ୍ବାରା ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫସା କରାଯାଇଛି ଏବଂ ଉତ୍ତରପ୍ରଦେଶର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଏହି ମାମଲାରେ କର୍ଣ୍ଣାଟକର ଦବଙ୍ଗେରେରୁ ଗିରଫ କରାଯାଇଛି। ଅଯୋଧ୍ୟା!-->…
ମହିଳାଙ୍କୁ ପ୍ରେମ ନିବେଦନ ଓ ଦୁଷ୍କର୍ମ ଘଟଣା: ଜାତୀୟ ମାନବାଧିକାର କମିଶନରେ ମାମଲା
ନୟାଗଡ:ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାଶ ନ୍ୟାୟ ଦେବା ବଦଳରେ ଭଡ଼ା ଘରକୁ ଡ଼ାକି ଦୁଷ୍କର୍ମ କରିବା ଏବଂ ଦୁଇଟି ମିଥ୍ୟା ମାମଲା କରି ଜେଲ ପଠାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅପିଲ କରାଯାଇଛି ।ଅଭିଯୁକ୍ତ ପୋଲିସ ଅଧିକାରୀ ସୁଜିତ କୁମାର!-->…
ୟୁରୋପରେ ଭୀଷଣ ଗ୍ରୀଷ୍ମପ୍ରବାହ, ୭୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ୟୁରୋପ ଏବେ ଏକ ଐତିହାସିକ ଗ୍ରୀଷ୍ମଲହରିର ସମ୍ମୁଖୀନ ହେଉଛି। ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସ ଓ ବ୍ରିଟେନ ସହିତ ଅନେକ ଦେଶରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଜନଜୀବନ,!-->…
ଟ୍ରକକୁ ପଛରୁ ପିଟିଲା କାର୍, ଚାଲିଗଲା ୪ ଜୀବନ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମନ୍ଦସୌର ଜିଲ୍ଲା ସୀତାମଉ ଥାନା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଦ୍ରୁତଗାମ କାର୍ ଟ୍ରକରେ ପିଟିହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ଟି ସଂପୂର୍ଣ୍ଣ!-->…