ମହଙ୍ଗା ହେଲା ପାସପୋର୍ଟ ଫି, ଜୁଲାଇ ୧ରୁ ନୂତନ ଶୁଳ୍କ ଲାଗୁ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ୧୪ ବର୍ଷ ପରେ ପ୍ରଥମ ଥର

ଦୁଇ ଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣମୀ । ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ସ୍ନାନଯାତ୍ରାରେ ଚତୁର୍ଦ୍ଧା ବିଗ୍ରହ ରତ୍ନସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ଧାଡ଼ି

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଶିକ୍ଷକଙ୍କ ସମେତ ୩ ଗିରଫ

ଟିଟିଲାଗଡ : ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିକ୍ଷକ । ଆଜି କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ସଇଁତଳା ଥାନା ବରଗାଁ ନିକଟରେ ମାଡି ବସିଲା ଅବକାରୀ ବିଭାଗ । ଚଢାଉ ବେଳେ

ଵଜ୍ରାଘାତରେ ଦୁଇ ନାଵାଳକ ମୃତ

କଣ୍ଟାମାଳ : କ୍ରିକେଟ ଖେଳ ହେଲା କାଳ l  ଵଜ୍ରାଘାତରେ ଦୁଇ ନାବାଳକ ମୃତ l  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଝାଙ୍କରପଡା ରେ ଘଟିଛି ଏହି ଅଘଟଣ  l   ମୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଝାଙ୍କରପଦା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଯୁବକ ଚଉଁରିଆପଦର ଗାଁର ଚରନ କୁମ୍ଭାର  ବୋଲି

ଜନପଥରେ ଗାଡି ପାର୍କିଂ କଲେ ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର : ଏବେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା । ଭୁବନେଶ୍ବର ଜନପଥ ରୋଡ୍ ରେ କାର୍ କିମ୍ବା ବାଇକ୍ ପାର୍କିଂ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଭୁବନେଶ୍ୱର ମହାନଗର ନିଗମ ଆଣିଛି ନୂଆ ନୋଟିଫିକେସନ। ସହରରେ ଟ୍ରାଫିକ ସମସ୍ୟାର ସୁଧାର ପାଇଁ ଏହି ନିୟମ ନା

ବନ୍ଧା ହେଲେ ନକଲି ଆଇଏଏସ ଅଫିସର

ଭୁବନେଶ୍ୱର : ଆଇଏଏସ୍ ଅଫିସର ସାଜି ଲୁଟୁଥିଲା, ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ । ଦାମୀ ଚଷମା କିଣି ଟଙ୍କା ନଦେବାରୁ ଖୋଲିଗଲା ନକଲି ସବ୍ କଲେକ୍ଟରର ଅସଲ ମୁଖା । ଭୁବନେଶ୍ୱରରେ ନିଜକୁ IAS ଅଧିକାରୀ ଓ ସବ୍ କଲେକ୍ଟର ପରିଚୟ ଦେଇ ଲୋକଙ୍କ ଉପରେ ରୋବାବ୍ ଜମାଉଥିଲା

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ୪ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅଧିକାରୀ ନିଲମ୍ବିତ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର । ୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ପିଲାଙ୍କ ଶିକ୍ଷା ପାଇଁ

ଅଙ୍ଗନୱାଡି କେନ୍ଦ୍ରରେ ଗରମ ପେଜରେ ପଡି ଛାତ୍ରୀ ଗୁରୁତର

ଟିଟିଲାଗଡ଼: ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର । ଟିଟିଲାଗଡ଼ ବ୍ଲକ୍ କୁଶକେଲା ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରୀ ଜଣକ ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀ SIR କାର୍ଯ୍ୟ ପାଇଁ ଅନ୍ୟତ୍ର ଯାଇଥିବା ବେଳେ ସହାୟିକା ଖାଦ୍ୟ

ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ ହେବ, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ

ସ୍କୁଲରେ ପ୍ରଧାନଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

କାକଟପୁର : ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ । ୪ ଜଣ ଦୁର୍ବୃତ୍ତ ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ସରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭାବନୀୟ ଘଟଣା । ଗୁରୁତର ଶିକ୍ଷକ ଅକ୍ଷୟ ବିଶ୍ୱାଳଙ୍କୁ ମେଡିକାଲରେ