Sign in
Sign in
Recover your password.
A password will be e-mailed to you.
ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, ଭେନେଜୁଏଲାକୁ ବଢାଇଲେ ସହାୟତାର ହାତ
ନୂଆଦିଲ୍ଲୀ : ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ସବୁକିଛି ଛାରଖାର ହୋଇଛି । ରାଜଧାନୀ କାରାକାସ ସମେତ ଅନେକ ସହରରେ ବଡ଼ ବଡ଼ ବିଲିଡିଂ ଧ୍ବଂସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନେଜୁଏଲାରେ ଆସିଥିବା ଭୂକମ୍ପ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି!-->…
ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ବର ପ୍ରମାଣପତ୍ର ନୁହେଁ
ନୂଆଦିଲ୍ଲୀ : ପାସପୋର୍ଟ ଯାତ୍ରା ପାଇଁ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାସପୋର୍ଟ ହେଉଛି ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ । ଏହା ନାଗରିକତ୍ୱର ପ୍ରମାଣ ପତ୍ର ନୁହେଁ । ୧୪ତମ!-->…
ଭେନେଜୁଏଲାରେ ତାଣ୍ଡବ ରଚିଲା ଭୂମିକମ୍ପ, ୧୬୪ ମୃତ
ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି ।!-->…
ସେଲଫି ହେଲା କାଳ, କାବେରୀ ନଦୀରେ ବୁଡ଼ିଗଲେ ୫ ପର୍ଯ୍ୟଟକ
କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଫଟୋ ଉଠାଉଥିବା ବେଳେ ଚାଲିଗଲା ୫ ଜୀବନ । ଏଠାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଠୀରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ନଦୀ ସ୍ରୋତରେ ଭାସି ଚାଲିଗଲା ୫ ଜୀବନ । ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ!-->…
ବାଂଲାଦେଶୀଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃଆରମ୍ଭ କଲେ ଭାରତ ସରକାର
ଢାକା: ଭାରତ ସରକାର ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃସ୍ଥାପିତ କରିଛନ୍ତି। ବାଂଲାଦେଶରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଏହି ଘୋଷଣା କରିଛନ୍ତି।
ଶେଖ୍ ହସିନା ସରକାରଙ୍କ ପତନ ପରେ ଗତ ଦୁଇ ବର୍ଷ ଧରି ଏହି ଭିସା ସ୍ଥଗିତ ରଖାଯାଇଥିଲା। ତଥାପି ବାଂଲାଦେଶୀ!-->!-->!-->…
ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମକଡ୍ରିଲ
ପୁରୀ: ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମକ ଡ୍ରିଲ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସୁରକ୍ଷିତ ଭାବେ ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା ଶେଷ କରିବାକୁ ହୋଇଛି ମକ ଡ୍ରିଲ । ପୁରୀ ଟାଉନ ଥାନା ପରିସରରେ ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ରରେ ମକ!-->…
ସ୍କୁଟି-ପଲସର ମୁହାମୁହିଁ ଧକ୍କା, ଦୁଇ ଯୁବକ ମୃତ
ବ୍ରହ୍ମପୁର: ଦୁର୍ଘଟଣା ନେଲା ଦୁଇ ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି – ପଲସର ମୁହାମୁହିଁ ଧକ୍କା । ଦୁଇ ଯୁବକ ମୃତ, ଜଣେ ଗୁରୁତର ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା!-->…
ମହାପ୍ରଭୁ ଜଗନ୍ନାଥ ଆନିମେସନ ଚଳଚ୍ଚିତ୍ରକୁ ନେଇ ଆପତ୍ତି ଉଠାଇଲେ ଗଜପତି
ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ତିଆରି ହେଉଥିବା ଏକ ଆନିମେସନ ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଦେଇଛି । ଭୁବନେଶ୍ୱରର ‘ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ଏବଂ!-->…
ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଚୋରି ମାମଲା: ଅଭିଯୁକ୍ତଙ୍କ ଗୋଦାମ ଭାଙ୍ଗିଲା ପୋଲିସ ଓ ପ୍ରଶାସନ
ଭୁବନେଶ୍ବର: ସ୍ମାର୍ଟ ସିଟି ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ପୋଲ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆଜି ଅଭିଯୁକ୍ତମାନଙ୍କ ଗୋଦାମ ଘରକୁ ଭାଙ୍ଗିଛି ପୋଲିସ ଓ ପ୍ରଶାସନ । ବେଆଇନ୍ ଭାବେ ଗଢ଼ିଉଠିଥିବା ଗୋଦାମ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଏଥିସହ ଫେରାର ଅଭିଯୁକ୍ତ ସେକ୍!-->…
ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ, ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ
ଯାଜପୁର : ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣା ରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି । ଆଜି ଦ୍ଵିତୀୟ ଦିନରେ ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ ଜାରି ରହିଛି । ଜିଲ୍ଲାରେ ମୋଟ ୮ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ!-->…