ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା

ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର,

ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି

କଳାହାଣ୍ଡି: ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ । ଆଜି କବର ଖୋଳି ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିବାକୁ ପହଁଚିଥିଲା ଟାଉନ ଥାନା ଓ ସଦର ଥାନା ପୋଲିସ । ହେଲେ ଏହାକୁ ବିରୋଧ କରିଥିଲେ ରୁକସାନାଙ୍କପରିବାର ଲୋକେ । ଏପରିକି କବର ଖୋଲିଲେ ପୋଲିସ ଉପରେ

ଜିଦ୍‌ରେ ଅଟଳ ନର୍ସିଂ ଅଫିସର, ବିଭିନ୍ନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଆଜିଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ନର୍ସିଂ କର୍ମଚାରୀ ସଂଘ ସ୍ଥଗିତ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇବ। ୧୦ ଦଫା ଦାବିରେ ଧର୍ମଘଟ କରିବ ସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବି ହେବ। ଜରୁରିକାଳୀନ ରୋଗୀ

ଡ଼ବଲଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ର ବିକଳ୍ପ ବ୍ୟବସ୍ଥା : ସପ୍ତାହ କୁ ଦୁଇ ଦିନ ଉପବାସ ରୁହ ସୁସ୍ଥ ରୁହ…

ବ୍ରହ୍ମପୁର: ଗତ କିଛି ଦିନ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ନାକେଦମ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମେ ଅଟା,ଚାଉଳ, ଡ଼ାଲି, ତେଲ ପରେ ଆଳୁ ପିଆଜ, ଅଦା, ରସୁଣ ସାଙ୍ଗକୁ ପନିପରିବା ଦର ଅହେତୁକ ଭାବେ ଦିନକୁ ଦିନ

ଋଷିକଲ୍ୟା ନଦୀରେ ବୁଡି ବିଜୁଳି ପୃଷ୍ଟି ମୃତ…

ହିଞ୍ଜିଳିକାଟୁ, ୨୫/୯: ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଜଣେ ଯୁବକ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବିଜୁଳି ପୃଷ୍ଟି (୪୮) । ଯୁବକ ଜଣଙ୍କ ବୁଧବାର ସକାଳେ ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ଗାଧୋଉଥିବା

ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ଓକିଲ ଆହତ

ଭଞ୍ଜନଗର /ବୁଗୁଡ଼ା,:ବୁଗୁଡା ଥାନା ଅଞ୍ଚଳ ଅନ୍ତର୍ଗତ ମୋଟାବାଡି ରାସ୍ତାରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଓକିଲ ଆଶିଷ ରାଉତ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଯେ ,

ତିନି ଦିନିଆ ବିକାଶ ମେଳା ଉଦଯାପିତ : ଶେଷ ଦିନରେ ଗୀତ ନାଚରେ ଝୁମିଲେ ଦର୍ଶକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରେ ତିନି ଦିନ ଧରି ଚାଲିଥିବା ବିକାଶ ମେଳା ଆଜି ଉଦଯାପିତ ହୋଇଯାଇଅଛି। ଶେଷ ଦିନ ରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ତିନି ଦିନ ଧରି

ସଙ୍ଗୀତ ମାଧ୍ୟମରେ ଏଡ୍‌ସ ସଚେତନତା ସୁଦୁର ପ୍ରସାରୀ ହୋଇପାରିବ

ଫୁଲବାଣୀ : ଦେଶ ବ୍ୟାପି ଅଗଷ୍ଟ ୧୨ ତାରିଖ ଯୁବ ଦିବସ ଠାରୁ ଅକ୍ଟୋବର ମାସ୧୧ ତାରିଖ ପର୍ଯ୍ୟନ୍ତ ଏଚ୍.ଆଇ.ଭି./ ଏ.ଡ୍.ସ୍. ଏବଂ ଯୌନ ସଂକ୍ରମିତ ରୋଗ ର ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ର କାର୍ଯ୍ୟରତ

ଏଥର ଦୁର୍ଗାପୂଜା ହେବ ଡିଜେ, ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ଚଳିତ ଥର ଦୁର୍ଗାପୂଜାରେ ବିସର୍ଜନ ସମୟରେ କୌଣସି ଡିଜେ ସଙ୍ଗୀତ ବଜାଯିବ ନାହିଁ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “କୌଣସି ଡିଜେ ମ୍ୟୁଜିକ୍ ଯାନକୁ ମଧ୍ଯ ଅନୁମତି ଦିଆଯିବ ନାହିଁ।

ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୦୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ପାଳିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୦୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି । ପୂର୍ଵ ନିର୍ଧାରିତ ସୂଚୀ ଅନୁଯାୟୀ ସକାଳ ୫ଟା ୧୫ ରୁ