ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩୬ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା । ଏହା ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ ।

ପୁଣି ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ଫେରିବ ସିନେଟ୍

ଭୁବନେଶ୍ବର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ହେବ । ପୁରୁଣା

ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ମିଳିଲାନି; ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି

ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ହେବ ବୃଦ୍ଧି, ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ

ପୁରୀ : ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ବୃଦ୍ଧି କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି । ରୋଷଘର ଉଚ୍ଚତା ବୃଦ୍ଧି ସହ ଆନୁସଙ୍ଗିକ ସମସ୍ତ ସୁବିଧା କରାଯିବ। ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ପୁରୀ

ହୀରାକୁଦ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର : ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରୁଛି ହୀରାକୁଦ । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଚାଲିଛି ।

‘ମୁଁ ମୋ ଆରାଧ୍ୟ ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି’

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ

ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଶିଖିଲେ ଡକାୟତି, କୌଶଳକ୍ରମେ ଚୋରଙ୍କୁ କାବୁ କଲା ପୋଲିସ

ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ବହୁତ କିଛି ନୂଆ ନୂଆ ଜିନିଷ ଶିଖୁଛନ୍ତି । କିଏ ରୋଷେଇ କରିବା ଶିଖୁଛି ତ କିଏ ସୋସିଆଲ ମିଡିଆରୁ ପାଠ ପଢୁଛି । କିନ୍ତୁ ଏବେ ସୋସିଆଲ ମିଡିଆର ଅପ ବ୍ୟବହାର ହେଉଛି । କିଛି ଯୁବ ପିଢ଼ି ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଡକାୟତି ଶିଖୁଛନ୍ତି । ଏକଥା

ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଚାଲିଛି ରେଡ୍‌

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ। କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌। ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ରେଡ୍ । ବାଲେଶ୍ବର

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ଥ ରେଡ୍ଡୀ

ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ବୋଲି ରେବନ୍ଥ ରେଡ୍ଡୀ କହିଛନ୍ତି। ପ୍ରକାଶ

ଓଡ଼ିଶା ଫେରିଲେ ଡାକ୍ତର ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ୱର : ଓଡ଼ିଶା ଫେରିଲେ କେରଳ ଓ୍ୱାୟନାଡ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ଆଜି ନିଜ ଘର ଝାରସୁଗୁଡା କୁ ଫେରିଛନ୍ତି । ସୁସ୍ଥ ହେବା ପରେ ସେ ତାଙ୍କ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି । ସ୍ୱୀକୃତିଙ୍କୁ ଝାରସୁଗୁଡା ବିମାନ ବନ୍ଦର ପହଂଚିବା ପରେ ତାଙ୍କୁ