ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ଦଳ ଛାଡ଼ିଲେ ନେତା

ଶ୍ରୀନଗର : ପାଖେଇ ଆସିଲାଣି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ସାମ୍ବା ଜିଲ୍ଲାର ଜିଲ୍ଲା ସଭାପତି କଶ୍ମୀରା ସିଂହ ଟିକେଟ ନ ମିଳିବାରୁ ସେ ରାଗି ଯାଇଛନ୍ତି। ସେ

ଭାରତକୁ ଧମକ ଦେଲେ ବାଂଲାଦେଶୀ ନେତା

ଢାକା : ବାଂଲାଦେଶରେ ଆୱାମୀ ଲିଗ୍ ସରକାର ଭାଙ୍ଗିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶରେ ନୋବେଲ ବିଜେତା ଶେଖ୍ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଚାଲିଛି। ଏହି ଅନ୍ତରୀଣ ସରକାରରେ ଖାଲିଦା ଜିଲ୍ଲାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି

ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି

ନୂଆଦିଲ୍ଲୀ : ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଆପଣଙ୍କ ଝିଅ ଆପଣମାନଙ୍କ ସହ ରହିଛି

ପତଞ୍ଜଳି ଟୁଥ୍‌ପେଷ୍ଟରେ ଆମିଷ ? ଆକ୍ସନ୍‌ ମୁଡ୍‌ରେ ହାଇକୋର୍ଟ

ନୂଆଦିଲ୍ଲୀ : ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି। ନିରାମିଶ ପ୍ରଡକ୍ଟରେ ବିକ୍ରି ହେଉଛି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡ୍‌କୁ

‘ତୁରନ୍ତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ’

ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହେଉଥିବା ମହିଳା ବିରୋଧୀ ଅପରାଧ ଉପରେ

ସେପ୍ଟେମ୍ବର ୮ରେ ଆମେରିକା ଯିବେ ରାହୁଲ ଗାନ୍ଧି, ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିବେ

ନୂଆଦିଲ୍ଲୀ : ଲୋକସଭା ବିରୋଧୀ ଦଳ ନେତା ହେବା ପରେ ପ୍ରଥମଥର ପାଇଁ ବିଦେଶ ଗସ୍ତ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆସନ୍ତା ୮ରୁ ୧୦ ତାରିଖ ଯାଏ ସେ ଆମେରିକା ଗସ୍ତ କରିବେ।ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧି ଡାଲ୍ଲାସ, ଟେକ୍ସାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ,

ଗୋମାଂସ ଖାଇବା ଅଭିଯୋଗରେ ହରିୟାଣାରେ ପଶ୍ଚିମବଙ୍ଗର ଯୁବକଙ୍କୁ ହତ୍ୟା, ୭ ଗିରଫ

ନୂଆଦିଲ୍ଲୀ: ହରିୟାଣାର ଚାରଖୀ ଦାଦ୍ରି ଜିଲ୍ଲାରେ ଗୋମାଂସ ଖାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁକ୍ରବାର ଦିନ ଘଟିଛି | ଏହି ହତ୍ୟା ମାମଲାରେ ଦୁଇ ନାବାଳକଙ୍କ ସମେତ

କେରଳରେ ଆରଏସଏସର ସମନ୍ବୟ ବୈଠକ, ଉଠିପାରେ ପଶ୍ଚିମବଙ୍ଗ, ବାଂଲାଦେଶ ପ୍ରସଙ୍ଗ

ପାଲକ୍କଡ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସର୍ବଭାରତୀୟ ସମନ୍ୱୟ ବୈଠକ କେରଳର ପାଲକ୍କଡରେ ଶନିବାର ଠାରୁ ଆରମ୍ଭ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆରଏସଏସ୍ ମୁଖ୍ୟ ଡ. ମୋହନ ଭାଗବତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ

୧୮ ଦିନ ଜେରା, ୨ଟି ମିଛ ଧରା ପରୀକ୍ଷା: ୫୦ ମିନିଟ ଯାଏ ମହିଳା ଡାକ୍ତରଙ୍କ ମୃତ୍ୟୁ କଥା ଜାଣି ନଥିଲେ ସନ୍ଦୀପ ଘୋଷ !

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଘେରରେ ଥିବା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବଡ଼ ଦାବି କରିଛନ୍ତି। ମହିଳା ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ସେ ଅଗଷ୍ଟ ୯ ତାରିଖ ଦିନ ୧୦.୨୦ରେ ଜାଣିବାକୁ ପାଇଥିଲେ।

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ଜୟପୁର: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମାତୃ ଓ ଶିଶୁ ବିଭାଗ ଏସଏନ ସିୟୁରେ ନିଆଁ ଲାଗିଛି। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ତେଣେ ଏସଏନ ସିୟୁରୁ