ଜନସେବା କେନ୍ଦ୍ର ପକ୍ଷରୁ ମା’ ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଜନସେବା କେନ୍ଦ୍ର ପକ୍ଷରୁ ମା' ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରର ପରିଚାଳକ ନିଜ ନିଜ କେନ୍ଦ୍ର ନିକଟରେ ଗୋଟିଏ ଗୋଟିଏ ଗଛ ଲଗେଇଛନ୍ତି । କନ୍ଧମାଳ ଜିଲ୍ଲା ଜନସେବା

ନେସନାଲ ଟିଚର ଆୱ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ଡ: ଦ୍ବିତୀଚନ୍ଦ୍ର ସାହୁ…

ଭୁବନେଶ୍ୱର : ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶୀକ୍ଷକରାୟଗଡା ଜିଲ୍ଲା ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲର ପୂର୍ବତନ ଛାତ୍ର, ସେଜଣେ ସୁ ସାହିତ୍ଯିକ ,ଗାଳ୍ପିକ ଡ: ଦ୍ବିତୀଚନ୍ଦ୍ର ସାହୁ ସର୍ବ ଭାରତୀୟ ନେସନାଲ ଶୀକ୍ଷକ ଆୱ୍ବାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଯାହାକୁ ନେଇ

ବିଧାୟକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀ ପତ୍ର…

ଅଡ଼ିଅ ଭାଇରଲ ରେ ବିଧାୟକ ଘାଇଲା…..! ଭୁବନେଶ୍ୱର: ୨୭-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡ଼ିଅ ରେ ବଟି ମାଗିବା ଘଟଣା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ତହସିଲଦାର ଙ୍କ ଜରିଆରର ଦାବୀ ପତ୍ର ପ୍ରେରଣ। ଗତ କିଛି ଦିନ ହେଲା ଆସିକା ବିଧାୟକ ଦୁଇଜଣ ବାଲି

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ବାଲିଗୁଡା,୨୭/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ମହାସମାରୋହରେ ପାଳିତ ହୋଇ ଯାଇଛି l ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟ ବାହ ଅନନ୍ତ ଦାଶ ଓ ବନବାସୀ କଲ୍ୟାଣ ଆଶ୍ରମର

ଶିକ୍ଷା ନିକେତନରେ ଆନନ୍ଦ ଉଲ୍ଲାସର ସହ ନନ୍ଦୋତ୍ସବ ପାଳନ

ବାଲିଗୁଡ଼ା : ଜନ୍ମାଷ୍ଟମୀ ପରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ନନ୍ଦୋତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଅନୁଷ୍ଠାନ ପକ୍ଷରୁ ପାଳନ ହୋଇଛି ନନ୍ଦୋତ୍ସବ । ଶିକ୍ଷା ନିକେତନର କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ

ମହିଳାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ରାଉତପେଣ୍ଠ ସାହିରେ ଜୈନକା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ରୁବିତା ସାହୁ ବୋଲି ଜଣାପଡିଛି।ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଦାର କରିବା ସହିତ ବ୍ୟବଚ୍ଛେଦ

ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ନେଇ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ଛତ୍ରପୁର : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁ ନେଇ ଛତ୍ରପୁର ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ମଙ୍ଗଳବାର ରିକାପଲ୍ଲୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବ୍ଲକର ୧୨୮ ଟି ବିଦ୍ୟାଳୟର ୩୦୦ ଜଣ ଛାତ୍ର ଛାତ୍ରୀ ଏହି କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିବା

ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାକୁ ନେଇ ମୋ ସେବା କେନ୍ଦ୍ର ସଦସ୍ୟଙ୍କୁ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର : ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇସାରିଛି l ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଯେପରି ସୁରୁଖୁରରେ ସମ୍ପାଦନ କରାଯାଇପାରିବ ସେନେଇ ମଙ୍ଗଳବାର ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବ୍ଲକର

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଉପ-ଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର , ଅତିରିକ୍ତ ଆରକ୍ଷୀ

ହିଞ୍ଜିଳି ପୌରପରିଷଦରେ କୁଢକୁଢ ଆବର୍ଜନା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରକୁ ସ୍ଵଛ ଓ ସୂନ୍ଦର ଲକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ସିଟିଜେନ ଭଏସ ସଂଖ୍ୟା ହ୍ରାସ ପାଇବାରୁ ଗତବର୍ଷ ରେ ଙ୍କ ହ୍ରାସ ପାଇଥିବା ପ୍ୟୈରପରିଷଦ ତରଫରୁ କୁହାଯାଏ । କିନ୍ତୁ ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ର