Sign in
Sign in
Recover your password.
A password will be e-mailed to you.
ଗଣେଶ ପୂଜା ପାଇଁ କଟକଣା, ପୂଜା ପେଣ୍ଡାଲ ଉପରେ ନଜର ରଖିବ ଡ୍ରୋନ୍
ଭୁବନେଶ୍ୱର : ଆସୁଛି ପାର୍ବଣ ଋତୁ । ସେପ୍ଟେମ୍ୱର ୭ ତାରିଖରେ ପାଳିତ ହେବ ଗଣେଶ ପୂଜା । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଗୁରୁତ୍ବ ଦେଇଛି କମିସନରେଟ ପୋଲିସ । ଏବେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ସାମ୍ପ୍ରଦାୟିକ ସଦଭାବନା ଅକ୍ଷୁର୍ଣ୍ଣ ରଖିବା ।!-->…
ଇ-କେୱାଇସି ଯାଞ୍ଚ ପରେ ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର: ରାସନ କାର୍ଡକୁ ଯାଇ ଆସିଲା ବଡ଼ ଖବର। ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବେଦନ କରିଥିବା ହିତାଧିକାରୀ ନୂଆ ରାସନ!-->…
ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ: ରାଷ୍ଟ୍ରପତି
ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ ବୟାନ ଦେଇଛନ୍ତି | ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ବହୁତ ନିରାଶ ଏବଂ ଭୟଭୀତ । ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ!-->…
ମାହାଙ୍ଗା ଡବଲ ମର୍ଡର: ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ହେଲେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛି । ସାଲେପୁରର ଅତିରିକ୍ତ ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ,!-->!-->!-->…
ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ
ବରଗଡ଼ ,ନୂଆପଡ଼ା : ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ । ବରଗଡ଼ ରୋଡ୍-ନୂଆପଡ଼ା ଓ ସରଡେଗା-ଭାଲୁମୁଡ଼ା ରେଲ ଲାଇନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ବରଗଡ଼ ଓ ନୂଆପଡ଼ା ରେଳଲାଇନ ପାଇଁ ବହୁ ଦିନର ଦାବି ଥିଲା। ଆଜି ୧୩୮ କିଲୋମିଟର!-->…
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଦେଲେ ସୂଚନା। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା।
ନୂଆ ସାମିଲ ପାଇଁ ସିଏମ୍!-->!-->!-->…
କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା
କୋଲକତା ଆର୍ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ଛାତ୍ର ସଙ୍ଗଠନ ନବାନ୍ନ ରାଲି କରିଥିଲା। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ହେଉଛି। ଏହାରି!-->…
ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।
ଭୁବନେଶ୍ବରରେ ୨ଟି ଓ!-->!-->!-->…
କନ୍ଧମାଳ : ଲାଞ୍ଚୁଆ ଏସଆଇ ଗିରଫ…
ଫୁଲବାଣୀ:ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ।ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା!-->!-->!-->…
ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ କୁନି ଛାତ୍ର : ଥାନାରେ ଏତଲା, ପ୍ରଧାନ ଶିକ୍ଷକ ଫେରାର…
ଫୁଲବାଣୀ : ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ଗ୍ରହଣ କରିବ ତାପରେ ସ୍କୁଲରେ ନାମ ଲେଖାଯିବ ଏହି ଆଶା ନେଇ ବାପା ମାଁ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା!-->!-->!-->…