Sign in
Sign in
Recover your password.
A password will be e-mailed to you.
ଡିଏମକେ ସାଂସଦଙ୍କ ଉପରେ ୯୦୮ କୋଟି ଟଙ୍କାର ଇଡି ଫାଇନ୍
ତାମିଳନାଡୁର କ୍ଷମତାସୀନ ଡିଏମକେ ସାଂସଦ ଏସ୍ ଜଗତରକ୍ଷକନ୍ଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଲଗାଇଛି ୯୦୮ କୋଟି ଟଙ୍କାର ଜୋରିମାନା। ଏନେଇ ତାଙ୍କ ପାଖକୁ ଇଡି ନୋଟିସ ପଠାଇଛି। ଜଗତରକ୍ଷକନ ଓ ତାଙ୍କ ପରିବାର ବିରୋଧରେ ରୁଜୁ ହୋଇଥିବା ଫୋରେକ୍ସ!-->…
ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ରୂପ ନେବାର!-->…
ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ
ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ l ଓଏଏସ ଅଧିକାରୀ ଦେବବ୍ରତ ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଭାବେ ନିଯୁକ୍ତି ମିଳିଛି । ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ (ରାଜସ୍ବ) ଭାବେ!-->…
୧୦ ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଶିଳ୍ପ ସ୍ମାର୍ଟ ସହର
ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା!-->…
ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ l ଏନେଇ ଗୃହରେ ସୂଚନା ଦେଇଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ମନ୍ତ୍ରୀଙ୍କ କହିବାନୁସାରେ, କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ ବନ୍ଦ ପଡିଛି l ସେହିପରି ଖୋର୍ଦ୍ଧାରେ ୧୫୦୪!-->…
ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା, ନିର୍ଦ୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର : ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି!-->…
ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ସ୍ଥପତି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା
ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ଆଜି ଷ୍ଟାଚ୍ୟୁ ଭୁଣୁଡ଼ିବା ଘଟଣାରେ କଲ୍ୟାଣର ଜଣେ ସ୍ଥପତି ଓ କୋଲାହାପୁରର ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା।
ସୋମବାର!-->!-->!-->…
ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ!-->…
ବାର୍ଡ ଫ୍ଲୁ: କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର: ବାର୍ଡ ଫ୍ଲୁ ପାଇଁ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ l ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ଏ ପର୍ଯ୍ୟନ୍ତ ୩୦ ହଜାର କୁକୁଡ଼ାଙ୍କୁ ମରାଯାଇଛି l କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଯୋଜନା ହେଉଛି l ଛୋଟ!-->…
୭ ଦିନରେ ଦୁଷ୍କର୍ମୀକୁ ମିଳିବ ଫାଶୀ: ସପ୍ତାହକରେ ଆଇନ ଆଣିବେ ମମତା
ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ପଶ୍ଚିମବଙ୍ଗ ସରକାର। ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ। ଏଥିରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିବ।
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା!-->!-->!-->…