Sign in
Sign in
Recover your password.
A password will be e-mailed to you.
ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା, ଜମୁଛି ଭକ୍ତଙ୍କ ଭିଡ଼
କଟକ : ଚାଲିଛି ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା । ନବରାତ୍ର ପୂଜାର ଚତୁର୍ଥ ଦିନରେ ମା କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମା ଷୋଡଶୀ ବେଶରେ ଦର୍ଶନ ଦେଇଥିଲେ। ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା କଟକ ଚଣ୍ଡୀଙ୍କ ମନ୍ଦିର!-->…
ହିଞ୍ଜିଳିରେ ବଢୁଛି ନିଶା କାରବାର: ଅବକାରୀ ବିଭାଗ ନିରବଦ୍ରଷ୍ଟା…
ହିଞ୍ଜିଳିକାଟୁ, ୫/୧୦ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଜଣାପଡିଛି । ସ୍ଥାନୀୟ ଅବକାରୀ ଥାନାର ବିଭିନ୍ନ ସ୍ଥାନରେ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଉଥିବା ନେଇ!-->…
କୃଷକଗଣ ବିକଶିତ ଭାରତର ଆଧାର- ପ୍ରଧାନ ମନ୍ତ୍ରୀ…
ପି. ଏମ୍ କିଶାନ ସମ୍ମାନନିଧି ଯୋଜନାର 18ତମ କିସ୍ତି ହସ୍ତାନ୍ତରଛତ୍ରପୁର ତା.୦୫ .୧୦.୨୦୨୪ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର 18 ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ!-->…
୧୫୧ ନୂତନ ପ୍ରାଥମିକ ଶିକ୍ଷକ କନ୍ଧମାଳରେ ନିଯୁକ୍ତି
ଫୁଲବାଣୀ : କନ୍ଧମାଳରେ ୧୫୧ ନୂତନ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି | ସମାନେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଆଣିବା ପାଇଁ ଯାଇଛନ୍ତି | ସାଙ୍ଗରେ ୨ ଜଣ ବିଇଓ ରଞ୍ଜନ ପ୍ରଧାନ ଓ ଜଗନ୍ନାଥ ସାହାଣୀ, ୨ ଜଣ ଏବିଇଓ ,ଜୋତ୍ସ୍ନାରାଣୀ ମଲ୍ଲିକ ଓ ବୁଲୁ!-->…
ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ
ବାଲିଗୁଡା ,: ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା!-->…
ଛତିଶଗଡ଼ରେ ବଡ ଧରଣର ମାଓ ଅପରେସନ ରେ ୩୬ ନକ୍ସଲ ନିପାତ ମୃତ, ମୃତ ନକ୍ସଲଙ୍କ ପରିଚୟ ଖୋଜୁଛି ପୁଲିସ
ମାଲକାନଗିରି, ୫।୧୦ : ଛତିଶଗଡ ନାରାଣପୁର ଜିଲ୍ଲାରେ ଗତକାଲି ଚଳିତ ବର୍ଷର ସବୁଠାରୁ ବଡ ଏନକାଉଣ୍ଟର ହୋଇଛି। ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଅନେକ ବଡ ବଡ ମାଓ ନେତା ଥିବା!-->…
ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଫୁଲବାଣୀ : ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୟୁଥ୍ ରେଡ୍ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ଯକ୍ଷା ତନୁଜା ସିଂହ ଉଦ୍ଘାଟନ କରିଥିଲେ ଥିଲେ । ଫୁଲବାଣୀ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡ.!-->…
ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ମାଲକାନଗିରି, ୫।୧୦ ମାଲକାନଗିରି ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ଏକ ଘର ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନାମ ଏମ ନବୀନ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ପରିବାର ସହ ରହୁଥିବା ଯୁବକ ଏମ ନବୀନ ଆଜି ନିଜ!-->…
ପାଠ୍ୟ ପୁସ୍ତକରେ ଶହୀଦମାନଙ୍କ ବିଷୟ ପଢ଼ାଯିବାକୁ ଦାବୀ
ଶହୀଦ ବାଜି ରାଉତ ସ୍ମୃତି ସଭା
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଯୋଦ୍ଧା ତଥା ଶହୀଦ ବାଜି ରାଉତଙ୍କ ୯୮ତମ ଜୟନ୍ତୀକୁ ଯଥା ସମ୍ମାନର ସହ ପାଳନ ହୋଇଯାଇଛି l ବାଜି ରାଉତଙ୍କ ଉଧେଶ୍ୟରେ ସମିତି ସମ୍ପାଦକ!-->!-->!-->…
କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ
ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ନିକଟସ୍ଥ କୁର୍ଙ୍ଗୁଲି ନାଳରେ ଏକ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଶନିବାର ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉଥିବା ବେଳେ ସାରଙ୍ଗଗଡ!-->…