ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ

ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ - ଅଧ୍ୟକ୍ଷ ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରେରଣାରେ ଏବଂ ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର…

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ…

ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ

ଚିତ୍ରକୋଣ୍ଡା : ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ଖଜୁରୀଗୁମା ଗ୍ରାମର ଭିମା ସୁଶୀଲ ହନ୍ତାଳ ଙ୍କ ପୁଅ ବଳରାମ ହନ୍ତାଳ(୩୦) ନାମକ ବ୍ୟକ୍ତି ମାଛ ଧରିବାକୁ କାଲି…

ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼

ପଞ୍ଜାବର ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଗୁଳିମାଡ଼। ଶିରୋମଣି ଅକାଳୀ ଦଳର ଜଣେ ନେତା ତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଦୁଇ ଦଳର ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଏହି…

ବେଲପଦର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ମାନସିକ ଚାପ : ସାଧାରଣ ଘଟଣାରୁ ଛାତ୍ରକୁ ରଷ୍ଟିକେଟ ଧମକ

ଫୁଲବାଣୀ : ସରକାର ବିଶେଷ କରି ଉତ୍ତମ ଇଂରାଜୀ ଶିକ୍ଷା ପାଇବା ପାଇଁ ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥା କରିଛନ୍ତି l ହେଲେ ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ମନମୁଖୀ କାରବାର, ଦୁର୍ନୀତିପୂର୍ଣ୍ଣ ମନୋଭାବ ଯୋଗୁଁ ଛାତ୍ର ମାନଙ୍କ ଉପରେ ମାନସିକ…

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ପୁଣି ଥରେ ଲକ୍ଷ୍ମୀ ବସକୁ ରାଜ୍ୟ ସରକାର ବ୍ଲକ ଠାରୁ…

ଓଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ

ବାଲେଶ୍ବର: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ। ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍…

ମଞ୍ଚ ଉପରେ ‘ରାମ’ଙ୍କୁ ହାର୍ଟ ଆଟାକ୍‌, ଟଳି ପଡ଼ିଲେ

ମଞ୍ଚସ୍ଥ ହେଉଥିଲା ରାମାୟଣ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍‌ ସେ ଟଳି ପଡିଲେ। ହାର୍ଟ ଆଟାକ୍‌ରେ ଚାଲିଗଲା ତାଙ୍କ ପ୍ରାଣ। ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରେ। ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନାଗରରେ ରାମଲୀଲା…

‘କାମ ଦେଉନି ଡବଲ ଇଞ୍ଜିନ, ପୁଣି ବିଜେଡିକୁ ଫେରିବେ ଜନତା’

ଭୁବନେଶ୍ବର: ରାଜ୍ୟରେ ଡବଲ ଇଞ୍ଜିନ କାମ ଦେଉନାହିଁ । ଲୋକଙ୍କ ସମସ୍ୟାରେ ମୁହଁ ଫିଟାଉନାହାନ୍ତି ସରକାର । ତେଣୁ ଓଡିଶାର ଲୋକେ ବିଜେଡିକୁ ଭୋଟ ଦେବାକୁ ସ୍ଥିର କରିସାରିଲେଣି ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଖାଲି ସେତିକି ନୁହେଁ, ପିଜେପି ଯାହା…

କୋଲକାତା ଲଜ୍ଜା: ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରମାନେ ଏବେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଶୁକ୍ରବାର…