କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ଦାବୀରେ ପ୍ରତିବାଦ ସଭା

ଫୁଲବାଣୀ : ଦେଶ ସ୍ୱାଧିନ ହେବାର ୭୭ ବର୍ଷ ପରେ କନ୍ଧମାଳ ବାସୀ ରେଳ ସଂଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟର ବିଷୟ।କନ୍ଧମାଳ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ ପାଇଁ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ୧୯୭୮ମସିହାରୁ…

କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ

ବ୍ରହ୍ମପୁର : ସ୍ଥାନୀୟ ରାଜ୍ୟସ୍ତରୀୟ କଳାକା ର ସଂଗଠନ କଳା ଓ କଳାକାର ହିତ୍ଐଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ 'ମହାର୍ହ ଆମ ଅସ୍ମିତା' କାର୍ଯ୍ୟକ୍ରମ ଭଞ୍ଜନଗର ଉପକଣ୍ଠ ସ୍ଥିତ ଜିଲୁଣ୍ଡି ଗ୍ରାମ…

ମା’ ରାମଚଣ୍ଡୀ ପୀଠରେ ଖୋଲିବ ବେଦ ବିଦ୍ୟାଳୟ

ଛତ୍ରପୁର : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପର୍ବତରେ ଅବସ୍ଥିତ ମା' ରାମଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା। ଏହି ଅବସରରେ ପ୍ରତିଦିନ ଭକ୍ତଙ୍କର ସୁଅ ଛୁଟୁଛି। ସେହିଭଳି ଭାବେ ଡ଼ି. ଆଇ.ଇ.ଟି, ଖଲିକୋଟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା ମାଁ ରାମଚଣ୍ଡୀଙ୍କ ମନ୍ଦିର କୁ…

କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଭୂମିହୀନ ବିଧବାଙ୍କୁ ମିଳୁନି ଘର, କଷ୍ଟରେ କଟୁଛି ଜୀବନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଓଡ଼ିଶାକୁ…

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

■ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳା ■ କମ୍ପାନୀ ଦ୍ବାରା ଦେଶ ବିଦେଶରେ ପହଞ୍ଚିବ ହଳଦୀକନ୍ଧମାଳ : କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ…

ବକେୟା ଟଙ୍କାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ – ୨ ଫେରାର

ହିଞ୍ଜିଳିକାଟୁ : ପରିବା ବାବଦକୁ ବକେୟା ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା କାଳୁଆ ସାହିର ଶ୍ରୀକାନ୍ତ ପ୍ରଧାନ। ଆକ୍ରମଣ ଘଟଣାରେ…

ପ୍ରଶାସନ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ୭ ବାଲି ବୋଝେଇ ଗାଡିକୁ ଜବତ କଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ : ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅନ୍ତର୍ଗତ ଲକ୍ଷ୍ମୀପୁର ରାଜସ୍ବ ମଣ୍ଡଳର ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ବାଲି ମାଫିଆ। ଦୈନିକ ପ୍ରାୟ ଶହେରୁ ଦୁଇଶହ ଟିପର ଓ ହାଇୱା ଗାଡ଼ି ଜରିଆରେ ଜିଲ୍ଲା ତଥା ଜିଲ୍ଲା…

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ…

୯ରେ ପୁଣି ଆସିବ ସୁଭଦ୍ରା ଟଙ୍କା; ବାରିପଦାରୁ ପଠାଇବେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ପୁଣି ଖୁସି ଖବର ଆଣିଛନ୍ତି। ଆସନ୍ତା ୯ ତାରିଖ ଦିନ ଏହି ଯୋଜନା ସହିତ ଜଡ଼ିତ ହିତାଧିକାରୀମାନେ ଟଙ୍କା ପାଇବେ। ୨୦୨୪ ଅକ୍ଟୋବର ୯ ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବେ। ତା’ପରେ ପ୍ରଥମ…

PGT ନିଯୁକ୍ତି ନେଇ ୩ଟି ଅପ୍‌ସନାଲ ସବ୍‌ଜେକ୍ଟର ଲିଖିତ ପରୀକ୍ଷା ବାତିଲ୍‌

ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍‌ସନାଲ ସବ୍‌ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି।…