Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି, ଉଭୟ ପଦବୀ ପାଇଁ ଆସିଲା ଗାଇଡଲାଇନ
ଭୁବନେଶ୍ୱର : ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ ସେକ୍ରେଟେରୀ କିମ୍ବା ଓଏସଡିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ନଥିବ। ଉଭୟ ପଦବୀ ପାଇଁ ଅପରାଧିକ ମାମଲା ହୋଇନଥିବ ବୋଲି ନିୟମ ଜାରି ହୋଇଛି। CCR/ PAR ‘ଭେରିଗୁଡ’ ‘ଆଉଟଷ୍ଟାଣ୍ଡିଂ’!-->…
ICUରେ ରତନ ଟାଟା, ବିଗିଡ଼ିଲା ସ୍ୱାସ୍ଥ୍ୟ
ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍ କରାଯାଇଛି।
ବ୍ଲଡ ପ୍ରେସର ଲୋ' ଯୋଗୁ ସେ!-->!-->!-->…
ତୀବ୍ର ହେଲା ଓଏସଏସଏସସିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ
ଭୁବନେଶ୍ବର: ଓଏସଏସଏସସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ । ଓଏସଏସଏସସି ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍ଜିରେ ଗର୍ଜିଲେ । ଆରଆଇ, ଏଆରଆଇ, ଅମିନ, ଆଇସିଡିସି ଭଳି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ!-->…
ଆପ୍ ସାଂସଦଙ୍କ ଘରେ ପଶିଲା ଇଡି
ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାର୍ରେ ଆମ୍ ଆଦମୀ ପାର୍ଟି ନେତା। ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଛି ଇଡି। ଠକେଇ ମାମଲାରେ ଆଜି ସକାଳୁ ଜାଲନ୍ଧର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି।
ଇଡି ସୂତ୍ରରୁ ପ୍ରକାଶ ଯେ, AAPର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଠକେଇ!-->!-->!-->…
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ
ଭୁବନେଶ୍ବର: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସନ୍ଧ୍ୟାରେ ହେବାକୁ ଥିବା ବନ୍ଦ ଡାକରାକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଆଜି!-->!-->!-->…
ବାଇକକୁ ଧକ୍କା ଦେଲା ସ୍କରପିଓ ଦୁଇମାସ ପରେ ଅଭିଯୋଗ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତା୦୨/୦୮/୨୪ ରିଖ ଦିନ ଗୋଟିଏ ସ୍କାରପିଓ ବାଇକକୁ ଧକ୍କା ଦେଇଥିଲା | ଦୁଇ ମାସ ପରେ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି | ଏମ ଡି ନଜିର ୫୮ ବର୍ଷ ଯାହାଙ୍କ ଗାଡ଼ି ନମ୍ବର ଓଡ଼ି ୧୪ ଏବି ୩୩୨୧ ରେ ନିଜ ଘର!-->…
ନିସର୍ତ୍ତ କଥା ସତ ହେଲା : ନଳବଣ୍ଟାରୁ ଦଶଲକ୍ଷରୁ ଉର୍ଦ୍ଧ ବାଣ ଜବତ, ତିନି ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବାକାଶୀ ରୂପେ ପରିଚିତ ଆସିକା ଥାନା ଇଲାକାର ନଳବଣ୍ଟା ଗ୍ରାମ। ଏଠାରେ ଦୀପାବଳୀ ପାଇଁ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ନେଇ ନିସର୍ତ୍ତ ରେ ଗତ ୨୪ ତାରିଖ ରେ ଖବର ପ୍ରକାଶ ହୋଇଥିଲା। ଆଜି ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରେ ଚଢ଼ାଉ ହୋଇଥିଲା।!-->…
ଗୋଷ୍ଠୀ ସଶକ୍ତିକରଣ ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏନଜିଓ ମିଟ୍ ଆୟୋଜିତ
ଟାଟା ସ୍ବେଚ୍ଛାସେବୀ ସପ୍ତାହ ଅଧିନରେ ସମନ୍ୱିତ ପ୍ରୟାସ : ଶିକ୍ଷା ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବବ୍ରହ୍ମପୁର : କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସଆର୍) ଏବଂ ଗୋଷ୍ଠୀ ସଶକ୍ତୀକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା!-->…
ମାଥିଲି ବନାଞ୍ଚଳରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ମାଥିଲି ୦୭/୧୦ : ଆଜି ମାଥିଲି ବନାଞ୍ଚଳ, ଗୋବିନ୍ଦପାଲି କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ତଥା ସଚେତନତା ସଭା ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଟି ଶ୍ରୀ ବାସୁଦେବ ନାୟକ ବନାଞ୍ଚଳ ଅଧିକାରୀ ମାଥିଲି ଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଁ ସଭାପତିଙ୍କ ଗଳା କାଟି ହତ୍ୟା, ୨ ଗିରଫ
ହତ୍ୟାରେ ବ୍ୟବହୃତ ଛୁରୀ ସମେତ ୨ ବାଇକ୍ ଜବତ
ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ୨ ଜଣ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ସଭାପତିଙ୍କୁ ଛୁରୀରେ ଗଳାକାଟି ହତ୍ୟା!-->!-->!-->…