ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ପକ୍ଷରୁ ନିଆରା ସ୍ୱାଧୀନତା ଦିବସ ପାଳନ…

ସୁନ୍ଦରଗଡ - ୧୬ .୦୮.୨୪ କ୍ଷୁଧା ଯନ୍ତ୍ରଣାରୁ ସ୍ୱାଧୀନତା ଦିଏ ଚାଷୀ ମାତ୍ର କରଜ, ଋଣ ଓ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟାରୁ ସ୍ୱାଧୀନତା ପାଇଁ ଚାଷୀକୁଳକୁ ସରକାରୀ ସହାୟତା ନିତାନ୍ତ ଜରୁରୀ। ଏହା ସହିତ ଚାଷୀମାନଙ୍କ ଅବଦାନକୁ ଜନମାନସରେ ଅବସ୍ଥାପିତ କରିବା ଦାୟିତ୍ବ ହେଉଛି ସମାଜର। ଆଜି ମଧ୍ୟ

ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ…

ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାରୀ କାର୍ଯ୍ୟ ହେଉଛି :ମନ୍ତ୍ରୀ ଛତ୍ରପୁର ତା.୧୬ .୦୮ .୨୪ ପୂଣ୍ୟପ୍ରସୂ ଭାରତର ପବିତ୍ର ୭୮ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ

ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଆଜି ୨୪ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ନେଇ ବନ୍ଦ କରିବା ସହ ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ

ମାଲକାନଗିରି ଜିଲ୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳିତ…

ମାଲକାନଗିରି, ୧୫/୦୮/୨୪: ଓଡିଶା ଓ ଓଡିଆ ଲୋକମାନଙ୍କର ବିକାଶ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଓଡିଆ ଅସ୍ମିତାର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ,

ପୂର୍ବତନ ଶିକ୍ଷକ ନେତାଙ୍କ ଦେହାନ୍ତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଅଧୀନରେ ଥିବା ବଣେଇ ଓ ରାଉରକେଲା ଶିକ୍ଷା ଜିଳ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ବରିଷ୍ଠ ଶିକ୍ଷକ ନେତାଙ୍କ ବାର୍ଦ୍ଧକ୍ୟ ଜନିତ ରୋଗଗ୍ରସ୍ତ ହେତୁ ଗତ ରାତିରେ ନିଜ ଜନ୍ମ ଗାଁ ରେ ମୃତ୍ୟୁ ବରଣ କରିଛନ୍ତି ! ସେ ଜଣେ ଏକା ଧାର ରେ

୭୮ ତମ ସ୍ବାଧୀନତା ଦିବସ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ…

ଛତ୍ରପୁର : ୭୮ ତମ ସ୍ବାଧୀନତା ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୫ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ

ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ ପକ୍ଷରୁ ୮୨ ୟୁନିଟ ରକ୍ତ ସଂଗ୍ରହ…

ଫୁଲବାଣୀ :ରକ୍ତ ଦାନ ମହା ପୁଣ୍ଯକୁ ଦୃଷ୍ଟିରେ ରଖିକନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସହଯୋଗ ଅନୁଷ୍ଠାନ ନିଖିଳ ଉତ୍କଳ ଖଡ଼ୁରା ସମାଜ,ଫୁଲବାଣୀ, କନ୍ଧମାଳ ତରଫରୁ ୭୮ ତମ ସ୍ବାଧୀନତା ଦିବସ ଅବସରରେ ୨ୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଡ୍ରିମ ଲ୍ୟାଣ୍ଡ ଠାରେ ଖଡ଼ୁରା ସମାଜ କନ୍ଧମାଳ

ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ…

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ ଜଣକ ଚମାଖଣ୍ଡି ଗ୍ରାମର ଜଗା ରେଡ୍ଡୀ ବୋଲି ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଜଗା ନିଜ

ଖୁଟୁଗୁଡ଼ାରେ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା…

ଉମରକୋଟ (୧୬/୦୮/୨୦୨୪) ଭାରତ ବର୍ଷରେ ପବିତ୍ର ୭୮ ତମ ସ୍ୱାଧୀନତା ଦିବସ ମହାଉଲ୍ଲାସର ସହ ସବୁ ଆଡ଼େ ପାଳନ କରି ଆମେ ସ୍ୱାଧୀନ ଭାରତର ନାଗରିକ ଓ ଭାରତ ବାସୀ ଗର୍ଭ କରୁଥିବା ବେଳେ ଉମରକୋଟ ବ୍ଲକର ଝରୀଗାଁ ନିର୍ବାଚନ ମଣ୍ଡଲିର ୮ ନମ୍ବର ଖୁଟୁଗୁଡ଼ା ଗ୍ରାମରେ ମଧ୍ୟ ମହାଉଲ୍ଲସର ସହିତ ପବିତ୍ର

ଶିଶୁ ଖାଦ୍ୟ ରେ ସରକାରଙ୍କ ଜି.ଏସ.ଟି ୧୮ପ୍ରତିଶତ :କମ୍ପାନୀ ମାଲେ ମାଲ ପିତା ମାତା ବେହାଲ….!

ମହଙ୍ଗା ମାଡରୁ ବି ବର୍ତ୍ତିନି ଶିଶୁ ଖାଦ୍ୟ.... ବ୍ରହ୍ମପୁର: ଦିନକୁ ଦିନ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି। ହେଲେ ଶିଶୁ ଖାଦ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଶିଶୁ ଖାଦ୍ୟରେ ଜି ଏସ ଟି ଲାଗୁ କରି ସରକାର ବୋଝୋ ଉପରେ ଲଳିତା ବିଡା ଅଭିଭାବକ ଉପରେ ଲଦି ଦେଇଛନ୍ତି l