Sign in
Sign in
Recover your password.
A password will be e-mailed to you.
୫,୦୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲା, ଗିରଫ କିଙ୍ଗପିନ୍ କଂଗ୍ରେସର ପୂର୍ବତନ କର୍ମୀ
ନୂଆଦିଲ୍ଲୀ : ଦିଲ୍ଲୀରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ଘଟଣାର କିଙ୍ଗପିନ ଜଣେ କଂଗ୍ରେସର ପୂର୍ବତନ କର୍ମୀ। ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲ କଂଗ୍ରେସର ଜଣେ ପୂର୍ବତନ କର୍ମୀ ଥିବା ସ୍ୱୀକାର କରିଛନ୍ତି। ଗତକାଲି 5 ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲାରେ ପୁଲିସ!-->…
ସ୍କୁଲ ଭ୍ୟାନରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ
ନୂଆଦିଲ୍ଲୀ : ଦେଶରେ ମହିଳା ଏବଂ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ମହାରାଷ୍ଟ୍ରର ପୁଣେ ସହରରେ ସ୍କୁଲ ଭ୍ୟାନ ଭିତରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା!-->…
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ସଙ୍କଟ: ଇରାନକୁ ଧୂଳିସାତ କରିବ ଇସ୍ରାଏଲ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଲେବାନନ୍ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସିଧାସଳଖ ଇରାନ୍ ପ୍ରବେଶ କରିଛି। ହେଜବୋଲ୍ଲାର ମୁଖ୍ୟଙ୍କୁ ହତ୍ୟା ଓ ଲେବାନନରେ ଗ୍ରାଉଣ୍ଡ ଅପରେସନକୁ ବିରୋଧ କରି ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ।!-->…
ହେଜବୁଲ୍ଲା ପରେ ହମାସର ଶକ୍ତି ହ୍ରାସ; ୩ ମୁଖ୍ୟଙ୍କୁ ମାରିଲା ଇସ୍ରାଏଲ
ନୂଆଦିଲ୍ଲୀ : ପାଲେଷ୍ଟାଇନ ସମର୍ଥିତ ସଂଗଠନ ହମାସର ତିନି ବରିଷ୍ଠ ନେତାଙ୍କ ମୃତ୍ୟୁ। ଏୟାର ଷ୍ଟ୍ରାଇକରେ ସେମାନଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ମୃତକଙ୍କ ମଧ୍ୟରେ ଗାଜା ସରକାରର ମୁଖ୍ୟ ରାହି ମୁଶତାହା ଥିବା ଇସ୍ରାଏଲ ସେନା କହିଛି।ତିନି ବରିଷ୍ଠ ନେତାଙ୍କ ହତ୍ୟାକୁ ନେଇ!-->…
ସଦଗୁରୁଙ୍କୁ ଆଶ୍ୱସ୍ତି ; ଆଶ୍ରମରେ ପୁଲିସର ତଦନ୍ତକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ!-->…
ମହମ୍ମଦ ଆଜାରୁଦ୍ଦିନଙ୍କୁ ଇଡ଼ି ନୋଟିସ୍
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ!-->…
ଭୁଶୁଡ଼ିଲା ଶେୟାରବଜାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହାର ଗଭୀର ପ୍ରଭାବ ପଡ଼ିଛି ଭାରତୀୟ ଶେୟାର ବଜାର ଉପରେ। ଲଗାତାର ୩ୟ ଦିନ ପାଇଁ ଶେୟାର ବଜାର ନିମ୍ନମୂଖୀ ହୋଇଛି। ଗୁରୁବାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଭାରତୀୟ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍ସ, ନିଫ୍ଟି ୫୦!-->…
ତେଲ, ମସଲା, ଔଷଧ ପରେ ନକଲି ବ୍ୟାଙ୍କ୍; SBI ନାଁରେ ଚାଲିଥିଲା ଠକେଇ
ରାୟପୁର : ନକଲି ମସଲା, ନକଲି ଔଷଧ ପରେ ଏବେ ନକଲି ବ୍ୟାଙ୍କ୍। ଆଶ୍ଚର୍ଯ୍ୟ ଲାଗୁଥିବା ଏ କଥା ସତ। ଛତିଶଗଡରେ ଚାଲିଥିଲା ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନାଁରେ ଜାଲିଆତି। ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା ଏହି ନକଲି ବ୍ୟାଙ୍କ!-->…
ଆରଜି କର ପୀଡିତାଙ୍କ ମୂର୍ତ୍ତି ସ୍ଥାପନ, ସୋଶାଲ ମିଡିଆରେ ତୀବ୍ର ବିରୋଧ
କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଉ ଏକ ବିବାଦୀୟ ଚିତ୍ର ସାମ୍ନାକୁ ଆସିଛି। ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭୟଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯେଉଁଥିରେ ଦୁଷ୍କର୍ମରେ ପ୍ରାଣ!-->…
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…
ବ୍ରହ୍ମପୁର - ବରିଷ୍ଠ ସାମ୍ବାଦିକ, ବିବିଧ ସମ୍ବାଦର ସମ୍ପାଦକ ତଥା ଆଇନଜୀବି ଗୌରାଙ୍ଗ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀଙ୍କ ଆଜି ପରଲୋକ ଘଟିଛି। ବୁଧବାର ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମେଂଟୁଛକ ସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ସେ ଶେଷ!-->…