ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ ।…

ଛତ୍ରପୁର ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ

ଭାରତୀୟ ଜନତା ପାର୍ଟିର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଗାଁ ଓ ସହରରେ ଜନସାଧାରଣଙ୍କୁ ସଚେତନତା ପାଇଁ ଅଣ୍ଟାଭିଡା ଛତ୍ରପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜୁ ଜନତା ଦଳ ପାରମ୍ପରିକ ଜନସପଂପର୍କ ପଦଯାତ୍ରା ପବିତ୍ର…

ନବୀନଙ୍କ ୨୪ ବର୍ଷର ହିସାବ ମାଗିଲା ବିଜେପି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଆଜି ଏପରି କହିଛନ୍ତି ଶ୍ରୀ ସାମଲ୍‌। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାମଲ୍‌ କହିଛନ୍ତି, ବନୀନ…

ଜାତିର ଜନକ ମହାତ୍ମା ଗାନ୍ଧିଜୀ ଓ ଶାନ୍ତିର ଶହୀଦ୍ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କର ଏକ ଅମୋଘ ଅସ୍ତ୍ର ଥିଲା-ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୨୦ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜ୍ଞାପିତ ଅଞ୍ଚଳ…

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ ପୋଲିସ । ଏ ନେଇ ପ୍ରେସ ମିଟିରେ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । ଘଟଣା ପୂର୍ବ ରାତି ମହିଳାଙ୍କ ଘରୁ ଏକ ମୋବାଇଲ ଚୋରି କରିଥିଲେ ଉକ୍ତ…

୪ ଦିନରେ ଝାଡ଼ାବାନ୍ତିରେ ଗଲାଣି ୯ ଜୀବନ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ। …

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ଧମକ

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ମିଳିଲା ଧମକ । ରାଜସ୍ଥାନର ହନୁମାନଗଡ଼ ଜଙ୍କସନ୍‌ ରେଲୱେ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହାପରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହନୁମାନଗଡ଼ ଜଙ୍କସନ୍‌…

ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ବରଗଡ଼ : ପ୍ରେମୀ ଯୁଗଳଙ୍କ  ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର ଏବଂ ଲିଜା ଭୂଏ ସୂଚନା । ଘଟଣାସ୍ଥଳରେ ଭେଡେନ ପୋଲିସର ତନାଘନା ଆରମ୍ଭ । ସୁନୀଲ…

କାର୍ଯ୍ୟରେ ଅବହେଳା ପାଇଁ ASI ସମେତ ୨ପୁଲିସ ନିଲମ୍ବିତ; ୩ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର

ଫୁଲବାଣୀ :କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ…

‘କ୍ଷମତାରେ ନଥିଲେ ବି ସେବା କରି ଚାଲିବି’ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : କ୍ଷମତାରେ ଥାଏ ବା ନଥାଏ ଆପଣମାନଙ୍କର ସେବା ମୁଁ ସବୁବେଳ କରିଆସିଛି । ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର , ଓଡ଼ିଶା ବାସୀଙ୍କ ସେବା କରିଚାଲିବି । ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…