Sign in
Sign in
Recover your password.
A password will be e-mailed to you.
ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼.ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ!-->…
ଭାଙ୍ଗିଗଲା ବ୍ଲେଡ୍, ବନ୍ୟା ପାଣିରେ ଅବତରଣ କଲା ବାୟୁସେନା ହେଲିକପ୍ଟର
ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ତେବେ ସେଥିରେ ଥିବା ଭାରତୀୟ ବାୟୁ ସେନାର ଦୁଇ ଅଫିସରଙ୍କ ସମେତ ୪ କର୍ମଚାରୀ ସୁରକ୍ଷିତ!-->…
ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସ୍ଵଛତା ଅଭିଯାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ର ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସଭାପତି ବିମଳ ମଲ୍ଲିକ ଙ୍କ ନେତୃତ୍ଵରେ ଏବଂ ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ପରିଚାଳନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି!-->…
IPS ସ୍ତରରେ ଅଦଳବଦଳ, ମାଲକାନଗିରି SP ହେଲେ ବିନୋଦ ପାଟିଲ୍
ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଅଦଳବଦଳ । ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍ପି । ପୂର୍ବରୁ ବିନୋଦ ପାଟିଲ୍ କେସିଙ୍ଗାର!-->!-->!-->…
ବ୍ରହ୍ମପୁରରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ବ୍ରହ୍ମପୁର, ୨/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ "ସ୍ୱଚ୍ଛତା ହିଁ ସେବା" ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାନ୍ଧୀନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସ୍ୱଚ୍ଛ ଭାରତ ଅଭିଯାନ" ଦଳର ବରିଷ୍ଠ ନେତା!-->…
ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ
ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି ।
ଏକ!-->!-->!-->…
ଇରାନ୍କୁ କଡ଼ା ଚେତାବନୀ, ସାଙ୍ଘାତିକ ପରିଣାମ ଭୋଗିବାକୁ ପଡ଼ିବ
ପୁଣି ବିଶ୍ୱ ଦେଖିବ କି ତୃତୀୟ ବିଶ୍ୱଯୁଦ୍ଧ। ମଧ୍ୟପ୍ରାଚ୍ୟରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି। ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ। ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ୍ ମାଡ଼ କରିଛି ଇରାନ୍। ଏହି ଆକ୍ରମଣ ପରେ ଚିହିଁକି ଉଠିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ!-->…
୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା
ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ୪ ଦିନ ପରେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକ ରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି!-->…
ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ରେ ବୁଧବାର ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ସହିତ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,!-->…
ଗାନ୍ଧୀଜୟନ୍ତୀ ଅବସରରେ ମା’ ରାମଚଣ୍ଡୀଙ୍କ ପୀଠରେ ବିଦ୍ୟୁତ୍ ବିଭାଗ ଛତ୍ରପୁର ଶାଖା ତରଫରୁ ବିଶାଳ ସଫେଇ ଅଭିଯାନ
ଛତ୍ରପୁର : ସାରା ଭାରତ ବର୍ଷର ଶାରଦୀୟ ଦ୍ୱର୍ଗତ୍ସବ ପାଇଁ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ଏଥିରୁ ବାଦ ପଡ଼ିନାହିଁ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁରର ପାହାଡ଼ରେ ଥିବା ମା' ରାମଚଣ୍ଡୀ ଶକ୍ତିପୀଠ। ଏଥର ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଛି ଏହା!-->…