ଚିକିଟି ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ କ୍ଷତିପୂରଣ ଦାବୀକଲା ଫରୱାର୍ଡ ବ୍ଲକ

ଚିକିଟି : ଚିକିଟି ଅଞ୍ଚଳର ଜେନାପୁର ଓ କରବାଲୁଆ ରେ ବିଷାକ୍ତ ମଦ୍ୟପାନ ଜନିତ ୫ଜଣଙ୍କ ମୃତ୍ଯୁ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ବସିଥିବାବେଳେ ଆଜିସୁଦ୍ଧା ମଦ ମୃତ୍ଯୁ ପରିବାରକୁ କ୍ଷତିପୂରଣ ମିଳିନାହିଁ। ବିଷାକ୍ତ ମଦ୍ୟପାନ ଜନିତ ମୃତ୍ଯୁ ମୁଖରୁ ବର୍ତ୍ତୀ ଯାଇଥିବା ବ୍ଯକ୍ତିମାନେ ପୀଡା…

ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ସାର୍ଥକ ଷଡ଼ଙ୍ଗୀ

ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ମିଶ୍ରଙ୍କ ଠାରୁ ଆଜି ଦାୟିତ୍ବ ନେଇଛନ୍ତି ସାର୍ଥକ ଷଡ଼ଙ୍ଗୀ । ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ନେବା ପରେ ବିଭିନ୍ନ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ଡ଼ିଆଇଜିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦକ୍ଷିଣାଞ୍ଚଳର…

ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି : ବିଧାୟକ ଉମା ମଲ୍ଲିକ

ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୪ ମହାସମାରୋହର ସହିତ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସକାଳେ ଯୋଗ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ କାର୍ମେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା…

୧୦୦ ଏକର ଜଙ୍ଗଲ ଜମି ବେଆଇନ ଭାବେ ହଡ଼ପ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ…

ଏକାଧିକ ଗଛକାଟିବା କୁନେଇ ବନବିଭାଗର ନୀରବତା କୁ ନେଇ ପ୍ରଶ୍ନ ? ମାଲକାନଗିରି /କଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଅଂଚଳରେ ଜଙ୍ଗଲ ଜମି ଜବରଦଖଲ କରି ସଂରକ୍ଷିତ ଜଙ୍ଗଲକୁ ବେଆଇନ ଭାବେ ନିର୍ମାଣକାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଅଛି l ମାଲକାନଗିରି ଜିଲ୍ଲାର ମୋଟୁ…

୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଜି. ସନ୍ତୋଷ (୪୩) ଓ ବେଲଗାଁ ଥାନା…

ଚିକିଟୀରେ ସଫେଇମିତ୍ର ଙ୍କ ସ୍ୱାସ୍ଥ୍ୟ ଶିବିର ଓ ସମ୍ବର୍ଦ୍ଧନା ସହ ଶେଷ ହେଲା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ସୋମବାର ଦିନ ଅପରାହ୍ନରେ ଚିକିଟୀ ଗଡ଼ ବଡଦାଣ୍ଡ ଠାରେ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ…

ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସୁରଭି ୨୦୨୪ ଅନୁଷ୍ଠିତ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର କ୍ଲଷ୍ଟରରେ ପ୍ରାଥମିକ ବିଦ୍ୟାଳୟ, ଖରଧାର, ଡାଲପଲଙ୍କ, ଧନଘର, ରାମଚନ୍ଦ୍ରପୁର, ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ର ପୁର, ରାଜକବି ରାଧାମୋହନ ବିଦ୍ୟାପୀଠ ଏବଂ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫୦ଜଣ…

ଜଗମୋହନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭି” କାର୍ଯ୍ୟକ୍ରମ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟର ଜଗମୋହନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ "ସୁରଭି "କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ମୁଖ୍ୟ ଅତିଥିଭାବେ ନିଗମାନନ୍ଦ ପଣ୍ଡା ଯୋଗଦେଇ ଉଦଘାଟନ କରିବା ସହ ପ୍ରଦୀପ…

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ରାଏବଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ବିକାଶ ଚନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ରାଏବଗା ସ୍ବାସ୍ଥ୍ୟ କେନ୍ଦ୍ରର…